କନ୍ଧମାଳ

ହଷ୍ଟେଲରେ ରହି ପଢ଼ିବାକୁ ଯାଇଥିଲେ, ଘରକୁ ଫେରିଲା ଛାତ୍ରୀଙ୍କ ମୃତଦେହ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ହଷ୍ଟେଲରେ ରହି ପାଠ ପଢ଼ିବାକୁ ଯାଇଥିଲେ ଜଣେ ଛାତ୍ରୀ। ହେଲେ ଘରକୁ ଫେରିଲା ତାଙ୍କ ମୃତଦେହ। ଏଭଳି ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବୁଡ୍ରୁକିଆ ଆଶ୍ରମ ବିଦ୍ୟାଳୟରେ। ସୂଚନାନୁଯାୟୀ, ବୁଡ୍ରୁକିଆ...

ଷ୍ଟଣ୍ଟ୍‌ କରୁଥିବା ବେଳେ ଆମ୍ବୁଲାନ୍ସ ସହ ମୁହାଁମୁହିଁ ପିଟି ହେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ବାଲିଗୁଡ଼ା,୨୬ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଜୁନିୟର ମହାବିଦ୍ୟାଳୟ ନିକଟରେ ଜଣେ ଯୁବକ ବାଇକ୍‌ରେ ଷ୍ଟଣ୍ଟ କରି ଦ୍ରୁତଗତିରେ ଯାଉଥିବା ବେଳେ ଏହା ତାଙ୍କ ପାଇଁ କାଳ ସାଜିଛି। ଏକ ଘରୋଇ ଆମ୍ବୁଲାନ୍ସ ମୃତଦେହ...

ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ, ହେଉନି ଜଳ ନିଷ୍କାସନ

ରାଇକିଆ,୨୬ା୬(ପ୍ରଦୀପ ବେହେରା): ଜନସାଧାରଣଙ୍କ ସୁବିଧା ବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁ ତାହାର ସଠିକ୍‌ କାର୍ଯ୍ୟକାରୀ ହୋଇପାରୁନାହିଁ। ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି କନ୍ଧମାଳ...

ବିନା ବିଦ୍ୟୁତ୍‌, ଯନ୍ତ୍ରରେ ହେବେ ଜଳ ସେଚନ

ରାଇକିଆ,୨୪।୬(ପ୍ରଦୀପ ବେହେରା): ଚାଷୀଙ୍କୁ ବିନା ବିଦ୍ୟୁତ୍‌ ଏବଂ ଯନ୍ତ୍ରରେ ଜଳ ସେଚନର ସୁବିଧା ମିଳିବ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକ ଗୁମାମହା ପଞ୍ଚାୟତର ବାନ୍ଦା ଗ୍ରାମରେ ମାଧ୍ୟମ ଫାଉଣ୍ଡେଶନ ସହଯୋଗରେ ଜଳସେଚନ ପାଇଁ ଅଭିନବ ବ୍ୟବସ୍ଥା କରାଯାଇଛି। ୧୮୦୦...

ବାଇକ୍‌ ସହ ଗଞ୍ଜେଇ ଜବତ, ୨ ଗିରଫ

ଦାରିଙ୍ଗବାଡ଼ି,୨୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଗଞ୍ଜାମ ଜିଲା ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ମାଡ଼ିବସିଛି। ଏକ ବାଇକ୍‌ ସହ ୧୧ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ପୋଲିସ ଗିରଫ...

ଟ୍ରକ ତଳେ ଶୋଇଥିଲେ: ଚାଲିଗଲା ଡ୍ରାଇଭରଙ୍କ ଜୀବନ

ବାଲିଗୁଡ଼ା:୨୨।୬:(ସଞ୍ଜୟ କୁମାର ପାଣିଗ୍ରାହୀ): ଟ୍ରକ ତଳେ ଶୋଇଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ । କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ବୁଢ଼ାନଈ ନିକଟରେ ଘଟିଛି ଏଭଳି ଏକ ଅଘଟଣ । ଟ୍ରକର ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଦିନ ହେଲା ରାସ୍ତା...

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ: ଆଗକୁ ବଢିବ ବର୍ଷା

ବାଲିଗୁଡ଼ା,୨୧।୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଆଖପାଖ ବ୍ଲକ ଅଞ୍ଚଳରେ ଶୁକ୍ରବାର ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା...

ଦାରିଙ୍ଗବାଡ଼ିରେ ପ୍ରାକ୍‌ ମୌସମୀ ବର୍ଷା

ଦାରିଙ୍ଗବାଡି,୨୧।୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପ୍ରାକ୍‌ ମୌସମୀ ବର୍ଷା ହୋଇଛି। ବର୍ଷା ଯୋଗୁ ଲୋକଙ୍କୁ ଗରମ, ଗୁଳୁଗୁଳିରୁ ସାମାନ୍ୟ ନିସ୍ତାର ମିଳିଛି। ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ବ୍ଲକ ଅଞ୍ଚଳର ପ୍ରାୟ ବିଭିନ୍ନ ଗାଁରେ...

ପାରମ୍ପରିକ ବାଦ୍ୟ, ନୃତ୍ୟରେ ନବ ନିର୍ବାଚିତ ଏମ୍‌ପିଙ୍କୁ ପାଛୋଟିନେଲେ

ରାଇକିଆ,୧୭।୬(ପ୍ରଦୀପ ବେହେରା): କନ୍ଧମାଳ ନବ ନିର୍ବାଚିତ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ କନ୍ଧମାଳ ଗସ୍ତ ଅବସରରେ ରାଇକିଆଠାରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ବେରେଡାକିଆ ଛକଠାରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ ସହ ସ୍ବାଗତ କରି ପାଛୋଡି ନିଆଯାଇଥିଲା। ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ...

ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ: ଧରାପଡ଼ିଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ

ବାଲିଗୁଡା,୧୪।୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାରୁ ମଧ୍ୟପ୍ରଦେଶ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୩ଜଣଙ୍କୁ ଗିରଫ କରିଛି। ଏଥିସହ ଅବକାରୀ ବିଭାଗ ଏକ କାର(ନଂ.ଏମ୍‌ପି୧୯-ଜେଡଡି୨୭୧୫) ଜବତ କରିଛି। ଗଞ୍ଜେଇ ଚୋରା ଚାଲାଣ ସମ୍ପର୍କରେ କୌଣସି...

ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି

ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅଲାରୀଠାରେ ଏକ ପିଚୁ ପ୍ଲାଣ୍ଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଉକ୍ତ ପ୍ଲାଣ୍ଟର ମୁଖ୍ୟାଂଶ ବ୍ୟାଗରେ କାର୍ଯ୍ୟରତ ମିସ୍ତ୍ରୀ ଓ ଶ୍ରମିକମାନେ...

ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): ନା ଅଛି ବର୍ଷା ନା ଅଛି ପବନ। କିନ୍ତୁ ବିରାଟକାୟ ଗଛ ପଡ଼ି ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୧୭ଟି ପଞ୍ଚାୟତର ୧୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri