କନ୍ଧମାଳ

ସଫେଇ ଆଳରେ କରୁଥିଲେ ସୁନା ଲୁଟ, ଧରା ପଡିବା ପରେ ଦୟା ଦେଖାଇଲେ ସୁନା ମାଲିକ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଅଞ୍ଚଳରେ ସୁନା ସଫେଇ କରିଦେବି-ମଙ୍ଗଳସୂତ୍ର ଗୁନ୍ଥିଦେବା ବାହାନା କରି ସୁନା ଲୁଟ କରୁଥିଲେ ୪ ମହିଳା। ତେବେ ଗ୍ରାମବାସୀ ସେମାନଙ୍କୁ କାବୁ କରି ପୋଲିସା ଜିମା ଦେଇଛନ୍ତି।...

ସ୍ବୟାସ ସାମଲ ମାଟ୍ରିକ ଜିଲା ଟପ୍ପର

ଜି ଉଦୟଗିରି,୨୭।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ହବାକ ହାଇସ୍କୁଲର ଛାତ୍ର ସ୍ବୟାସ ସାମଲ ଚଳିତ ମାଟ୍ରିକ ପରୀକ୍ଷାରେ ସମୁଦାୟ ୬୦୦ ମାର୍କରୁ ୫୫୮ ନମ୍ବର (ଶତକଡା ୯୩% ମାର୍କ) ରଖି ଜିଲାରେ ଟପ୍ପର ହୋଇଛନ୍ତି। ସ୍ବୟାସ ଜି ଉଦୟଗିରି ନିକଟସ୍ଥ...

ଶାଗୁଆନ କାଠଗଣ୍ଡି ଚୋରାଚାଲାଣ ବେଳେ ୮ ମାଫିଆ ଗିରଫ

ଦାରିଙ୍ଗବାଡ଼ି,୨୭ା୫(ଅରୁଣ ସାହୁ): କିଛିଦିନ ଧରି ଜଙ୍ଗଲରେ ଆତଙ୍କ ସୃଷ୍ଟି କରିବା ସହ ଜଙ୍ଗଲ କାଟି କନ୍ଧମାଳ ଜିଲାରୁ ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିଲା ଏହି ଖବର ବ୍ରାହ୍ମଣୀଗାଁ ବନାଞ୍ଚଳ ନିକଟରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ...

ମାଟ୍ରିକ ପରୀକ୍ଷାରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ରଙ୍କ ସଫଳତା

ବାଲିଗୁଡ଼ା,୨୬ା୫(ସଞ୍ଜୟ କୁମାର ପାଣିଗ୍ରାହୀ): ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦାରା ପରିଚାଳିତ ଦଶମ ମାଟ୍ରିକ ପରୀକ୍ଷା ଫଳାଫଳ ରବିବାର ପ୍ରକାଶ ପାଇଛି। ଚଳିତ ବର୍ଷର ପାସ୍‌ ହାର ୯୬.୦୭ ପ୍ରତିଶତ ରହିଥିବା ବେଳେ ସମଗ୍ର କନ୍ଧମାଳ ଜିଲାରେ ୯୬.୬% ରହିଛି।...

ଝାମ୍ପି ନେଇଗଲେ ୧୦ କେଜି ରୂପା

ବାଲିଗୁଡ଼ା,୨୪।୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଧୀନ ପାଟଖଣ୍ଡା ସାହିରେ ରୂପା ବ୍ୟବସାୟୀଙ୍କଠାରୁ କେତେଜଣ ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପାଟଖଣ୍ଡା ସାହିର ପୁରୁଖା...

ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନରେ ଅଘଟଣ

ଖଜୁରୀପଡ଼ା ୨୩।୫( ବିଦୁର ବେହେରା): ଅଷ୍ଟ ପ୍ରହର ନାମ ଯଜ୍ଞ ବିସର୍ଜନ ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ଖଜୁରୀପଡ଼ା ଥାନା ଅନ୍ତର୍ଗତ ଟିଟ୍ରା ପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମରେ ଏହି ଘଟଣା ଘଟିଛି। ଗାଁରେ ଧୁମଧାମରେ...

କନ୍ଧମାଳର ୨ଟି ବୁ୍‌ଥ୍‌ରେ ଚାଲିଛି ସାନି ମତଦାନ

କଣ୍ଟାମାଳ,୨୩।୫:ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁସାରେ ଓଡ଼ିଶାର କନ୍ଧମାଳ ଲୋକ ସଭା କ୍ଷେତ୍ରର କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ବୁଥ୍‌ ନମ୍ବର ୨୬ ଏବଂ ୨୮ରେ ପୁନଃ ମତଦାନ ଆଜି ସକାଳୁ ଆରମ୍ଭ ହୋଇଛି। ଲୋକମାନେ ଶାନ୍ତି ଶୃଙ୍ଖଳାର ସହ...

କାଳବୈଶାଖୀରେ ଉପୁଡ଼ିଲା ଗଛ, ଛିଡ଼ିଲା ବିଦ୍ୟୁତତାର

ଦାରିଙ୍ଗବାଡ଼ି,୨୨ା୫(ଅରୁଣ ସାହୁ): କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି ଫଳରେ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖାଯାଇଛି। ଏକାଧିକ ପଞ୍ଚାୟତ ଏବେ ଅନ୍ଧାରରେ ରହିଛି। ପ୍ରକାଶ ଯେ, ବୁଧବାର ଅପରାହ୍ନରେ ହଠାତ୍‌ କଳା ମେଘ...

ଷ୍ଟ୍ରଙ୍ଗରୁମ୍‌ରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ବାଲିଗୁଡ଼ା,୨୧।୫:(ସଞ୍ଜୟ କୁମାର ପାଣିଗ୍ରାହୀ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ତାରିଖରେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଇଭିଏମ୍‌ ମେଶିନରେ ବାଲିଗୁଡାର ୫ ପ୍ରାର୍ଥୀ ଏବଂ ଜି. ଉଦୟଗିରିର ୮ପ୍ରାର୍ଥୀଙ୍କ...

ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ଖସିଲା ସାଇନବୋର୍ଡ : ଶିଶୁ ସମେତ ୫ ଗୁରୁତର ଆହତ

ଦାରିଙ୍ଗବାଡି, ୨୦।୫ (ଅରୁଣ ସାହୁ): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ସୋମବାର ଚାଲିଛି। ମତଦାନବେଳେ ଏକ ଦୁର୍ଘଟଣା ଘଟିଛି। ସାଇନବୋର୍ଡ଼ ଖସି ଯିବାରୁ ଜଣେ ଶିଶୁଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ସମସ୍ତେ ହେଲେ...

ଜି ଉଦୟଗିରିରେ ୧୧ଟା ସୁଦ୍ଧା ୨୦% ମତଦାନ

ଜି ଉଦୟଗିରି,୨୦।୫(ଶିଶିର ପଟ୍ଟନାୟକ): ଜି ଉଦୟଗିରି ବିଧାନସଭା ଓ ଫୁଲବାଣୀ ଲୋକ ସଭା ଆସନ ନିମନ୍ତେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଜି ଉଦୟଗିରି ବ୍ଲକର ୩୩ଟି ଓ ଜି ଉଦୟଗିରି ଏନଏସିର ୮ କେନ୍ଦ୍ରରେ ମତଦାନ...

ରାଇକିଆରେ ଚାଲିଛି ମତଦାନ

ରାଇକିଆ,୨୦ା୫(ପ୍ରଦୀପ ବେହେରା): ରାଜ୍ୟରେ ଦିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଥିବା ବେଳେ କନ୍ଧମାଳ ଜିଲା ରାଇକିଆଠାରେ ସୋମବାର ସକାଳୁ ଶାନ୍ତିଶୃଙ୍ଖଳା ସହ ମତଦାନ ଆରମ୍ଭ ହୋଇଛି। ଏଥିପାଇଁ ଯୁବ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଇଭିଏମ୍‌ ତ୍ରୁଟି ଯୋଗୁ ବିଳମ୍ବରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri