କନ୍ଧମାଳ

ଲଗାଣ ବର୍ଷାରେ ବେହାଲ କନ୍ଧମାଳ

ଫୁଲବାଣୀ,୨।୮(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ବିଗତ ତିନି ଦିନ ହେବ ବର୍ଷା ଲାଗି ରହିଛି ା ମଙ୍ଗଳବାର ଅପରାହ୍ନରୁ ଜିଲାରେ ଲଗାଣ ବର୍ଷା ଜାରି ରହିଛି ା ପ୍ରବଳ ବର୍ଷା ହେତୁ ସମ୍ପୂର୍ଣ୍ଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଲୋକେ...

ଗଛପଡ଼ି ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସିମନବାଡି...

ଭୁଶୁଡ଼ିଲା ସ୍କୁଲ ପାଚେରୀ

ଦାରିଙ୍ଗବାଡି,୧।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ୪୦ରୁ ୫୦ ଫୁଟର ଏକ ପାଚେରୀ ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକୁ ସ୍ମାର୍ଟ ସ୍କୁଲରେ ପରିଣତ...

‘ସୁଯୋଗ ମିଳିଲେ କନ୍ଧମାଳରେ ଶିିକ୍ଷାର ଉନ୍ନତି କରିବି’

ଫୁଲବାଣୀ, ୧ା୮ (ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକର ଶୁଚିସ୍ମିତା ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୨ନଂ ର଼୍ୟାଙ୍କରେ ରହିଛନ୍ତି। ଟିକାବାଲିସ୍ଥିତ ଆଖଣ୍ଡଳମଣି ସାହିର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଶୁଚିସ୍ମିତା ଓଡିଶା...

୧୩ ବର୍ଷ ପରେ ବଢ଼ିଲା କନ୍ଧମାଳ ହଳଦୀ ଦର

ଦାରିଙ୍ଗବାଡି,୧ା୮ (ଅରୁଣ ସାହୁ): ବିଶ୍ୱ ବିଖ୍ୟାତ କନ୍ଧମାଳ ହଳଦୀର ଦର ୧୩ବର୍ଷ ପରେ ବୃଦ୍ଧି ପାଇଛି। ଶୁଖିଲା ହଳଦୀ କେଜି ପ୍ରତି ଦର ସୋମବାର ସୁଦ୍ଧା ୧୦୦ଟଙ୍କାରେ ପହଞ୍ଚିଛି। ଆଗକୁ ଆହୁରି ଦର ବୃଦ୍ଧି ହେବା ବ୍ୟବସାୟୀ ମହଲରେ ଆଶଙ୍କା...

ଓଏଏସ୍‌ ରେଜଲ୍ଟ: କନ୍ଧମାଳରୁ ୨ କୃତକାର୍ଯ୍ୟ

ଫୁଲବାଣୀ/ଟିକାବାଲି, ୩୧ା୭(ରାକେଶ କୁମାର ରାଉତ/ଗଗନ ବିହାରୀ ପଟ୍ଟନାୟକ)-କନ୍ଧମାଳ ଜିଲା ଟିକାବାଲି ବ୍ଲକର ୨ ଜଣ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶୁଚିସ୍ମିତା ପାଣିଗ୍ରାହୀ ୨ ନଂ. ର଼୍ୟାଙ୍କରେ ରହିଥିବା ବେଳେ ଆକାଶ ଦିଗାଳ ୩୧୯ ନଂ. ର଼୍ୟାଙ୍କରେ...

ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ: ଅଭିଯୁକ୍ତଙ୍କୁ ପିଟି ପିଟି ମାରିଦେଲେ ଦୁଇ ଭାଇ

ରାଇକିଆ,୩୦ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱର ପଞ୍ଚାୟତ ସିକବାଡି ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ଦିବ୍ୟାଙ୍ଗ ଝିଅକୁ ଅସଦାଚରଣ କରିଥିବା ଜଣେ ଅଣଓଡ଼ିଆ ଯୁବକଙ୍କୁ ବାପା ଓ ଦାଦା ପିଟି ପିଟି ହତ୍ୟା କରିଛନ୍ତି। ମୃତକ ହେଲେ...

୩ ବାଇକ୍‌ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍‌

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ କୋଟଗଡ଼ ଥାନା ଅନ୍ତର୍ଗତ ଖାରିନାଳ ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଦେଖିବାକୁ ମିଳିଛି। ଜୁଡ଼ାବାଲିରୁ କୋଟଗଡ଼ ଆଡ଼କୁ ମନ୍ଦିର ଯିବା ରାସ୍ତାରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପଡ଼ିରହିଛି ନଡ଼ିଆ,...

କାର୍‌-ବାଇକ୍‌ ମୁହାଁମୁହିଁ: ୨ ମୃତ, ଦୁଇ ଗୁରୁତର

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଗୋପାଳପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନଂ. ଜାତୀୟ ରାଜପଥ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ତଗାକିଆ ନିକଟରେ କାର୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ...

ଛତୁ ଖାଇ ୭ ଅସୁସ୍ଥ

ବାଲିଗୁଡ଼ା,୨୯ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ୭ନଂ ଓ୍ବାର୍ଡ ନୂଆସାହିର ହରିଜନ ବସ୍ତିର ମଳିକ ନାୟକଙ୍କ ପରିବାର ଜଙ୍ଗଲୀ ଛତୁ ଖାଇ ୭ ଜଣ ଅସୁସ୍ଥ ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ମଳିକ...

କେନାଲରେ ପାଣି ନାହିଁ, ପଡ଼ିଆ ପଡ଼ିଛି ଚାଷଜମି

ଖଜୁରିପଡ଼ା,୨୮ା୭(ବିଦୁର ବେହେରା) : ଶ୍ରାବଣ ମାସରେ ବର୍ଷା ଝଡି, ବର୍ଷା ଝଡ଼ିରେ ଚାଲିଛି ଜୋରଦାର ଚାଷ କାମ। କିନ୍ତୁ କେନାଲରେ ପାଣି ନାହିଁ। ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେନାଲ ଭିତରେ ଅନା ବନା ଗଛ, ସହିତ ଘାସ ଭରି ହୋଇ...

ଦାବି ପୂରଣ ନ ହେଲେ ୨୦୨୪ ଭୋଟ ବର୍ଜନ

ବାଲିଗୁଡ଼ା,୨୭।୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଟିକାବାଲି ବ୍ଲକ ଅଧୀନ କଇଁଝର ପଞ୍ଚାୟତରେ କିଛି ବର୍ଷ ହେଲା ଏକ ବିଏସ୍‌ଏନ୍‌ଏଲ୍‌ ଟାୱାର୍‌ ସ୍ଥାପନ କରାଯାଇଛି। ହେଲେ ମାସର ଅଧିକାଂଶ ଦିନ ନେଟ୍‌ ୱାର୍କ ରହୁ ନ ଥିବାରୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri