ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଲେ କଲେଜ ଅଧ୍ୟକ୍ଷ: ଛାତ୍ରୀଛାତ୍ର ଆଣିଲେ ସାଙ୍ଘାତିକ ଅଭିଯୋଗ
ବାଲିଗୁଡ଼ା,୨୩।୦୮(ସଞ୍ଜୟ କୁମାର ପାଣିଗ୍ରାହୀ): ଅଧ୍ୟକ୍ଷ ସାଜିଲେ ଲୁଟେରା। କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ସତ। କଲେଜ ସଭାପତି ଓ ଛାତ୍ରୀଛାତ୍ର ଆଣିଛନ୍ତି କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା...