ବ୍ରାହ୍ମଣୀଗାଁ ପୋଲିସକୁ ବଡ଼ ସଫଳତା: ୬ ଗିରଫ, କୋର୍ଟଚାଲାଣ
ଦାରିଙ୍ଗବାଡି,୧।୪(ଅରୁଣ ସାହୁ): ଆଗକୁ ସାଧାରଣ ନିର୍ବାଚନ ରହିଛି ଅଞ୍ଚଳରେ କିଭଳି ଶାନ୍ତି ଶୃଙ୍ଖଳା ରହିବ ଏବଂ ଅବାଧରେ ନିର୍ବାଚନ ହୋଇପାରିବ। ସେନେଇ ଜିଲା ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏଭଳି ଦେଖିବାକୁ ମିଳିଛି ଦୁର୍ଗମ କନ୍ଧମାଳ ଜିଲା ଦାରିଙ୍ଗବାଡି...