ପାରଳାଖେମୁଣ୍ଡି, ୫।୩ (ଡି.ଏନ୍.ଏ.): ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଯଦିଓ କାର୍ଡଗୁଡ଼ିକ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଅର୍ନ୍ତଭୁକ୍ତ, କିନ୍ତୁ ଏତେସଂଖ୍ୟକ କାର୍ଡ ଅଳିଆ ଗଦାରେ ପଡ଼ିବା ନିଶ୍ଚିତ ଦୁର୍ଭାଗ୍ୟଜନକ।...
ରାଇକିଆ, ୩।୩(ଡି.ଏନ୍.ଏ.): ପନିପରିବା ଚାଷୀଙ୍କୁ ମିଳୁନି ଉପଯୁକ୍ତ ଦର । ମିଳୁନି ବଜାର ସୁବିଧା । ବିକ୍ରି କରି ନ ପାରି ଶେଷରେ ଗୋରୁଙ୍କୁ ଖାଇବାକୁ ଦେଉଛନ୍ତି ଉତ୍ପାଦିତ ଫସଲ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା...
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୩: ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ଲେଣ୍ଡ୍ରିଗାଁ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ଗ୍ରାମବାସୀ ଗୁରୁବାର ଚରମ ପଦକ୍ଷେପ ନେଇଛନ୍ତି। ପ୍ରଶାସନ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରା ନ ଯିବାରୁ ଗ୍ରାମବାସୀ ଉତ୍ତ୍ୟକ୍ତ...
Archives
Model This Week
ପିଲାଙ୍କ ଧରିତ୍ରୀ