କନ୍ଧମାଳ

ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଜଣେ ମୃତ, ଦୁଇ ଗୁରୁତର

ଫୁଲବାଣୀ ଅଫିସ,୨୨ା୮: କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତର ଟଙ୍ଗମ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୋଟିଏ ପରିବାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର...

କନ୍ଧମାଳ: ଲଗାଣ ବର୍ଷାରେ ଭାଙ୍ଗିଛି ୫୦୦ରୁ ଊର୍ଦ୍ଧ୍ୱ ଘର

ଫୁଲବାଣୀ ଅଫିସ,୨୨ା୮: ଲଗାଣ ବର୍ଷାର ପ୍ରଭାବ କନ୍ଧମାଳ ଜିଲାରେ ପଡିଛି। ରବିବାର ବର୍ଷା ପୂର୍ବ ଅପେକ୍ଷା କମିଛି। ଗତ ୧୫ ତାରିଖରୁ ଦୁଇ ଦଫାରେ ହୋଇଥିବା ଲଗାଣ ବର୍ଷାରେ ଜିଲାରେ ଅନେକ କ୍ଷୟକ୍ଷତି ଘଟିଛି। ପାଖାପାଖି ୫୦୦ରୁ ଉଦ୍ଧର୍‌ବ ଘର...

୫୯ ନଂ ଜାତୀୟ ରାଜପଥରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ

ବାଲିଗୁଡ଼ା,୨୦ା୮(ଡି.ଏନ୍‌.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗାଁଠୁ ସହର ସବୁଠି ସଙ୍ଗୀନ ପରିସ୍ଥିତି। ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। କନ୍ଧମାଳ ଜିଲାର ବିଭିନ୍ନ ନଦୀ ନାଳରେ ଜଳସ୍ତର ବୃଦ୍ଧି ପାଇବା ସହ ବିଭିନ୍ନ ସ୍ଥାନରେ ପୋଲ ଧୋଇ ହୋଇଯାଇ...

ପୁଣି ଭାସିଗଲା ଅସ୍ଥାୟୀ କଲଭର୍ଟ

ରାଇକିଆ,୨୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେବାରୁ ରାଇକିଆ-ଦାରିଙ୍ଗିବାଡ଼ି ରାସ୍ତାରେ ଯାତାୟାତ ବନ୍ଦ ରହିଛି। ଗତ ରବିବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା ଯୋଗୁ ୪...

ଉବୁଟୁବୁ ଦାରିଙ୍ଗବାଡ଼ି: ରାସ୍ତାରେ ୪ଫୁଟ୍‌ର ପାଣି

ଦାରିଙ୍ଗବାଡ଼ି,୨୦।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୮ସୁଦ୍ଧା ୫୩ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁ ତିଲୋରୀ ପଞ୍ଚାୟତ ସାମନବାଡ଼ି ନିକଟ...

ଅସ୍ଥାୟୀ କଲଭର୍ଟ ଉପରେ ପାଣି, ଯାନବାହନ ଚଳାଚଳ ବନ୍ଦ

ରାଇକିଆ,୨୦ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ିକୁପୁଡ଼ାଠାରେ ଥିବା ଅସ୍ଥାୟୀ ପୋଲ ଉପରେ ପୁଣି ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ରାଇକିଆ- ଦାରିଙ୍ଗବାଡ଼ି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଇଛି। ଗତ ରବିବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଧୋଇଯିବା...

ମାଓବାଦୀ ସାମଗ୍ରୀ ଜବତ

ଫୁଲବାଣୀ ଅଫିସ,୧୯।୮: କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। ବାଲନ୍ଦାପଡ଼ା ପଞ୍ଚାୟତ ସୁକାଙ୍ଗୀ ଜଙ୍ଗଲରେ ମିଳିତ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ଏକ ମାଓବାଦୀ କ୍ୟାମ୍ପ ଠାବ କରିଛନ୍ତି । ସର୍ଚ ଅପରେଶନ ବେଳେ ଏହି ଜଙ୍ଗଲରେ ମାଓବାଦୀମାନେ...

ବିଜେଡି ସଭାପତିଙ୍କ ନାଁରେ ମେସେଜ କରି ମାଗୁଥିଲେ ଟଙ୍କା, ଦେଲେ ଏତଲା

ଫୁଲବାଣୀ ଅଫିସ, ୧୮।୮: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ନାମରେ ହ୍ବାଟସ ଆପ୍‌ରେ ମେସେଜ କରି କେହି ଜଣେ ବ୍ୟକ୍ତି ଟଙ୍କା ମାଗୁଛନ୍ତି। ଏ ନେଇ କର୍ଣ୍ଣ ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି । କର୍ଣ୍ଣଙ୍କ...

ଜନ୍ମାଷ୍ଟମୀ ଛୁଟିରେ ଆସି ଚାଲିଗଲା ଡିପ୍ଲୋମା ଛାତ୍ରଙ୍କ ଜୀବନ

ଦାରିଙ୍ଗବାଡ଼ି,୧୮।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ପଞ୍ଚାୟତ ରାକାତେଜୁ ଗ୍ରାମରେ ଗୁରୁବାର ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ(୧୮)। ଅନକ ମେଧାବୀ ଛାତ୍ର ଥିଲେ। ସେ...

ଧସିଲା କରଡ଼ା ଘାଟି, ଅଟକି ରହିଛି ଶହଶହ ଗାଡ଼ିମୋଟର

ରାଇକିଆ,୧୭ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର କରଡ଼ା ଘାଟି ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ହୋଇଛି। ଘାଟିର ତିନୋଟି ସ୍ଥାନରେ ଓ୍ବାଲ ଧସି ଯିବାରୁ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। ୧୩ ଓ ୧୪ ତାରିଖ ଦୁଇଦିନ ଧରି ଲଗାଣ ବର୍ଷା...

ରାଇକିଆ-ଦାରିଙ୍ଗିବାଡ଼ି ଯୋଗାଯୋଗ ବିଚ୍ଛିନ୍ନ

ରାଇକିଆ,୧୭।୮(ଡି.ଏନ.ଏ): ଗତ ୩ ଦିନ ଲଗାଣ ବର୍ଷାରେ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡବାଡି ପଞ୍ଚାୟତ ମୁରୁଡି କୁପୁଡାଠାରେ ରାଇକିଆ – ଦାରିଙ୍ଗିବାଡିକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ଧୋଇ ହୋଇଯାଇଛି। ଫଳରେ ବାଡାବାଙ୍ଗା, ସିମନବାଡି, ଦାରୀଙ୍ଗିବାଡି, ବ୍ରାହ୍ମଣୀଗାଁ ଅଞ୍ଚଳକୁ...

ଧୋଇଗଲା ଅସ୍ଥାୟୀ ପୋଲ

ରାଇକିଆ,୧୪ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ି କୁପୁଡ଼ାଠାରେ ଦାରିଙ୍ଗିବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ୨୦୧୮ ତିତ୍‌ଲି ବାତ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲଟି ଧୋଇ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri