କନ୍ଧମାଳ

ଦାରିଙ୍ଗବାଡିରେ ଶୀତ ଉଭାନ, ହେଉନି ପର୍ଯ୍ୟଟକଙ୍କ ଭିଡ

ଦାରିଙ୍ଗବାଡି,୨୩।୧୧(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଶୀତ ଉଦ୍ଭାନ ହୋଇଯାଇଛି। ଗତ ଏକ ସପ୍ତାହରେ ତାପମାତ୍ରା ୧୦ ଡିଗ୍ରୀରୁ ୧୫.୫ଡିଗ୍ରୀରେ ପହଞ୍ଚିଛି। ଫଳରେ ଶୀତରୁ ଟିକେ ନିସ୍ତାର ମିଳିଛି। ଚଳିତ ଥର ଶୀତ ବିଳମ୍ବରେ ଆସିଥିବା...

କୁଟିଆ କନ୍ଧଙ୍କ ବିକାଶ ନାଁରେ ହରିଲୁଟ

ଫୁଲବାଣୀ ଅଫିସ, ୨୩।୧୧: କନ୍ଧମାଳ ଜିଲାରେ ଆଦିମ ଜନଜାତି (ପିଭିଟିଜି) କୁଟିଆ କନ୍ଧଙ୍କ ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ବିକାଶ ନାମରେ ଏଠି ସବୁ ଅର୍ଥ ହରିଲୁଟ କରାଯାଉଛି ା କୁଟିଆ କନ୍ଧଙ୍କ...

ଅନିର୍ଦ୍ଦିଷ୍ଟ କାଳ ଅଙ୍ଗନଓ୍ବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଜି. ଉଦୟଗିରି,୨୨।୧୧(ଡି.ଏନ୍‌.ଏ.): ଜି. ଉଦୟଗିରି ଆଇସିଡିଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ବିଭିନ୍ନ ଦାବି ନେଇ ଅଙ୍ଗନଓ୍ବାଡି କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି । ରାଜ୍ୟ ସରକାର ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇ ମଧ୍ୟ ଦାବି...

ଘର ଗ୍ରୀଲ ତାଡ଼ି ନେଲେ ଦୁର୍ବୃତ୍ତ

ଜି.ଉଦୟଗିରି,୨୦ା୧୧(ଡି.ଏନ୍‌.ଏ.): କିଛି ମାସର ବ୍ୟବଧାନ ପରେ ପୁଣି ଜି.ଉଦୟଗିରି ସହରରେ ଚୋର ଦଳ ମାତିଛନ୍ତି। ଶନିବାର ଶ୍ରୀରାମ ପଦାଠାରେ ନୂତନ ଭାବେ ନିର୍ମିତ ଏକ ସରକାରୀ ବାସଗୃହରେ ଠିକାଦାର ଏକ ଲୁହା ଗ୍ରୀଲ ଲଗାଇ ଆସିଥିଲେ। ହେଲେ ରବିବାର ସକାଳେ...

୧୬ ହିତାଧିକାରୀଙ୍କୁ ମିଳିଲା ଜଙ୍ଗଲ ଜମିପଟ୍ଟା

ଦାରିଙ୍ଗବାଡ଼ି,୧୯।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ତହସିଲ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଜଙ୍ଗଲ ଜମିପଟ୍ଟା ବଣ୍ଟନ କରାଯାଇଛି। ଏହି ଅବସରରେ ତହସିଲଦାର ଡ. ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବ୍ଲକ ସଭାଗୃହରେ ଏକ ମେଳାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି...

ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା

ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି।...

ମାମୁଁ ଘରକୁ ବୁଲିବାକୁ ଆସି ନାବାଳିକା ଅପହରଣ: ଜଣେ ଗିରଫ

ଫୁଲବାଣୀ ଅଫିସ/ଚକାପାଦ, ୧୮ା୧୧: କନ୍ଧମାଳ ଜିଲା ଚକାପାଦ ଥାନା ପୋଲିସ ଜଣେ ଯୁବତୀଙ୍କୁ ଅପହରଣ ଏବଂ ବଳାତ୍କାର କରିବା ଅଭିଯୋଗରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ ଜିଲା ବାଣୀଗୋଚ୍ଛା ଥାନା ଅଞ୍ଚଳର ବାସବ ନାୟକ(୨୫)। ଉକ୍ତ...

ଲାଞ୍ଚ ନେଇ ଭିଜିଲାନ୍ସର ଜାଲରେ ଲାଇନ୍‌ମ୍ୟାନ୍‌

ଫୁଲବାଣୀ ଅଫିସ/ଟିକାବାଲି,୧୮।୧୧: କନ୍ଧମାଳ ଜିଲା ଟିକାବାଲି ଥାନା ଅଞ୍ଚଳର ବିଦ୍ୟୁତ ବିଭାଗର କର୍ମଚାରୀ କାଳୁ ଚରଣ ପଲେଇ ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ବିଦ୍ୟୁତ୍‌ ସଂଯୋଗ କରାଇ ଦେବାକୁ ଜଣେ ଗ୍ରାହାକଙ୍କଠାରୁ ୫ ହଜାର ଲାଞ୍ଚ ନେଉଥିବା ବେଳେ...

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଅଭିଯୁକ୍ତ ଗିରଫ

ବଲସକୁମ୍ପା,୧୭ା୧୧(ଡି.ଏନ.ଏ.): ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ଗୁରୁବାର ଖଜୁରିପଡା ପୋଲିସ ଜନୈକ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ବୌଦ୍ଧ ଜିଲା...

ବାଲିଯାତ୍ରାରେ କନ୍ଧମାଳ ହଳଦୀର ଚାହିଦା

ଦାରିଙ୍ଗବାଡି,୧୭।୧୧(ଡି.ଏନ.ଏ.): କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି। ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି। ଫଳରେ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକା ରହିଥିବା କୁହାଯାଇଛି।...

ଛାତ୍ରାବାସରେ ଜୁନିୟରଙ୍କୁ ମାଡ଼ ଘଟଣା: ପ୍ରଶାସନର ରାତିଅଧିଆ ଯାଞ୍ଚ

ଦାରିଙ୍ଗବାଡ଼ି,୧୭ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ିରେ ଥିବା ମଙ୍ଗଳ ବିଭାଗ ଛାତ୍ରାବାସରେ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଦଶମ ଛାତ୍ରମାନେ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ଏବେ କଠୋର ହୋଇଛି। ଦାରିଙ୍ଗବାଡ଼ି ବିଡିଓ ଗଦାଧର...

ମହୁଲରୁ ପ୍ରସ୍ତୁତ ଲଡୁର ଚାହିଦା ବଢୁଛି

ଫୁଲବାଣୀ ଅଫିସ, ୧୬ା୧୧: ମହୁଲରୁ ପ୍ରସ୍ତୁତ ଲଡୁର ଚାହିଦା ବଢ଼ୁଥିବା ତାହା ଅଳ୍ପ କେତେଜଣ ଜାଣିଥିବେ ା ମହୁଲ ଲଡୁ ନାଁ ଶୁଣିବାକୁ ଅଜବ ଲଗୁଥିଲେ ମଧ୍ୟ ଏହା ଆଦିବାସୀମାନଙ୍କ ପ୍ରିୟ ମିଷ୍ଠାନ। ମହୁଲ ଲଡୁକୁ ଆଦିବାସୀମାନେ ପୂଜାପର୍ବାଣୀ, ଭୋଜିଭାତରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri