କେନ୍ଦ୍ରାପଡ଼ା

ନ୍ୟାୟ ପାଇଁ ଟ୍ରଲିରେ ବୁହା ହେଲେ ୮୦ ବର୍ଷର ବୃଦ୍ଧା

କେନ୍ଦ୍ରାପଡ଼ା ଅଫିସ, ୧ା୧୧:ନ୍ୟାୟ ପାଇଁ ୮୦ ବର୍ଷର ବୃଦ୍ଧା ମାଆଙ୍କୁ ଟ୍ରଲିରେ ବୋହି ଜିଲାପାଳଙ୍କ କାର୍ଯ୍ୟାଳୟକୁ ନିଆଯାଇଛି। ପରିବାରର ସମସ୍ତ ଲୋକ ମାଆଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ଶୁଆଇ ଦେଇ ଗଣଧାରଣା ଦେଇଛନ୍ତି। କେନ୍ଦ୍ରାପଡ଼ା ବ୍ଲକ ବାରୁଅ ପଞ୍ଚାୟତର ଏହି ଦଳିତ...

ପଟ୍ଟାମୁଣ୍ଡାଇ ବାଇପାସ୍‌ଠାରୁ ମଦନପୁର ରାସ୍ତା ମରଣଯନ୍ତା

ପଟ୍ଟାମୁଣ୍ଡାଇ, ୩୧ା୧୦(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନ ଅଧୀନରେ ଥିବା ରାସ୍ତାଗୁଡିକର ନିର୍ମାଣ ଓ ମରାମତି ପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ବ୍ୟୟ ହେଉଛି। କିନ୍ତୁ ପଟ୍ଟାମୁଣ୍ଡାଇ ଓ ରାଜନଗରର ଲାଇଫ ଲାଇନ କୁହାଯାଉଥିବା ପଟ୍ଟାମୁଣ୍ଡାଇ ବାଇପାସଠାରୁ ମଦନପୁର ପର୍ଯ୍ୟନ୍ତ...

ମୌଳିକ ସୁବିଧା ପାଇଁ ବାଧକ ହେଉଛି ସେତୁ

କେନ୍ଦ୍ରାପଡ଼ା ଅଫିସ, ୩୧ା୧୦: କେନ୍ଦ୍ରାପଡ଼ା ଜିଲା ସଦର ମହକୁମାର ୪୮ କିଲୋମିଟର ଦୂରରେ ମହାକାଳପଡା ବ୍ଲକ ବତିଘର ପଞ୍ଚାୟତ ଅବସ୍ଥିତ। ଏହି ପଞ୍ଚାୟତର ମାତ୍ର ୧୦ କିଲୋମିଟର ଦୂରରେ ଜଗତ୍‌ସିଂହପୁର ଜିଲାର ପାରାଦୀପ ଶିଳ୍ପାଞ୍ଚଳ। ଗୋଟିଏ ପାର୍ଶ୍ୱରେ ପ୍ରାଚୁର୍ଯ୍ୟ ରହିଥିବା...

ନିର୍ମାଣାଧୀନ ବାତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ଅଭିଯୋଗ

ଡେରାବିଶ,୩୧ା୧୦(ସ୍ବ.ପ୍ର.): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ହେଲେ ନିର୍ମାଣ ଚାଲିଥିବା ବତ୍ୟା ଆଶ୍ରୟସ୍ଥଳ ନିମ୍ନମାନର...

ବିଷାକ୍ତ ହେଉଛି ମହାନଦୀ, ମିଳୁନି ମାଛ

ମହାକାଳପଡ଼ା,୩୧ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀମାନେ ପୂର୍ବରୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ଜାଲ ବସାଇ ବିପୁଳ ଦେଶୀ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମହାନଦୀରେ ପାରାଦୀପ ଅଞ୍ଚଳର ଶିଳ୍ପ କାରଖାନାର...

ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳ, ତଟବନ୍ଧର ସୁରକ୍ଷା ଚିନ୍ତା

ପଟ୍ଟାମୁଣ୍ଡାଇ,୩୦।୧୦(ସ୍ବ.ପ୍ର.): ୧୯୯୯ ଅକ୍ଟୋବର ୨୯ ମହାବତ୍ୟାକୁ ୨୩ ବର୍ଷ ା ଆଜି ବି ଲୋକେ ଭୁଲି ପାରିନାହାନ୍ତି ସେଦିନ ା ସମୁଦ୍ରର ବିଶାଳ ଢ଼େଉ ,୩୦୦ କିମି ବେଗରେ ବହୁ ଥିବା ପବନରେ ଲୋଟି ଯାଉଥିଲା ବହୁ ମହାଦ୍ରୁମ ା...

ବଦଳିନି ଆଦିବାସୀ ଅଧ୍ୟୁଷିତ ସାନ୍ତାଳପଡ଼ାର ଚିତ୍ର

ମହାକାଳପଡ଼ା,୨୯ା୧୦(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ନାଞ୍ଜୁରା ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ପାଣିଖିଆର ସାନ୍ତାଳପଡ଼ା ଗାଁ ସମୁଦ୍ର ଆଁରେ ରହିଛି। ଅବହେଳିତ ସାନ୍ତାଳପଡ଼ାରେ ୧୯୯୯ ମହାବାତ୍ୟା ତାଣ୍ଡବ ରଚିଥିଲା। ସମୁଦ୍ର ଜୁଆରରେ ୧୫ରୁ ଅଧିକ ଲୋକଙ୍କ ଜୀବନ ସମୁଦ୍ର...

କୃଷ୍ଣଚନ୍ଦ୍ର ସଂସ୍କୃତ ମହିଳା ମହାବିଦ୍ୟାଳୟରେ ଅନିୟମିତତା

ଡେରାବିଶ, ୨୯ା୧୧(ସ୍ବ.ପ୍ର.): ଡେରାବିଶ ବ୍ଲକ ଯଅଁରାବାରିମୂଳ ପଞ୍ଚାୟତ ଭିତରବମ୍ପୁଠାରେ ଥିବା କୃଷ୍ଣଚନ୍ଦ୍ର ସଂସ୍କୃତ ମହିଳା ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତା ନେଇ ଶୁକ୍ରବାର ଉପଜିଲାପାଳଙ୍କ ନିକଟରେ ଅଧ୍ୟୟନରତ ଛାତ୍ରୀଙ୍କ ଅଭିଭାବକ, ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ...

ବିପର୍ଯ୍ୟୟ ପରିଚାଳନା ପାଇଁ ଭିତ୍ତିଭୂମି ଆବଶ୍ୟକ

କେନ୍ଦ୍ରାପଡ଼ା ଅଫିସ, ୨୯ା୧୦: ସାମୁଦ୍ରିକ ଝଡ଼ ଅଥବା ଅକ୍ଟୋବର ୨୯ ତାରିଖ ଆସିଲେ, ୨୩ ବର୍ଷର ପୂର୍ବ ମହାବାତ୍ୟା ମନେପଡ଼େ। ୧୯୯୯ର ଏହି ମହାବାତ୍ୟାରେ ରାଜ୍ୟର ୧୪ ଜିଲାରେ ସମୁଦ୍ରକୂଳଠାରୁ ପ୍ରାୟ ୧୫୦ କିଲୋମିଟର ଆଭ୍ୟନ୍ତର ଅଞ୍ଚଳରେ ପ୍ରବଳ ବର୍ଷା...

ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ଦରମା ବାଟମାରଣା

ଡେରାବିଶ ୨୮ା୧୦(ସ୍ବ.ପ୍ର.): ନିଯୁକ୍ତି ଦେଇଥିବା ଆଉଟସୋର୍ସିଂ ଠିକା ସଂସ୍ଥା ଦ୍ୱାରା ହରିଦାସପୁର-ପାରାଦୀପ ରେଳ ଲାଇନରେ କାର୍ଯ୍ୟରତ ଠିକା ଶ୍ରମକଙ୍କ ଦରମା ବାଟମାରଣା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ଡେରାବିଶ ଅଞ୍ଚଳର କେତେଜଣ ଯୁବକ ଏଥିରେ ନିୟୋଜିତ...

ବିଦେଶରେ ଚାକିରି ଦେବାକୁ କହି ଏଜେଣ୍ଟ ଠକି ନେଲେ ଟଙ୍କା

ଆଳି,୨୮ା୧୦(ଡି.ଏନ.ଏ.): ବିଦେଶରେ ଚାକିରି କରାଇ ଦେବାକୁ କହି ୩୦ରୁ ଊର୍ଦ୍ଧ୍ୱ ଯୁବକଙ୍କ ନିକଟରୁ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ଏଜେଣ୍ଟ ଫେରାର ହୋଇଯିବା ପରେ ଯୁବକମାନେ ଆଳି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଠକେଇରେ ଶିକାର ହୋଇଥିବା ପଟ୍ଟାମୁଣ୍ଡାଇ ଥାନା...

ହଜିଗଲାଣି ମୁକ୍ତା ଯୋଜନାର ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୮ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ କରୋନା ସମୟରେ ଲୋକଙ୍କ ସହ ଶ୍ରମିକ ଶ୍ରେଣୀର ଲୋକେ ବେଶୀ ପ୍ରଭାବିତ ହୋଇଥିଲେ। ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକମାନେ ଘରକୁ ବାହୁଡି ଥିଲେ। ଏଠାରେ ମଧ୍ୟ କାମ ନ ମିଳିବାରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri