କେନ୍ଦ୍ରାପଡ଼ା

ଟଙ୍କା ନ ଦେଲେ ମାଟ୍ରିକ ସାର୍ଟିଫିକେଟ ନାହିଁ

ଆଳି,୨୪ା୮(ଡି.ଏନ.ଏ.): ଚଳିତବର୍ଷ ମାଟ୍ରିକ ପାସ କରିଥିବା ଛାତ୍ରୀଛାତ୍ରମାନଙ୍କୁ ସାର୍ଟିଫିକେଟ ଦେବା ନିମନ୍ତେ ଜୋରଜବରଦସ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ୨୦୦ରୁ ୪୦୦ଟଙ୍କା ମାଗୁଛନ୍ତି। ଯେଉଁ ଛାତ୍ରୀଛାତ୍ର ଟଙ୍କା ଦେଉଛନ୍ତି ତାଙ୍କୁ ସାର୍ଟିଫିକେଟ ମିଳୁଛି। ଯିଏ ଟଙ୍କା ଦେଉନି ତାକୁ ସାର୍ଟିଫିକେଟ ଦିଆଯାଉନି। ଏପରିକି...

ବନ୍ୟାରେ ଭାସିଗଲା ମତ୍ସ୍ୟଚାଷୀଙ୍କ ଜୀବିକା

କେନ୍ଦ୍ରାପଡ଼ା ଅଫିସ, ୨୪ା୮: ଚଳିତ ବନ୍ୟା କେନ୍ଦ୍ରାପଡ଼ା ଜିଲାର ଜୀବନ ଜୀବିକାକୁ ବିପର୍ଯ୍ୟସ୍ତ କରିଦେଇଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟାଜଳ ପ୍ରବାହିତ ହୋଇଥିଲା। ଏଥିରେ ଜିଲାର ୭ ବ୍ଲକ ଅଞ୍ଚଳର...

ପୋଖରୀ ପୋତାହେବାରୁ ପାଣିଘେରରେ ୧୦୦ ପରିବାର

ପଟ୍ଟାମୁଣ୍ଡାଇ,୨୩ା୮ (ସ୍ବ. ପ୍ର.):ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ଥିବା ପାରମ୍ପରିକ ଜଳାଶୟ ଅସ୍ତିତ୍ୱ ହରାଇବାକୁ ବସିଛି। ବ୍ଲକର ଶାସନ ପଞ୍ଚାୟତ ପୋଖରୀସାହିରେ ପୋଖରୀ ପୋତାହେବାରୁ ଶହେ ପରିବାର ପାଣିଘେରରେ ରହିଛନ୍ତି। ଏ ନେଇ ପଞ୍ଚାୟତବାସୀ ତହସିଲଦାରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା...

ମରାମତିର ୬ ମାସରେ ଘେରିବନ୍ଧରେ ଗର୍ତ୍ତ

ପଟ୍ଟାମୁଣ୍ଡାଇ,୨୩ା୮(ସ୍ବ.ପ୍ର.):କେନ୍ଦ୍ରାପଡ଼ା ଜିଲାର ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହେଉଛନ୍ତି। କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ ଅଧୀନରେ ଥିବା ଇନ୍ଦୁପୁର-ପଟ୍ଟାମୁଣ୍ଡାଇ ବ୍ରାହ୍ମଣୀ ଘେରି ବନ୍ଧ ମରାମତି ପାଇଁ ବିଭାଗ ପକ୍ଷରୁ ଗତ ମାର୍ଚ୍ଚରେ ୪୮ ଲକ୍ଷ ୯୪ ହଜାର ବ୍ୟୟରେ ଖାଲଖମା ମରାମତି...

ଗୋବରୀ ଫୁଲିଲେ ନାଗପୁରା ପାଟ ବଢୁଛି

କେନ୍ଦ୍ରାପଡ଼ା ଅଫିସ, ୨୩ା୮:କେନ୍ଦ୍ରାପଡ଼ା ଜିଲାରେ ବର୍ଷା ହେଲେ ଗୋବରୀ ନଦୀ ଫୁଲେ। ଏହାର ବନ୍ୟାଜଳ ନାଗପୁରା ପାଟ ଉଜାଡ଼େ। ଏହାକୁ ଦୃଷ୍ଟିରେ ରଖି ପାଟନାଳି ପାଇଁ ବାରମ୍ବାର ଆନ୍ଦୋଳନ ହେଉଛି। ତେବେ ପାଟନାଳି ପାଇଁ ଟଙ୍କା ମଞ୍ଜୁର ସତ୍ତ୍ୱେ ଏହି...

ଆମ ସ୍କୁଲ ଆମକୁ ଫେରେଇଦିଅ

ମହାକାଳପଡ଼ା,୨୩ା୮(ଡି.ଏନ.ଏ.):କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତ ସର୍ବପୁରାତନ ଗୟାଶପୁର ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରମାନଙ୍କ ଉପସ୍ଥାନ ସଂଖ୍ୟା ୪୦ରୁ କମ। ଏଥିପାଇଁ ଶିକ୍ଷା ବିଭାଗ ଉକ୍ତ ବିଦ୍ୟାଳୟକୁ ୨୦୨୦ରୁ ବନ୍ଦ କରିଥିଲେ ବୋଲି ବ୍ଲକ ଶିକ୍ଷା ଅଧିକାରୀ...

ବନ୍ୟାରେ ଜିଲା କୃଷି ଅର୍ଥନୀତି ବିପନ୍ନ

କେନ୍ଦ୍ରାପଡ଼ା ଅଫିସ,୨୨ା୮: ମହାନଦୀରେ ବନ୍ୟା ପାଣି କେନ୍ଦ୍ରାପଡ଼ା ଜିଲାର କୃଷି ଅର୍ଥନୀତିକୁ ବିପନ୍ନ କରି ଦେଇଛି। ଜିଲାର ୭ ବ୍ଲକର ୪୧ ପଞ୍ଚାୟତରେ ବନ୍ୟାଜଳ ଜମି ରହି ଖରିଫ ଚାଷ, ପନିପରିବା ଫସଲକୁ ଉଜାଡି ଦେଇଛି। ଏବେ ସୁଦ୍ଧା ବନ୍ୟା...

ଘରୋଇ ଡଙ୍ଗାରେ ପୁଣି ଯାତ୍ରୀ ପରିବହନ

ମହାକାଳପଡ଼ା, ୨୨ା୮ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ବାହାକୁଦ ଘାଟରୁ ପାରାଦୀପ ମୂଷାଡିଆ ଫେରି ଘାଟରେ ଗତ ୧୬ ତାରିଖରୁ ରାମନଗର ପଞ୍ଚାୟତ ପକ୍ଷରୁ ମହାନଦୀରେ ବନ୍ୟା ଯୋଗୁ ଡଙ୍ଗା ଚଳାଚଳକୁ ବନ୍ଦ କରାଯାଇଥିଲା। ପୁଣି ନିର୍ଦ୍ଦେଶ...

ବଢୁଛି ବ୍ରାହ୍ମଣୀ, ଖରସ୍ରୋତା

ରସୁଲପୁର/ଧର୍ମଶାଳା, ୨୨ା୮(ଡି.ଏନ.ଏ.): poରସୁଲପୁର ବ୍ଲକର ଉତ୍ତର ସୀମାରେ ଖରସ୍ରୋତା ଓ ଦକ୍ଷିଣ ସୀମାରେ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ରେଙ୍ଗାଳି ଡ୍ୟାମର ଉପର ମୁଣ୍ଡରେ ଅଧିକ ବର୍ଷା ହୋଇଛି। ରବିବାର ସନ୍ଧ୍ୟା ୬ଟା ସୁଦ୍ଧା ଏହି ଡ୍ୟାମରୁ...

‘ଆମକୁ ଆମ ସ୍କୁଲ ଫେରାଇ ଦିଅ’

ମହାକାଳପଡ଼ା,୨୨ା୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ରାଜଗଡ଼ ପଞ୍ଚାୟତର ଗୟସପୁର ଗ୍ରାମ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ଦ କରାଯାଇଥିଲା। ଫଳରେ ଗାଁ ପିଲାମାନେ ପାଠ ପଢ଼ିବା ପାଇଁ...

କେନ୍ଦ୍ରାପଡ଼ାକୁ ଯାତ୍ରୀବାହୀ ଟ୍ରେନ୍‌ ଚଳାଇବା ଲାଗି ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟପାଳ

କେନ୍ଦ୍ରାପଡ଼ା ଅଫିସ,୨୨ା୮: କେନ୍ଦ୍ରାପଡ଼ା ଜିଲାକୁ ଯାତ୍ରୀବାହୀ ରେଳ ଚଳାଚଳ ଦାବିରେ କେନ୍ଦ୍ରାପଡ଼ା ଜିଲା ବିକାଶ ପରିଷଦ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିର ଯଥାର୍ଥତା ଥିବା ଦର୍ଶାଇ ରାଜ୍ୟପାଳ ଗତ ୨୦...

ମହାକାଳପଡ଼ା ଡଙ୍ଗା ଭାସିଯିବା ଘଟଣା: ଉଦ୍ଧାରକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ମହାକାଳପଡ଼ା,୨୧ା୮(ବ୍ୟୁରୋ/ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ବାହାକୁଦ ଘାଟରେ ଭାସିଯାଇଥିବା ଯାତ୍ରୀବାହୀ ଡଙ୍ଗାରୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଧାରକାରୀଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଅଗ୍ନିଶମ ବାହିନୀ, ବିଡିଓ, ତହସିଲଦାର,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri