କେନ୍ଦ୍ରାପଡ଼ା

ଜଳ ନିଷ୍କାସନ ପଥରୁ ଅବରୋଧ ହଟିଲା

ମାର୍ଶାଘାଇ,୧୩।୮ (ଡି.ଏନ.ଏ): ମାର୍ଶାଘାଇ ବ୍ଲକ ବେରୁହଁା ଦଳିତସାହିର ଲୋକ ସପ୍ତାହେ ଧରି ଜଳବନ୍ଦୀ ଅବସ୍ଥାରେ ଥିଲେ। ଶୁକ୍ରବାର ଏହି ସମସ୍ୟା ଦୂର ହୋଇଛି। ପାଣି ଜମି ରହିବାରୁ ସପ୍ତାହେ ହେଲା ପିଲାମାନେ ବିଦ୍ୟାଳୟ ଓ ପିଇବା ପାଣି ପାଇଁ ନଳକୂପକୁ...

ନଅଙ୍କ ଦୁର୍ଭିକ୍ଷରେ ଭୋକ ମେଣ୍ଟାଉଥିଲା ସାରୁ ଫୁଲ

ମହାକାଳପଡ଼ା, ୧୩।୮(ଡି.ଏନ.ଏ.): ପୂର୍ବ ଭାରତରେ ଅନାବୃଷ୍ଟି ଯୋଗୁ ୧୮୬୬-୬୭ ମସିହାରେ ଭୟାବହ ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଦୁର୍ଭିକ୍ଷ ଯୋଗୁ ଫସଲ ଉତ୍ପାଦନ ନ ଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ...

ନିଶା କବଳରେ ଯୁବବର୍ଗ

କେନ୍ଦ୍ରାପଡ଼ା ଅଫିସ, ୧୩।୮: କେନ୍ଦ୍ରାପଡା ଟାଉନ ପୋଲିସ ଗତ ସୋମବାର ସହରର ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପ୍ରାୟ ୧୦ଲକ୍ଷ ଟଙ୍କାର ବ୍ରାଉନସୁଗାରକୁ ପୋଲିସ ଜବତ କରିଛି। ଏହା ପୂର୍ବରୁ ସହର ଥାନା ସମେତ ଜିଲାର...

ବଣରେ ପରିଣତ ୯ ଲକ୍ଷର ନୀଳକଣ୍ଠେଶ୍ୱର ଗ୍ରାମୀଣ ପାର୍କ

କେନ୍ଦ୍ରାପଡ଼ା ଅଫିସ, ୧୨ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡମୋହନପୁର ପଞ୍ଚାୟତ ଦେଉଳି ଗ୍ରାମ ଓ ମହାକାଳପଡ଼ା ବ୍ଲକ ବଳିପାଳ ପଞ୍ଚାୟତ କଳପଡା ଗ୍ରାମ ମଝିରେ ନୀଳକଣ୍ଠେଶ୍ୱର (ବିଲ ମହାଦେବ) ମନ୍ଦିର। ମନ୍ଦିର ପାଖକୁ ଲାଗି ୨୦୨୦ ମସିହାରେ ଗ୍ରାମୀଣ...

ବିଲୁପ୍ତି ପଥେ ବାଇଚଢ଼େଇ: ଚିନ୍ତାରେ ପରିବେଶପ୍ରେମୀ

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ସମୟ ଥିଲା କାନରେ ବାଜୁଥିଲା ବାଇଚଢ଼େଇର କିଚିରି ମିଚିରି ଶବ୍ଦ। ବାଇଚଢ଼େଇକୁ ନେଇ ରହିଛି ଅନେକ କାହାଣୀ, ଗପ, ଗୀତ। ମା’ର ବାଇଚଢ଼େଇ ଗୀତ ଶିଶୁ ଆଖିରେ ଭରି ଦେଉଥିଲା ନିଦ। ମୌସୁମୀ ବର୍ଷା ଆଗମନ ପୂର୍ବରୁ ସୂଚନା...

ବତିଘରେ ଇଂରେଜଙ୍କ କମାଣ ମୂକସାକ୍ଷୀ ପାଲଟିଛି

ମହାକାଳପଡ଼ା,୧୨ା୮(ଡି.ଏନ୍‌.ଏ.): ପୂର୍ବ ଉପକୂଳ ବଙ୍ଗୋସାଗର ସଂଲଗ୍ନ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବତିଘର ରହିଛି। ବିଗତଦିନରେ କୁଜଙ୍ଗ ରାଜାଙ୍କ ଶାସନ ଅଧୀନରେ ଏହା ଥିଲା ନିର୍ଜନ ଦ୍ୱୀପ। ଏହି ନିର୍ଜନ ଦ୍ୱୀପ ବ୍ରିଟିଶ ଶାସକ ଗୋରା ସାହେବମାନେ ଚତୁଃପାର୍ଶ୍ୱସ୍ଥ ଜଳ ରାଶି...

ରୁଆ ହୋଇଥିବା ଧାନତଳି ପଚିଯିବା ଆଶଙ୍କା

ପଟ୍ଟାମୁଣ୍ଡାଇ,୧୨ା୮(ସ୍ବ.ପ୍ର.): ଚାଷ ପାଇଁ ଚଳିତ ବର୍ଷ ପାଗଯୋଗ ଠିକ୍‌ ନାହିଁ। ବିଳମ୍ବିତ ମୌସୁମୀ ସାଙ୍ଗକୁ ଧାନତଳି ପକା ଯାଇଥିଲା। ତା’ ମଧ୍ୟରୁ ଅନେକ ବିହନ ଗଜା ହେଲାନାହିଁ ତ ପୁଣି ଯେତିକି ତଳି ଉତୁରି ଥିଲା ତା’ ମଧ୍ୟରୁ ନୂଆ...

ସିଏଜି ରିପୋର୍ଟରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୨ା୮: ସମୁଦ୍ର ଓ ଭୂଭାଗକୁ ଛୁଇଁଥିବା ଉପକୂଳ ଅଞ୍ଚଳର ସୁରକ୍ଷା ଆବଶ୍ୟକ। ଏହି ଅଞ୍ଚଳରେ ବନ୍ୟା, ସାମୁଦ୍ରିକ ଝଡ଼ ସହ ସୁନାମି ଭୟ ରହିଛି। କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଓ ଭୂବିଜ୍ଞାନ ମନ୍ତ୍ରଣାଳୟ ଅଧୀନରେ ଏହାର ସୁରକ୍ଷା ପାଇଁ...

ଅପରାଧୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୮: କେନ୍ଦ୍ରାପଡ଼ା ଜିଲାରେ ୪୮ କିଲୋମିଟର ସମୁଦ୍ର ତଟ । ସମୁଦ୍ର ତଟରେ ୬୮୨ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ ଭିତରକନିକା । ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାର ଜମ୍ବୁ, ତାଳଚୁଆ,...

ଭିତରକନିକାରେ ୟୁଏନ୍‌ଡିପି, ଏକ୍ରିକ୍‌ ପ୍ରତିନିଧି ଦଳ

ରାଜନଗର, ୧୦।୮(ଡି.ଏନ.ଏ.):  ଓଡ଼ିଶାରେ ୨୫୮.୫୯ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ କେବଳ ଭିତରକନିକାରେ ୮୧ ପ୍ରତିଶତ ରହିଛି। ବ୍ରାହ୍ମଣୀ, ବୈତରଣୀ ଅବବାହିକାରେ ବିସ୍ତୁତ ହୋଇଥିବା ଭାରତର ଦ୍ୱିତୀୟ ବୃହତମ ଲୁଣା ଜଙ୍ଗଲ ଭିତରକନିକା। ଭିତରକନିକାର ଲୁଣା ଜଙ୍ଗଲ...

ରୋଜଗାରର ବାଟ ଦେଖାଇଛି କାଇଁଚ ରାଖୀ

କେନ୍ଦ୍ରାପଡ଼ା ଅଫିସ, ୧୦।୮: ଆସନ୍ତା ୧୧ ତାରିଖରେ ରାଖୀ ପୂର୍ଣ୍ଣିମା। ଭାଇ ଓ ଭଉଣୀଙ୍କ ପାଇଁ ଏହି ଦିନଟି ସ୍ବତନ୍ତ୍ର। ଭାଇ ହାତରେ ଭଉଣୀ ରାଖୀ ପିନ୍ଧାଇ ନିଜର ସୁରକ୍ଷା ଦାବିକରେ। ଏହାକୁ ଦୃଷ୍ଟିରେ ରଖି ଓର୍‌ମାସ ପକ୍ଷରୁ କେନ୍ଦ୍ରାପଡ଼ା...

ଦାମୋଦରପାଟଣା-ବିଦ୍ରୁପା ରାସ୍ତା ପାଲଟିଛି ମରଣଯନ୍ତା

ପଟ୍ଟାମୁଣ୍ଡାଇ, ୧୦।୮(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଓ ଯାଜପୁର ଜିଲା ମଧ୍ୟ ଦେଇ ଯାଇଥିବା ଦାମୋଦରପାଟଣା-ବିଦ୍ରୁପା ସଂଯୋଗୀକରଣ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ମାନ୍ୟତା ପାଇଛି। ମାତ୍ର ଆବଶ୍ୟକ ମରାମତି ଅଭାବରୁ ଏହି ରାସ୍ତା ମରଣଯନ୍ତାରେ ପାଲଟିଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଏହି ନଦୀବନ୍ଧ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri