ଗାଁ ଦାଣ୍ଡରେ ଆଉ ଶୁଭୁନାହିଁ କେନ୍ଦରାର ସ୍ବର
ଡେରାବିଶ,୧୨ା୫(ବେବର୍ତ୍ତା ଅଜୟ ଦାସ):ଦିନେ ଗାଁ ଦାଣ୍ଡରେ ମୁଖରିତ ହେଉଥିଲେ କେନ୍ଦରାର ସ୍ବର। ରାତି ପାହିଲେ ପୁରାଣ ବଣ୍ଣର୍ର୍ିତ ଗୀତକୁ ବୋଲି ହାତରେ କେନ୍ଦରା ଓ କାନ୍ଧରେ ଲାଉଥାଳ ଧରି ଯୋଗୀଟିଏ ସୁନ୍ଦର ସ୍ବରରେ ଗୀତ ବୋଲି ଗଁା ଦାଣ୍ଡକୁ ମୁଖରିତ...
ପାଣିରେ ପଡ଼ିଲା ୧୪ ଲକ୍ଷ ଟଙ୍କା: ଗ୍ରାମବାସୀଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଠିକାଦାର
ମହାକାଳପଡ଼ା,୧୨ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ):ଅନୁସୂଚିତ ଜନଜାତି ଗାଁର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଦେଶ ସ୍ବାଧୀନ ହେବାର ୭୭ ବର୍ଷ ପରେ ବି ଆଦିବାସୀ ଅଧ୍ୟୁଷିତ ଜଙ୍ଗଲ ଘେରୀ ଶବରପଡ଼ା...
ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଡ୍ରୋନ୍
ମହାକାଳପଡ଼ା,୧୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭାରତ- ପାକ୍ ଉତ୍ତେଜନା ପରିପ୍ରେକ୍ଷୀରେ ଦେଶ ସାରା ସମ୍ବେଦନଶୀଳ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି। ହେଲେ ଶୁକ୍ରବାର ଅପରାହ୍ନରେ ବଙ୍ଗୋପସାଗର କୂଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସୁନିତି ଗୋଚ୍ଛାୟତପଡ଼ାର ମତ୍ସ୍ୟଜୀବୀ ଶ୍ରୀମନ୍ତ...
ପୋଲିସର ଚଢ଼ାଉ: ୩ ବନ୍ଧୁକ, ୭୦ ଗୁଳି ଜବତ
କେନ୍ଦ୍ରାପଡ଼ା,୯ା୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ଥାନା ଅନ୍ତର୍ଗତ ଇନ୍ଦାଳୋଠାରେ ଗତ ୪ ତାରିଖରେ ଗୁଳିକାଣ୍ଡ ହୋଇଥିଲା। ଏହି ଗୁଳିକାଣ୍ଡରେ ଅପରାଧୀଙ୍କୁ ଧରିବାକୁ ଜିଲା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି। ଏହିି କ୍ରମରେ ଗୁରୁବାର ବିଳମ୍ବିତ ରାତିରେ ଟାଉନ ଥାନା...
ନଦୀବନ୍ଧରେ ଯୁବକଙ୍କୁ ହତ୍ୟା
ପାଟକୁରା,୮ା୫(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡାରୀ ପଞ୍ଚାୟତ ହରିଦାସପୁର ନଦୀବନ୍ଧରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ହରିଦାସପୁର ଗ୍ରାମର ଜ୍ୟୋତିପ୍ରକାଶ ପରିଡ଼ା(୧୮)। ଜ୍ୟୋତିପ୍ରକାଶ ହରିଦାସପୁର ଚିତ୍ରୋତ୍ପଳା ମହୋତ୍ସବରୁ ବିଳମ୍ବିତ...
ଅପରେଶନ ସିନ୍ଦୂରରେ କେନ୍ଦ୍ରାପଡ଼ା ମାଟିର ପୁଅ ଶଶିକାନ୍ତ, ବୀର ଯବାନଙ୍କୁ ଅଞ୍ଚଳବାସୀଙ୍କ ସାଲ୍ୟୁଟ୍
ରାଜନଗର,୭ା୫(ଭାସ୍କର ରାଉତରାୟ): ପାକିସ୍ତାନ ଉପରେ ବଦଲା ନେଇଛି ଭାରତ। ମଙ୍ଗଳବାର ରାତିରେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ଭାରତ। ଆଉ ଏହି କାର୍ଯ୍ୟରେ ସାମିଲ ଅଛନ୍ତି ଓଡ଼ିଶା ମାଟିର ପୁଅ ତଥା କେନ୍ଦ୍ରାପଡ଼ା ଜିଲା ରାଜନଗର...
କେନ୍ଦ୍ରାପଡ଼ାରେ ଫୁଟିଲା ଗୁଳି
ଡେରାବିଶ,୪ା୫(ବେବର୍ତ୍ତା ଅଜୟ ଦାଶ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ବାଲିସାହିଠାରେ ଗୁଳିମାଡ଼ ହୋଇଛି। ରବିବାର ଅପରାହ୍ନରେ ୪ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଗୁଳିକାଣ୍ଡରେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତର...
ମା’ଦରିଆ ରାମଚଣ୍ଡୀଙ୍କ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି
କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଝାମୁଯାତ୍ରାରେ ବିଗତ ବର୍ଷ ଅପେକ୍ଷା ଆୟ ବଢ଼ିଛି। ହୁଣ୍ଡି ଦାନବାକ୍ସ ମହାକାଳପଡ଼ା, ୩୦।୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀଙ୍କ ଝାମୁଯାତ୍ରା...
ଜିପ୍ସମ୍ ଗୁଣ୍ଡ ଧୂଳିରେ ପଥଚାରୀ ଅଣନିଃଶ୍ୱାସୀ
ମହାକାଳପଡ଼ା, ୨୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ ବ୍ରିଟିଶ କେନାଲ ୨୪ କି.ମି. ରାସ୍ତା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୦୪ କୋଟି ଟଙ୍କା ବ୍ୟୟରେ ନବୀକରଣ ହେଉଛି। ନିର୍ମାଣ କାର୍ଯ୍ୟରେ ଜିପ୍ସମ୍ ଗୁଣ୍ଡ ବ୍ୟବହାର...
୧୦ ହଜାର ନଳକୂପରୁ ବାହାରୁଛି ଲୁଣିପାଣି
କେନ୍ଦ୍ରାପଡ଼ା,୨୮ା୪(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ପ୍ରବାହିତ ହେଉଥିବା ସତ୍ତ୍ୱେ ଏଠାରେ ପାନୀୟ ଜଳ ସଙ୍କଟ ଏକ ମୁଖ୍ୟ ସମସ୍ୟା ହୋଇରହିଛି। କାରଣ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ବ୍ୟାରେଜ, ଶିଳ୍ପ, କ୍ଷେତ ୭ ନଦୀରୁ...
ବିବାହର ୩ ମାସ ପରେ ନବବଧୂଙ୍କ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ
ପଟ୍ଟାମୁଣ୍ଡାଇ, ୨୮ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ମାଟିଆ ଗ୍ରାମରେ ଅଧିକ ଯୌତୁକ ପାଇଁ ଶନିବାର ଜନୈକା ବଧୂଙ୍କୁ ହତ୍ୟା କରାଯାଇଥିବା ନେଇ ବାପା ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ପଟ୍ଟାମୁଣ୍ଡାଇ...
ପରିବେଶ ପାଇଁ ଅନୁକୂଳ ହେନ୍ତାଳ ଜଙ୍ଗଲ ସୃଷ୍ଟି
ମହାକାଳପଡ଼ା,୨୮ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଶ୍ୱରେ ଜଳବାୟୁ ପରିବର୍ତ୍ତନରେ ପରିବେଶ ବିଜ୍ଞାନୀମାନଙ୍କ ଚିନ୍ତା ବଢ଼ାଇଛି। ପୂର୍ବ ଅପେକ୍ଷା ପରିବେଶ ବିଗିଡ଼ିବାରେ ଲାଗିଛି। ଗ୍ରୀନ୍ଲ୍ୟାଣ୍ଡରୁ ବରଫ ତରଳି ସମୁଦ୍ର ଜଳ ପତ୍ତନ ବୃଦ୍ଧି, ମୃତ୍ତିକା ଓ ଜଙ୍ଗଲ ଅବକ୍ଷୟ, ବୃହତ୍ ଜଙ୍ଗଲ ସହିତ...
Archives


