କେନ୍ଦ୍ରାପଡ଼ା

ଠାକୁରଙ୍କ ପୂଜା ବେଳେ ଟଳି ପଡ଼ିଲେ ପୂଜକ

ଆଳି,୨୨।୫: ଏମିତି ବି ମୃତ୍ୟୁ ଆସେ । ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି କରୁଥିବା ବେଳେ ଟଳି ପଡିଲେ ପୂଜକ। ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଛି। ଆଳି ବ୍ଲକ ସିଙ୍ଗିରି ପଞ୍ଚାୟତ ମାସାହାଣି ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଛି ।...

ବେପାରୀଙ୍କ କବ୍‌ଜାରେ ବୋଟ୍‌ ଆମ୍ବୁଲାନ୍ସ ଘାଟ

ମହାକାଳପଡ଼ା,୧୪।୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଉପକୂଳବର୍ତ୍ତୀ ମହାକାଳପଡ଼ା ବ୍ଲକର ବତିଘର ପଞ୍ଚାୟତ ନଦୀ ନାଳ ଘେରା ହୋଇ ରହିଛି। ସ୍ଥଳପଥରେ ଏହି ପଞ୍ଚାୟତଙ୍କୁ ସଂଯୋଗ ନ ଥିବାରୁ ବିଚ୍ଛିନ୍ନାଞ୍ଚଳ ଲୋକଙ୍କ ପାଇଁ ସ୍ବାସ୍ଥ୍ୟସେବା ପହଞ୍ଚତ୍ବା ନିମନ୍ତେ ରାଜ୍ୟ ସରକାର ସ୍ବତନ୍ତ୍ର ବୋଟ୍‌...

ସାପ ନେଲା ଭଉଣୀ ଭାଇଙ୍କ ଜୀବନ

ଆଳି,୮ା୫: କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅଧୀନ ଗୋବିନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ସାପ କାମୁଡ଼ାରେ ଭଉଣୀ, ଭାଇଙ୍କ ଜୀବନ ଯାଇଛି l ଏହି ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି...

କରୋନା ଛଡ଼ାଇ ନେଉଛି କର୍ମନିଯୁକ୍ତି

କେନ୍ଦ୍ରାପଡ଼ା ଅଫିସ,ର,୭।୫: କେନ୍ଦ୍ରାପଡ଼ା ଜିଲାକୁ କରୋନା ସଂକ୍ରମଣ ବେକାବୁ କରୁଛି। ପ୍ରତିଦିନ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ପ୍ରବାସୀ ଘରକୁ ଫେରୁଛନ୍ତି। ରୋଜଗାର ନ ଥିବାରୁ ଜିଲାବାସୀଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେଉଛି। ପ୍ରାୟ ୧୬ ଲକ୍ଷରୁ ଅଧିକ...

ଦାଉ ସାଧୁଛି ପାରାଦୀପ ଶିଳ୍ପାଞ୍ଚଳର ନିର୍ଗତ ବିଷାକ୍ତ ଗ୍ୟାସ୍‌: ମହାକାଳପଡ଼ା ଲୋକେ ଅଣନିଃଶ୍ୱାସୀ

ମହାକାଳପଡ଼ା,୭।୫(ଡି.ଏନ୍‌.ଏ.): ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଅମ୍ଳଯାନ ସ୍ତର ହ୍ରାସ ପାଇବା ଦ୍ୱାରା ଜୀବଜଗତ ଉପରେ ପ୍ରଭାବ ପକାଉଛି। କେନ୍ଦ୍ରାପଡ଼ା ଜିଲା ଅଧୀନ ଉପକୂଳ ଅଞ୍ଚଳର ମହାକାଳପଡ଼ା ଆକାଶର ବାୟୁରେ ମିଶୁଛି କାରଖାନାର ନିର୍ଗତ ବିଷାକ୍ତ ଗ୍ୟାସ ଓ...

ଗୃହ ସଙ୍ଗରୋଧ ପାଇଁ ଭିତ୍ତିଭୂମି ନାହିଁ

କେନ୍ଦ୍ରାପଡ଼ା ଅଫିସ,୩।୫: କରୋନା ସଂକ୍ରମିତଙ୍କ ସଂଖ୍ୟା କେନ୍ଦ୍ରାପଡ଼ା ଜିଲାରେ ୧୦ ହଜାର ଟପିଛି। ଶନିବାର ଚିହ୍ନଟ ୭୦ଜଣଙ୍କ ସହ ଏମାନଙ୍କ ସଂଖ୍ୟା ୧୦,୧୦୬ରେ ପହଞ୍ଚତ୍ଛି। ଏଥିମଧ୍ୟରୁ ୯,୫୨୩ ସୁସ୍ଥ ଥିବା ବେଳେ ଜିଲାର ୫୫୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ତେବେ...

ଶୁଖିଲା ପଡ଼ିଛି କେନାଲ, ପାଣି ଛାଡ଼ିବାକୁ ଦାବି

ପଟ୍ଟାମୁଣ୍ଡାଇ,୩।୫(ସ୍ବ.ପ୍ର.): କଟକ ଜିଲା ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଚାଷୀମାନେ ଦାବି କରିଛନ୍ତି। ମୁଖ୍ୟ କେନାଲରେ ପାଣି ନ ଆସିବାରୁ ଶୁଖିଲା ପଡିଛି। ପାଣି ଅଭାବରୁ ମୁଖ୍ୟ କେନାଲରୁ ବାହାରିଥିବା ଶାଖାଗୁଡିକ...

ଆଜିଠୁ ୩ ମାସ ପାଇଁ ଭିତରକନିକା ବନ୍ଦ

ରାଜନଗର, ୧।୫(ଡି.ଏନ.ଏ.): ମେ’ ୧ଠାରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ପାଇଁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି...

କେନ୍ଦ୍ରାପଡ଼ା ଜିଲାରେ ଟିକା ଅପେକ୍ଷାରେ ୧୧ ଲକ୍ଷ ଲୋକ

କେନ୍ଦ୍ରାପଡ଼ା ଅଫିସ,୩୦୪:ରାଜ୍ୟର ୧୧ ଜିଲା ପରି କେନ୍ଦ୍ରାପଡ଼ା ଜିଲାରେ କୋଭିଡ୍‌-୧୯ ଟିକାକରଣ ଗୁରୁବାର ବନ୍ଦ ରହିଛି। ଟିକା ନ ଥିବାରୁ ଟିକାକରଣ ହୋଇ ପାରିନାହିଁ। ତଥ୍ୟ ଅନୁଯାୟୀ, ଜିଲାର ପ୍ରାୟ ୧୧ ଲକ୍ଷ ଲୋକ ଟିକାକରଣ ଅପେକ୍ଷାରେ ଅଛନ୍ତି। ଅପରପକ୍ଷରେ...

୧୧୪୭ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

କେନ୍ଦ୍ରାପଡା ଅଫିସ,୨୬।୪: ସମନ୍ବିତ ଶିଶୁ ବିକାଶ ବିଭାଗ ଅଧୀନରେ ୧୯୭୫ରୁ ଅଙ୍ଗନୱାଡି କେନ୍ଦ୍ର ଯୋଜନା ଦେଶରେ ଆରମ୍ଭ ହୋଇଥିଲା। ଯୋଜନା ପ୍ରଣୟନକୁ ଇତିମଧ୍ୟରେ ୪୫ ବର୍ଷ ବିତିଥିଲେ ମଧ୍ୟ କେନ୍ଦ୍ରାପଡ଼ା ଜିଲାରେ ଏହାର ଭିତ୍ତିଭୂମି ଚିନ୍ତାଜନକ ସ୍ଥିତିରେ ଅଛି। ମହାକାଳପଡ଼ା...

ଜୀବନ ଜୀବିକା ଦୋଛକିରେ ଜିଲାବାସୀ

କେନ୍ଦ୍ରାପଡ଼ା ଅଫିସ, ୨୪।୪: ଶନିବାର ଓ ରବିବାର ଦୁଇଦିନ ଧରି କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହରାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବାକୁ ସପ୍ତାହାନ୍ତ କଟକଣା ଶୁକ୍ରବାର ରାତ୍ରି କର୍ଫୁରୁ ଏକ ପ୍ରକାର ଆରମ୍ଭ ହୋଇଛି। ସହର ମଧ୍ୟରେ ଦୋକାନ ବଜାର ବନ୍ଦ...

କରୋନା ଭୟ: ସମୁଦ୍ର ଜଳପଥ ଭରସା

ମହାକାଳପଡ଼ା,୨୪।୪ (ଡି.ଏନ.ଏ.): ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି। ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ କରୋନା ପଜିଟିଭ ସଂକ୍ରମଣ ସମସ୍ତଙ୍କ ଚିନ୍ତା ବଢାଇଛି। ଏବେ ଓଡ଼ିଶାରେ ମଧ୍ୟ ସଂକ୍ରମଣର ମାତ୍ରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri