କେନ୍ଦ୍ରାପଡ଼ା

ବ୍ରାହ୍ମଣୀ ନଦୀ ପଠାରୁ ଚାଲିଛି ମାଟି, ବାଲି ଉଠାଣ

ପଟ୍ଟାମୁଣ୍ଡାଇ,୨୮।୨(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରୁ ପରିବେଶ କ୍ଲିୟରାନ୍ସ ପ୍ରମାଣ ପତ୍ର ନ ଥାଇ ବାଲି ଓ ମାଟି ଉଠାଣ ଚାଲିଛି। ପ୍ରତିଦିନ ଶତାଧିକ ଟ୍ରକରେ ବାଲି ଓ ମାଟି ଉଠାଯାଇ ବିଭିନ୍ନ...

ଅଲିଭ୍‌ ରିଡ୍‌ଲେ କଇଁଛ ମୃତ୍ୟୁ ଘଟଣା: ୩ଜଣିଆ କମିଟି ଗଠନ କଲେ ହାଇକୋର୍ଟ

କଟକ ଅଫିସ୍‌,୨୮।୨: କେନ୍ଦ୍ରାପଡ଼ା ଜିଲା ଗହୀରମଥା ମୁହାଣରେ ୮୦୦ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ଘଟଣାରେ ନିଜ ଆଡ଼ୁ ଜନସ୍ବାର୍ଥ ମାମଲା ରୁଜୁ କରିଥିବା ହାଇକୋର୍ଟ ଏବେ ଏକ ୩ଜଣିଆ କମିଟି ଗଠନ କରିଛନ୍ତି। ଶୁକ୍ରବାର ମାମଲାର ଶୁଣାଣି କରି...

ବତିଘର ଅଞ୍ଚଳ ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡ଼ିଘେରି

ମହାକାଳପଡା,୨୬।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବତିଘର ଫରେଷ୍ଟ ସେକ୍‌ଶନ ଅଧୀନ ଯୋଗୀଧନକୁଦ ଓ ହଷିଣାକନ୍ଧା ଜଙ୍ଗଲ ଜମି ଅଞ୍ଚଳରେ କିଛିମାସ ପୂର୍ବରୁ ବନ ବିଭାଗ, ରାଜସ୍ବ ଓ ପୋଲିସ ପକ୍ଷରୁ ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଥିଲା। ପରେ ଏହି ଜଙ୍ଗଲ ଜମିରେ...

ଚାଷକରି ଫସିଗଲେ ଆଳୁଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି...

ଘରେ ଲାଗିଲା ନିଆଁ, ଜଳିଗଲା ସବୁକିଛି

ମହାକାଳପଡ଼ା,୨୩।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛଲା ଗାଁରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗାଁର ଚନ୍ଦନ ଦାସଙ୍କ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଛି। ଘରର ସମସ୍ତ ଆସବାବପତ୍ର ଜଳି ଯାଇଛି। ତେବେ ନିଆଁ ଲାଗିବାର କାରଣ...

ବିବାହ ଭୋଜି ଖାଇ ୫୪ ଅସୁସ୍ଥ, ୩ ଗୁରୁତର

ପଟ୍ଟାମୁଣ୍ଡାଇ,୨୨।୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ନିମପୁର ଗାଁର ଏକ ବରଯାତ୍ରୀ ଦଳ ଶନିବାର ରାତିରେ ରାଜନଗର କେରାଡାଗଡ ଗାଁକୁ ଯାଇଥିଲେ। ସେଠାରେ ଭୋଜିଖାଇ ରାତିରେ ଘରକୁ ଫେରିଥିଲେ। ହେଲେ ରବିବାର ସକାଳୁ ଖାଦ୍ୟ ବିଷକ୍ରିୟା ଯୋଗୁ ଅଧିକାଂଶ ବରଯାତ୍ରୀ...

ଜୈବବିବିଧତା ସନ୍ତୁଳନରେ ଲାଲ କଙ୍କଡ଼ା

ମହାକାଳପଡ଼ା,୨୨।୨(ଡି.ଏନ୍‌.ଏ.): ସାମୁଦ୍ରିକ ବିରଳ ଜୀବ ମଧ୍ୟରେ ଲାଲ କଙ୍କଡା ଜୈବବିବିଧତା ଓ ପ୍ରାକୃତିକ ପରିବେଶ ସନ୍ତୁଳନ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ସମୁଦ୍ରରୁ ଭାସି ଆସୁଥିବା ବର୍ଜ୍ୟବସ୍ତୁ ଓ ଛୋଟ ଛୋଟ ସରୀସୃପ, ପଚା କଇଁଛ, ମାଛକୁ ଖାଇବା...

ସବ୍‌ଡିଭିଜନ ଦାବିରୁ ନଜର ହଟାଇବାକୁ ତୋରଣ

ପଟ୍ଟାମୁଣ୍ଡାଇ,୧୫।୨(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇର ଐତିହ୍ୟ ପରମ୍ପରା ଓ ମର୍ଯ୍ୟାଦା କ୍ଷୂର୍ଣ୍ଣ କରିବାକୁ ଏକ ଚକ୍ରାନ୍ତକାରୀ ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି। ସବ୍‌ଡିଭିଜନ ମାନ୍ୟତା ଦାବିରୁ ନଜର ହଟାଇବାକୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳକୁ ପ୍ରବେଶ ପଥରେ ପ୍ଲମ୍ବିଂ ସହର ତୋରଣ ରାସ୍ତାରେ ଲଗାଯାଇଛି। ଏହାକୁ ପୌରାଞ୍ଚଳବାସୀଙ୍କ...

ବଢୁଛି ଅନୁପ୍ରବେଶ, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା ଅଫିସ,୧୫।୨: ବିଧାନ ରାୟ ଓ ଆଶାଲତାଙ୍କ ପୁଅ ଅମିତ(୨୯)ଙ୍କ ବାଂଲାଦେଶର ଠିକଣା ଅନୁଯାୟୀ ବଜରହାଟ ଜିଲା ଛତଲମାରି ଥାନା ଆରୁଲିଏ ଗାଁରେ ରୁହନ୍ତି। ଢାକାର ବାଂଲାଦେଶ ଟେକ୍ନିକାଲ ଏଜୁକେଶନ ବୋର୍ଡ ଅଧୀନରେ ୨୦୦୯ରେ ସେକେଣ୍ଡାରୀ ସ୍କୁଲ ପାସ୍‌ ସହ...

ମହାନଦୀରେ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର

ମହାକାଳପଡ଼ା,୧୨।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲାର ଉପକୂଳ ମହାକାଳପଡ଼ା ବ୍ଲକ ସ୍ଥାନୀୟ ରାମନଗର ଓ ବରକନ୍ଧା ପଞ୍ଚାୟତର ଆଖଡ଼ାଶାଳୀ ନିକଟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର ନିର୍ମାଣ ହେବ। ହେଲେ ଏହି ଅଞ୍ଚଳର ବହୁ ପାରମ୍ପରିକ...

ଅସୁରକ୍ଷିତ ଭାବେ କାମ କରୁଛନ୍ତି ଶ୍ରମିକ

ମହାକାଳପଡ଼ା,୧୨।୨(ଡି.ଏନ.ଏ.): ଘରକୁ ପାଇପ୍‌ ଯୋଗେ ପାନୀୟଜଳ ପହଞ୍ଚାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ଅପରପକ୍ଷେ ଅନେକ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିବା ବେଳେ ଲୋକ ପାଣି ମୁନ୍ଦେ...

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ

କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ କେନ୍ଦ୍ରାପଡ଼ାର ନାମ ଘୋଷଣା ହୋଇଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୨ବର୍ଷ ପୂରିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri