କେନ୍ଦ୍ରାପଡ଼ା

ଦାଦନ ଯାଇ ଫେରିନି ପୁଅ, ୪ ଦିନ ହେଲା ଘରେ ଜଳିନି ଚୁଲି

ମହାକାଳପଡ଼ା,୨ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗାଁର ପ୍ରହଲ୍ଲାଦ ବେହେରାଙ୍କ ପୁଅ ଅକ୍ଷୟ ଓରଫ ବୁଲୁ(୨୦) ନିଖୋଜ ଥିବା ନେଇ ଶନିବାର ଲିଖିତ ଅଭିଯୋଗ ହୋଇଛି। ଏହାକୁ ନେଇ ୪ଦିନ...

ପଟ୍ଟାମୁଣ୍ଡାଇରେ ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

ପଟ୍ଟାମୁଣ୍ଡାଇ, ୨୫ା୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଅସହାୟ ବୃଦ୍ଧାବୃଦ୍ଧ ଓ ଅଚିହ୍ନା ଅଜଣା ରୋଗୀ ଉପେକ୍ଷିତ ହୋଇ ଅଭିଶପ୍ତ ଜୀବନଯାପନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

ବାଂଲାଦେଶ, ପଶ୍ଚିମବଙ୍ଗ ଢାଞ୍ଚାରେ ବଢୁଛି ବାଲ୍ୟବିବାହ

ମହାକାଳପଡ଼ା, ୨୫ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ଦିନକୁଦିନ ବାଲ୍ୟବିବାହ ବୃଦ୍ଧିପାଉଛି। ଏଥିପ୍ରତି ବିଭାଗ ଲୋକଙ୍କୁ ସଚେତନ କରୁନାହିଁ। ଫଳରେ ସଚେତନା ଅଭାବ, ନିରକ୍ଷର ଓ ଦାରିଦ୍ର୍ୟ ବାଲ୍ୟବିବାହର କାରଣ ସାଜିଛି। ବିଶେଷକରି ଅଞ୍ଚଳର...

ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌; ସ୍ତ୍ରୀ ମୃତ, ସ୍ବାମୀ, ପୁଅ ଆହତ

କେନ୍ଦ୍ରାପଡା,୨୪ା୨ (ଜଗନ୍ନାଥ ଧଳ): କଟକ ଚାନ୍ଦବାଲି ରାଜ୍ୟ ରାଜପଥ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ତିନିମୁହାଣୀ ନିକଟସୁ ଚଟିପୋଲ ଠାରେ ସୋମ‌ବାର ଏକ ସଡକ ଦୁର୍ଘଟଣା ହୋଇଛି। ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ଉପରେ ହାଇୱା ଚଢ଼ିଯିବା ପରେ ଘଟଣାସ୍ଥଳରେ...

ବଜ୍ରପାତ ନେଲା ମହିଳାଙ୍କ ଜୀବନ

ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନା ସୁନୀତି ପଞ୍ଚାୟତ ଗୋଚ୍ଛାୟତପଡ଼ାରେ ରବିବାର ବଜ୍ରପାତ ଘଟି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅଞ୍ଜନା ମଣ୍ଡଳ(୪୦)। ସେ ଘର ପାଖରେ କାମ କରୁଥିବା...

ବଡ଼ ଭଉଣୀ ପ୍ରତି ହେଉଥିବା ଅସଦାଚରଣ ଦେଖିଦେବାରୁ ସାନଭାଇଙ୍କୁ ହତ୍ୟା

ରାଜକନିକା,୨୩।୧(ସଞ୍ଜୟ କୁମାର ଦାଶ): ବଡ଼ ଭଉଣୀଙ୍କୁ ଅସଦାଚରଣ କରାଯିବା ଦେଖିଦେବାରୁ ତାଙ୍କ ସାନଭାଇଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ଏହାପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି ା ଏଭଳି ଅଭିଯୋଗ ଆଣିଛନ୍ତି ପୀଡିତା ବଡଭଉଣୀ। ଘଟଣା ଘଟିଛି କେନ୍ଦ୍ରାପଡ଼ା...

KIIT ଛାତ୍ରୀ ମୃତ୍ୟୁ ମାମଲା: ବିଚାର ବିଭାଗୀୟ ତଦନ୍ତ ଦାବି କଲା ସିପିଆଇ(ଏମ୍‌)

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): ସିପିଆଇ(ଏମ୍‌) କେନ୍ଦ୍ରାପଡ଼ା ଜିଲା ଶାଖା କମିଟି ପକ୍ଷରୁ KIITଛାତ୍ରୀ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏହି...

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଇ ଯାଉଥିବା ବୋଲେରୋ ଧକ୍କାରେ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ରାଜନଗର,୨୧ା୨( ଭାସ୍କର ରାଉତରାୟ ): ମାଟ୍ରିକ ପିଲାଙ୍କୁ ନେଇ ପରୀକ୍ଷାକେନ୍ଦ୍ରକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ବୋଲେରୋ। ଫଳରେ ବୋଲେରୋରେ ଥିବା ୧୧ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲା ତାଳଚୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ଡାଙ୍ଗମାଳ-ରାଜନଗର ରାସ୍ତାର...

ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣୁଥିବା ବୋଲେରୋ ଓଲଟିଲା, ଆଉ ତା’ ପରେ…

କେନ୍ଦ୍ରାପଡ଼ା,୨୧ା୨: ମାଟ୍ରିକ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ଆଣି ଆସୁଥିବା ଏକ ବୋଲେରୋ ଶୁକ୍ରବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଳଚୁଆ ସାମୁଦ୍ରିକ ଥାନା ଡାଙ୍ଗମାଳ କୃଷ୍ଣନଗର ନିକଟରେ ଏହି ଦୁର୍ଘଟଣା ଘଟିଛି। ଫଳରେ ଜଣେ ଛାତ୍ରୀ ଗୁରୁତର ହୋଇଥିବାବେଳେ ଆଉ କିଛି...

ଜିଲାର ମୁଖ୍ୟ ଜୀବିକାରେ ଜଳସେଚନ ବାଧକ

କେନ୍ଦ୍ରାପଡ଼ା, ୨୧ା୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ୬୯ ପ୍ରତିଶତ ଅଧିବାସୀ କୃଷି ଅର୍ଥନୀତି ଉପରେ ନିର୍ଭରଶୀଳ। ପରିବାର ପ୍ରତିପୋଷଣ ପାଇଁ ଜିଲାବାସୀ ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ଚାଷ ଜମିର ଜଳସେଚନ ଓ ନିଷ୍କାସନ ପରିଚାଳନା ବାଧକ...

ଲୁଣାଟାଙ୍ଗରା ଭୂଇଁରେ ଫଳୁଛି ଦେଶୀ ବିଦେଶୀ ଫଳ

ମହାକାଳପଡ଼ା,୨୧ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କିଛି ନୂଆ କରିବାର ଇଚ୍ଛା ଥିଲେ ଆପେ ଆପେ ବାଟ ଦେଖାଯାଏ। ନିଜର ନିଷ୍ଠା, ଏକାଗ୍ରତା ଓ ଇଚ୍ଛାଶକ୍ତି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରେ। ଲୁଣା ଅଞ୍ଚଳ ଟାଙ୍ଗରା ଭୂଇଁରେ ଦେଶୀ ଓ ବିଦେଶୀ...

ଋଷିକୁଲ୍ୟା ପରେ ଗହୀରମଥାରେ ଅଲିଭ୍‌ ରିଡ୍‌ଲେଙ୍କ ଅଣ୍ଡାଦାନ ଆରମ୍ଭ: ଅଣ୍ଡା ସଂଗ୍ରହ କଲା ବନ ବିଭାଗ

ରାଜନଗର, ୧୮ା୨( ଭାସ୍କର ରାଉତରାୟ ): ଅଲିଭ୍‌ ରିଡଲେ କଇଁଛଙ୍କ ଅନ୍ତୁଡିଶାଳ ରୂପେ ପରିଚିତ ଗହୀରମଥାରେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗହୀରମଥାର ନାସୀ-୨, ପେଣ୍ଠ, ଜଉଡିଆ, ହବାଳିଖଟି ଆଦି ସ୍ଥାନରେ ଅଲିଭ୍‌ ରିଡ୍‌ଲେ କଇଁଛ ବିକ୍ଷିପ୍ତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image