କେନ୍ଦ୍ରାପଡ଼ା

କଂଗ୍ରେସ ‘ହାତ’ ଛାଡିଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା

ଭୁବନେଶ୍ୱର,୨।୪: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା କଂଗ୍ରେସର ଇସ୍ତଫା ଦେଇଛନ୍ତି। ଏନେଇ ସେ ଏକ୍ସରେ ସୂଚନା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିକଟକୁ ପଠାଇ ଦେଇଥିବା କହିଛନ୍ତି।...

ଚାଷଜମି ସାଜିଛି ବାଲି ଚାଲାଣ ରାସ୍ତା

ପଟ୍ଟାମୁଣ୍ଡାଇ,୨ା୪(କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀର ବାଲି ସଇରାତଗୁଡ଼ିକୁ ଖଣି ବିଭାଗ ଅଦ୍ୟାବଧି ନିଲାମ ଦେଇ ନାହିଁ। ହେଲେ ପ୍ରତିଦିନ ବିଭିନ୍ନ ସଇରାତରୁ ରାତିଦିନ ବାଲି ଚୋରା ଚାଲାଣ ଚାଲିଛି। ଚାଷଜମି ଭିତର ଦେଇ ଶତାଧିକ...

କେନ୍ଦ୍ରାପଡ଼ାରେ ଶିଳ୍ପ ସ୍ବପ୍ନ ଦେଖାଇଲେ ବୈଜୟନ୍ତ

କେନ୍ଦ୍ରାପଡା, ୨ା୪ (ଜଗନ୍ନାଥ ଧଳ):କର୍ମନିଯୁକ୍ତି କେନ୍ଦ୍ରାପଡ଼ା ଜିଲା ପାଇଁ ଏକ ବଡ଼ ସମସ୍ୟା। ଏହାର ସମାଧାନ ପାଇଁ ଜିଲାରେ ଶିଳ୍ପ ଆବଶ୍ୟକ। ଲୋକ ସଭାରେ ଏ ନେଇ ନିଶ୍ଚିତ ଭାବେ ସ୍ବର ଉଠାଯିବ ବୋଲି ଭାଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା...

କେନ୍ଦ୍ରାପଡ଼ା ସହ ଆମେ ୪୦୦ ଆସନ ଜିତିବୁ: ବୈଜୟନ୍ତ

ଭୁବନେଶ୍ୱର,୧।୪: କେନ୍ଦ୍ରାପଡା ଲୋକ ସଭା ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସୋମବାର କେନ୍ଦ୍ରାପଡ଼ା ଗସ୍ତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ବଳଦେବ ଜୀଉଙ୍କ ଦର୍ଶନ କରିଛନ୍ତି। କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ତାଙ୍କୁ ଏକ ବିଶାଳ ଶୋଭାଯାତ୍ରାରେ...

ସରକାରୀ ଗାଡ଼ିରେ ପରିବାର ସହ ବୁଲୁଛନ୍ତି ରେଞ୍ଜ ଅଫିସର

ରାଜନଗର,୧ା୪(ଭାସ୍କର ରାଉତରାୟ): ସରକାରୀ ଗାଡ଼ିରେ ଡ୍ୟୁଟି ଛାଡି ବାବୁ କରୁଛନ୍ତି ଭ୍ରମଣ। ବିନା ଛୁଟିରେ କାହାକୁ ନ ଜଣାଇ ସରକାରୀ ଗାଡ଼ି ନେଇ ପରିବାର ସଦସ୍ୟଙ୍କ ସହ କଟକ ଓ ଭୁବନେଶ୍ୱର ଘୁରି ବୁଲିବା ସହ ବିଳମ୍ବିତ ରାତ୍ରି ଯାଏଁ...

ଘୁଷୁରି ପଲଙ୍କ ସହ ଶୈଶବ

ମହାକାଳପଡ଼ା,୧ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): ୧୨ବର୍ଷର ଆଦିବାସୀ ବାଳକ ରାହୁଲ ସିଂ। ନିଜ ଘର ବାଲେଶ୍ୱର। ଘରର ଆର୍ଥିକ ସ୍ଥିତି ଏତେ ଦୟନୀୟ ଥିଲା ଯେ ଜନ୍ମ କଲା ମା’ ଜଣେ ବ୍ୟକ୍ତିଙ୍କୁ ତାଙ୍କୁ ମାତ୍ର ୫୦ ହଜାର ଟଙ୍କାର ଟେକି...

ରାଜନଗର ନିର୍ବାଚନମଣ୍ଡଳୀ: ପ୍ରାର୍ଥୀ ଚୟନରେ ବିଳମ୍ବ,ଭାଜପା କର୍ମୀ ନିରାଶ

ପଟ୍ଟାମୁଣ୍ଡାଇ,୧ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀରେ ବିଜେଡିର ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଏବେ ସମସ୍ତଙ୍କ ନଜର କଂଗ୍ରେସ ଓ ଭାଜପା ଉପରେ ରହିଛି। ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ଆଗୁଆ ରହିଥିବା ବେଳେ ଦଳୀୟ କର୍ମୀ ଓ...

ତୃଣମୂଳସ୍ତରରେ ପହଞ୍ଚୁ ନାହିଁ ବିକାଶ

କେନ୍ଦ୍ରାପଡ଼ା,୧ା୪ (ଜଗନ୍ନାଥ ଧଳ): ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୯୩ ଏପ୍ରିଲ ୧ରେ ଅବିଭକ୍ତ କଟକ ଜିଲାକୁ ଭାଗ କରି କେନ୍ଦ୍ରାପଡ଼ାକୁ ସ୍ବତନ୍ତ୍ର ଜିଲା ମାନ୍ୟତା ପ୍ରଦାନ କରାଯାଇଥିଲା। ଇତିମଧ୍ୟରେ ଏହି ଜିଲା ମାନ୍ୟତାକୁ ୩୧ ବର୍ଷ ବିତିଛି। ଜିଲା ଗଠନ...

କେନ୍ଦ୍ରାପଡ଼ା ବିଧାନସଭା ଆସନ: ଆଶାୟୀ ପ୍ରାର୍ଥୀଙ୍କ ବଢୁଛି ଉତ୍କଣ୍ଠା

କେନ୍ଦ୍ରାପଡ଼ା, ୩୧ା୩(ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାର କେନ୍ଦ୍ରାପଡ଼ା ବିଧାନସଭା ଆସନ ଗତ ସାଧାରଣ ନିର୍ବାଚନ ପରି ଏଥର ବି ଚର୍ଚ୍ଚାରେ ରହିଛି। ବିଜେଡି ଜିଲାର ଅନ୍ୟ ୪ ବିଧାନସଭା ଓ ଲୋକ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି।...

ଖାଦ୍ୟ ଅଭାବ, ଗାଁ ମୁହାଁ ବିଲୁଆ

ମହାକାଳପଡ଼ା,୩୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ)ଅସନ୍ତୁଳିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଧ୍ୱଂସ, କିଆବୁଦା ହ୍ରାସ ସାଙ୍ଗକୁ ଖାଦ୍ୟାଭାବ ବିଲୁଆ ବଂଶ ପାଇଁ ବିପଦ ସାଜିଛି। ଖାଦ୍ୟାଭାବ କାରଣରୁ ଏବେ ବିଲୁଆ ଗାଁ ମୁହାଁ ହେବାରେ ଲାଗିଛନ୍ତି। ଦିନ ଥିଲା, କେନ୍ଦ୍ରାପଡ଼ା ଜିଲା...

ଆପଣଙ୍କୁ ବାପା ସମାନ ମାନୁଥିଲି.., ଗତ ୪ ବର୍ଷ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଛି

ଭୁବନେଶ୍ୱର,୩୦ା୩: ଶନିବାର ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତି ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଛନ୍ତି। ଅନେକ ଦିନରୁ ଏହି ଆଲୋଚନା ହେଉଥିଲା ବେଳେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସେ ତାଙ୍କର ଇସ୍ତଫା...

ବଙ୍ଗୀୟ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ

ମହାକାଳପଡ଼ା, ୩୦ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକର ୩୧ ପଞ୍ଚାୟତ ଓ ମାର୍ଶାଘାଇ ବ୍ଲକର ୧୭ ପଞ୍ଚାୟତକୁ ନେଇ ୨୦୦୯ରେ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଥିଲା। ଏଠାରେ ୨ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଏହି ନିର୍ବାଚନମଣ୍ଡଳୀରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri