କେନ୍ଦ୍ରାପଡ଼ା

ଟିକେଟ ଦୌଡ଼ରେ ରତିକାନ୍ତ, ବିଶ୍ୱନାଥ

ଡେରାବିଶ୍‌, ୧ା୩ (ବେବର୍ତ୍ତା ଅଜୟ ଦାସ):୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ପାଟକୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ତାତି ଜୋର ଧରିଛି। ରାଜ୍ୟରେ ନିର୍ବାଚନମଣ୍ଡଳୀର ଅଧିକ ଗୁରୁତ୍ୱ ଥିବା ବେଳେ ଅଣକଂଗ୍ରେସ ଓ ଭାଜପା ଗଡ଼ ଭାବେ ପରିଚିତ ଥିବା...

୧୭ବର୍ଷ ହେଲା ଅଧାରେ ପଡ଼ିଛି କଣ୍ଠିଆନାଳ ସେତୁ

ପଟ୍ଟାମୁଣ୍ଡାଇ,୧ା୩ (କଳ୍ପତରୁ ନାୟକ):ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଣ୍ଠିଆନାଳ ସେତୁ ନିର୍ମାଣ କାର୍ଯ୍ୟ ୧୭ବର୍ଷ ହେବ ବନ୍ଦ ପଡିଥିବା ବେଳେ ୨୦୨୩ରେ ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନାରେ ୩୬,୯୧,୩୬,୦୦୦ ଟଙ୍କା ବ୍ୟୟ ଅଟକଳକୁ ମଞ୍ଜୁର...

ଶାଶୁଘର ଯିବା ଲାଗି ୬ ଘଣ୍ଟା ବସି ରହିଲା କନ୍ୟା

ରାଜନଗର,୨୯ା୨(ଭାସ୍କର ରାଉତରାୟ) କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ହାତିନା ପଞ୍ଚାୟତ କଏଥା ଗାଁର ବରଯାତ୍ରୀଙ୍କ ଗଣ୍ଡଗୋଳ ଯୋଗୁ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଥିଲା ା ଏଥିପାଇଁ ବରକନ୍ୟାଙ୍କୁ ପ୍ରାୟ ୬ଘଣ୍ଟା ଅଟକି ରହିବାକୁ ପଡିଥିଲା ା ବରପକ୍ଷ ୬୬ହଜାର...

କାମ ହେଉନି, ଭୟଭୀତ ଅବସ୍ଥାରେ ଅଞ୍ଚଳବାସୀ

ଡେରାବିଶ, ୨୮।୨ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଅଧୀନ ମଙ୍ଗଳପୁର ପଞ୍ଚାୟତ ତ୍ରିପୁରାରୀପୁର (ଘଣ୍ଟପଦା) ଦେଇ ବହିଯାଇଥିବା ବିରୂପା ନଦୀପଠାରେ ଶାଗୁଣାଘାଇଠାରେ ୨୦୨୩ ଡିସେମ୍ବର ୨ ସନ୍ଧ୍ୟାରେ ୧୦୦ ଫୁଟରୁ ଊର୍ଦ୍ଧ୍ୱ ଲମ୍ବର ନଦୀପଠା...

ମଞ୍ଚ କଳାକାରଙ୍କୁ ନେଇ ଯାଉଥିବା ବୋଲେରୋ ଗଛରେ ପିଟିହେଲା: ୩ ମୃତ. ୪ ଗୁରୁତର

କେନ୍ଦ୍ରାପଡା,୨୬।୨ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ କେନାଲ ରାସ୍ତ ରାସ୍ତାର ଓସ୍ତପୁର ଠାରେ ବୋଲେରୋ ଗାଡି ସୋମବାର ସକାଳେ ଦୁର୍ଘଟଣାଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ନରଣପୁର ଗ୍ରାମର ଉତମ...

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ: ବ୍ରାହ୍ମଣୀରୁ ବାଲି ଉତ୍ତୋଳନ

ପଟ୍ଟାମୁଣ୍ଡାଇ, ୨୬ା୨( କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳ ବ୍ରାହ୍ମଣୀ ନଦୀପଠାରୁ ବେଆଇନ ଭାବେ ଦିନରାତି ବାଲି ଚୋରା ଚାଲାଣ ହେଉଛି। ପ୍ରଶାସନ ଆଖିରେ ଧୂଳି ଦେଇ ବାଲି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ...

ନାଳିଆ ଘାସ ବୃତ୍ତିଧାରୀଙ୍କୁ ପ୍ରୋତ୍ସାହନ ନାହିଁ

କେନ୍ଦ୍ରାପଡ଼ା, ୨୬ା୨(ଜଗନ୍ନାଥ ଧଳ):ନାଳିଆ ଘାସରେ ତିଆରି ଟୋକେଇ, ପାଛିଆ, ନାଳିଆ, ସେର, ମାଣ ଟୁକୁଲି ଆଦି ପ୍ରତ୍ୟେକଙ୍କ ଘରେ ପରିଚିତ। ପ୍ରାୟ ୫୦ବର୍ଷ ଧରି ଏହି ହସ୍ତଶିଳ୍ପ କୌଳିକ ବୃତ୍ତି ହୋଇ ରହିଆସିଛି। ଏଥିରେ ଆର୍ଥିକ ସଶକ୍ତୀକରଣ ହେବା ସହ...

ବିଜୟ ଦେଲେ ସାଙ୍ଘାତିକ୍‌ ତଥ୍ୟ ପୁଅ ବିଜେଡିରୁ ଲଢ଼ିବା ନେଇ…

ଡେରାବିଶ,୨୫।୨(ବେବର୍ତ୍ତା ଅଜୟ ଦାସ): ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ପାଟକୁରା ବିଧାନସଭା କ୍ଷେତ୍ରର ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏକଦା ଏହି ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ...

ମଧୁରଜଳ ଅଭାବ, ବିପଦରେ ଭିତରକନିକା ହେନ୍ତାଳବଣ

କେନ୍ଦ୍ରାପଡ଼ା,୨୫ା୨(ଜଗନ୍ନାଥ ଧଳ)ଖରାଦିନ ଆରମ୍ଭରୁ ମହାନଦୀରେ ଜଳସଙ୍କଟ ଦେଖାଦେଇଛି। ଶେଷମୁଣ୍ଡରେ ଥିବା ଜାତୀୟ ଉଦ୍ୟାନ ଭିତରକନିକାରେ ମଧୁର ଜଳ ସଙ୍କଟ ଆରମ୍ଭ ହେଲାଣି। ମଧୁର ଜଳ ପାଇଁ ମହାକାଳପଡ଼ା ବନାଞ୍ଚଳରୁ ହରିଣ ଆସି ଗ୍ରାମାଞ୍ଚଳରେ ବିଚରଣ କଲେଣି। ଗୁରୁବାର ଏପରି ଘଟଣାରେ...

ଡେରାବିଶ ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା

ଡେରାବିଶ,୨୫ା୨(ବେବର୍ତ୍ତା ଅଜୟ ଦାସ)ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଗୋଟିଏ ଲେଖାଏ ଆଦର୍ଶ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି ା ହେଲେ ଆଦର୍ଶ ବିଦ୍ୟାଳୟ ଅବ୍ୟବସ୍ଥା ମଧ୍ୟରେ...

୬ ଆଶାୟୀଙ୍କ ମଧ୍ୟରୁ ବିଧାୟିକାଙ୍କ ଘରୁ ୨

ଡେରାବିଶ, ୨୪ା୨(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲାର ପାଟକୁରା ନିର୍ବାଚନମଣ୍ଡଳୀ ଡେରାବିଶ ବ୍ଲକର ୨୬ ପଞ୍ଚାୟତ, ଗରଦପୁର ବ୍ଲକର ୧୮ ଓ ମାର୍ଶାଘାଇ ବ୍ଲକର ୭ ପଞ୍ଚାୟତକୁ ନେଇ ଗଠିତ। ନିର୍ବାଚନମଣ୍ଡଳୀ ନାମ ବହନ କରୁଥିବା ପାଟକୁରାର ଠିକଣା ରହିଛି...

ବେଳାଭୂମିରେ କୁଆ ଖାଦ୍ୟ ପାଲଟିଛନ୍ତି ଅଲିଭ ରିଡ୍‌ଲେ

କେନ୍ଦ୍ରାପଡ଼ା, ୨୩ା୨(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲାର ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡିଶାଳରେ ଅଲିଭ ରିଡ୍‌ଲେ କାଇଁଛଙ୍କ ମୃତ୍ୟୁ ବଢ଼ିବାରେ ଲାଗିଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବିକ୍ଷିପ୍ତ ଭାବେ ମୃତ କଇଁଛଙ୍କୁ ଦେଖିବାକୁ ମିଳୁଛି। ବନ ବିଭାଗ ରିପୋର୍ଟରେ ମାତ୍ର ୯୯ଟି ଅଲିଭ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri