କେନ୍ଦ୍ରାପଡ଼ା

ଗୋବରୀ ନଦୀ ପୋତି ହୋଇ ଜଙ୍ଗଲରେ ପରିଣତ

କେନ୍ଦ୍ରାପଡ଼ା, ୧୪।୨ (ଜଗନ୍ନାଥ ଧଳ): ପଟ୍ଟାମୁଣ୍ଡାଇରୁ ବ୍ରାହ୍ମଣୀ ନଦୀ ଓ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳର ଗୋବରୀ ନଦୀ ମଧ୍ୟରେ ଥିବା ସଂଯୋଗୀକରଣ ଜଳପଥ ଏବେ ବନ୍ଦ ହୋଇପଡ଼ିଛି। ଫଳରେ ଗୋବରୀ ନଦୀ ଜଳପଥ ପୋତି ହୋଇ ବଣୁଆ ଜଙ୍ଗଲରେ ପରିଣତ...

ସାକ୍ଷରତା ଅନୁସାରେ ନିଯୁକ୍ତି ନାହିଁ

କେନ୍ଦ୍ରାପଡ଼ା, ୧୩ା୨ (ଜଗନ୍ନାଥ ଧଳ):ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ୍‌ ନୁହେଁ। ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର। ୫୭ହଜାରରୁ ଅଧିକ ସ୍ନାତକ ଓ ତାହାଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମନିୟୋଜନ କେନ୍ଦ୍ରରେ ନାମ ପଞ୍ଜୀକରଣ କରିଛନ୍ତି।...

ବାଇପାସ୍‌ ରାସ୍ତା ନିର୍ମାଣ: ପୋତିହେଲାଣି କେନାଲ ଶଯ୍ୟା

ପଟ୍ଟାମୁଣ୍ଡାଇ,୧୨/୨(କଳ୍ପତରୁ ନାୟକ):କଟକ ଜଗତପୁରଠାରୁ ବାହାରିଥିବା କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇର ଅଳଭା-ଗଣ୍ଡାକିଆ-କୋରିଆପଲା ପର୍ଯ୍ୟନ୍ତ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗର ଖାମଖିଆଲି ନୀତି ଏବଂ ପୂର୍ତ୍ତ ବିଭାଗର ଅଣଦେଖା ପାଇଁ ଠିକାଦାର କେନାଲ ବନ୍ଧକୁ...

ମହିଳାଙ୍କୁ କାଇଁଚ ହସ୍ତଶିଳ୍ପ କରୁଛି ସ୍ବାବଲମ୍ବୀ

କେନ୍ଦ୍ରାପଡ଼ା, ୧୧ା୨ (ଜଗନ୍ନାଥ ଧଳ)ବଣୁଆ କାଇଞ୍ଚ ଏବେ କେନ୍ଦ୍ରାପଡ଼ା ଜିଲାର ୧୮୬୪ ପରିବାରର ମହିଳାଙ୍କୁ ରୋଜଗାର ଦେଉଛି। ଜିଲାକୁ ସ୍ବତନ୍ତ୍ର ପରିଚୟ ଦେବା ସହ ଏଥିରୁ ଉତ୍ପାଦିତ ସାମଗ୍ରୀର ଦେଶ ବିଦେଶରେ ଚାହିଦା ବଢ଼ିଛି। ଏ ସମ୍ପର୍କରେ କାଇଁଚ ହସ୍ତଶିଳ୍ପୀ...

ଭୋଟର କ୍ରମାଗତ ଭିନ୍ନ ଦଳର ନୂଆ ନେତୃତ୍ୱ ବାଛୁଛନ୍ତି

ପଟ୍ଟାମୁଣ୍ଡାଇ, ୯ା୨ (କଳ୍ପତରୁ ନାୟକ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀର ନେତାମାନେ ତତ୍ପର ହୋଇଉଠିଲେଣି। ଏଭଳିସ୍ଥଳେ ପାନଦୋକନଠାରୁ ଆରମ୍ଭ କରି ବାଟଘାଟରେ କିଏ କେଉଁ ଦଳରୁ ପ୍ରାର୍ଥୀ ହେବ ସେ...

ଉଠିଯିବ ଦ୍ୱୀପାଞ୍ଚଳ ଡିଭିଜନ, ଚାଷୀମୁଣ୍ଡରେ ହାତ

କେନ୍ଦ୍ରାପଡ଼ା, ୮ା୨ (ଜଗନ୍ନାଥ ଧଳ)ମହାନଦୀ-ଚିତ୍ରୋପତ୍ଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପ ଏବେ ଚାଷୀଙ୍କ ପାଇଁ ମରୀଚିକା ପାଲଟିଛି। ପ୍ରକଳ୍ପ ଅଧୀନ କେନାଲ ଉଦ୍‌ଘାଟନକୁ ପ୍ରାୟ ୨ ବର୍ଷ ହୋଇଥିଲେ ମଧ୍ୟ ଖରିଫ ଓ ରବି ଚାଷ ପାଇଁ ବୁନ୍ଦାଏ ପାଣି ଆସିନାହିଁ।...

ଅସ୍ତ୍ରୋପଚାର ପରେ ମହିଳାଙ୍କୁ ଚଟାଣରେ ଶୁଆଇଦେଲେ

ରାଜକନିକା,୮ା୨(ସଞ୍ଜୟ କୁମାର ଦାଶ)ଜନସାଧାରଣଙ୍କ ମୌଳିକ ସମସ୍ୟା ମଧ୍ୟରୁ ସ୍ବାସ୍ଥ୍ୟସେବା ପ୍ରମୁଖ । ଏହାକୁ ନଜରରେ ରଖି ରାଜ୍ୟ ସରକାର ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ମାଗଣା ଔଷଧ ସହ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ମହିଳା...

ଜମାକାରୀଙ୍କ ଆକାଉଣ୍ଟରୁ କୋଟିଏରୁ ଊର୍ଦ୍ଧ୍ୱ ଉଠାଇନେଲେ

ଆଳି,୫ା୨(ବନମାଳୀ ସେନାପତି):ଲକ୍ଷେ ନୁହେଁ କି ଦୁଇ ଲକ୍ଷ ନୁହେଁ ପାଖାପାଖି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଜମାକାରୀଙ୍କ ଅଜାଣତରେ ସେମାନଙ୍କ ବ୍ୟାଙ୍କ ଖାତାରୁ ଠକି ନେଇଛନ୍ତି ବ୍ୟାଙ୍କ କର୍ମଚାରୀ। ଖାତାଧାରୀଙ୍କ ବିନା ଉପସ୍ଥିତିରେ କିପରି ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠିଲା ତାହାକୁ...

ପ୍ରମୁଖ ୩ ଦଳରେ ନୂଆମୁହଁ ସମ୍ଭାବନା

କେନ୍ଦ୍ରାପଡ଼ା, ୬ା୨ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଲୋକ ସଭା ଆସନ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପାଇଁ ଗୁରୁତ୍ୱ ରଖୁଛି। ଏଠାରୁ ଅତୀତରେ କଂଗ୍ରେସରୁ ନିତ୍ୟାନନ୍ଦ କାନୁନଗୋ, ପ୍ରଜା ସୋସାଲିଷ୍ଟ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ୱିବେଦୀ, ଉତ୍କଳ...

ଭିତରକନିକା ମହୁ ଉପରେ ବେପାରୀଙ୍କ ଆଖି

କେନ୍ଦ୍ରାପଡ଼ା, ୪ା୨(ଜଗନ୍ନାଥ ଧଳ)ଆସନ୍ତା ଖରାଦିନକୁ ଦୃଷ୍ଟିରେ ରଖି ରାଜନଗର ବନଖଣ୍ଡ ପକ୍ଷରୁ ଜଙ୍ଗଲରେ ନିଆଁ ପ୍ରତିହତ ପାଇଁ ଗୁପ୍ତିଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ୪ ବର୍ଷ ମଧ୍ୟରେ ଜାତୀୟ ଉଦ୍ୟାନ ଭିତରକନିକାର ୧୧ ସ୍ଥାନରେ ନିଆଁ...

ଜନ ସହ ଗୋ ସେବାକୁ ପ୍ରାଧାନ୍ୟ

ମହାକାଳପଡ଼ା,୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ)ଜୀବନରେ ଦେଶସେବା ମନୋବୃତ୍ତି ନେଇ ପୂର୍ବତନ ସେନା କର୍ମଚାରୀ ତଥା ସରପଞ୍ଚ ଦାୟିତ୍ୱରେ ଥିଲେ ମଧ୍ୟ ସମାଜସେବା ସହ ଅସ୍ଥାୟୀ ଗୋଶାଳା କରି ଦୁଃସ୍ଥ, ଅକର୍ମଣ୍ୟ ଗୋରୁଙ୍କ ସେବା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର...

ସ୍ବାଭିମାନ ହରାଉଛି ମୋ ପଟ୍ଟାମୁଣ୍ଡାଇ

ପଟ୍ଟାମୁଣ୍ଡାଇ,୩ା୨(କଳ୍ପତରୁ ନାୟକ): ସୀମା ପୁନଃ ନିର୍ଦ୍ଧାରଣରେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ଉଚ୍ଛେଦ ପରେ ପଟ୍ଟାମୁଣ୍ଡାଇ ଅଞ୍ଚଳ ଅବହେଳିତ ହେବା ସହ ସ୍ବାଭିମାନ ନିଶ୍ଚିହ୍ନ ହେବାକୁ ବସିଛି  । ପଟ୍ଟାମୁଣ୍ଡାଇର ସ୍ବାଭିମାନ ଫେରାଇ ଆଣିବା ପାଇଁ କେତେକ ସଙ୍ଗଠନ ଉଦ୍ୟମ ଜାରି ରଖିଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri