ବନ୍ଦ ପଡ଼ିଛି ମିଶନ ଶକ୍ତି କାଫେ
ପଟ୍ଟାମୁଣ୍ଡାଇ,୧୨ା୧ (କଳ୍ପତରୁ ନାୟକ): ସହରାଞ୍ଚଳ, ଗ୍ରାମାଞ୍ଚଳ ଏସ୍ଏଚ୍ଜି ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ଦୂରଦୂରାନ୍ତରୁ ଆସୁଥିବା ଲୋକଙ୍କୁ ସୁସ୍ବାଦୁ ଖାଦ୍ୟ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପଟ୍ଟାମୁଣ୍ଡାଇ ବ୍ଲକ ଭିତରେ ୩ବର୍ଷ ତଳେ ମିଶନ ଶକ୍ତି କାଫେ...