କେନ୍ଦ୍ରାପଡ଼ା

ବିଦ୍ୟାଳୟ ମିଶ୍ରଣ ସମସ୍ୟା ଏବେ ବି ତୁଟିନି

କେନ୍ଦ୍ରାପଡ଼ା, ୧୧।୧୦(ଜଗନ୍ନାଥ ଧଳ): ପୂର୍ବରୁ ବିଦ୍ୟାଳୟ ମିଶ୍ରଣ ପ୍ରସଙ୍ଗ ପୁଣି ଥରେ ଆଗକୁ ଆସିଛି। ଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅଭିଭାବକଙ୍କ ଅସନ୍ତୋଷର କାରଣ ହୋଇଥିବା ବେଳେ ସମାଧାନ ପ୍ରତିଶ୍ରୁତି ସ୍ଥାନୀୟ ଲୋକ ପ୍ରତିନିଧି ଦେଇପାରୁନାହାନ୍ତି। ଜିଲାର ୨୧୭ଟି ସ୍କୁଲରେ...

ମହାକାଳପଡ଼ାରେ ତୁର୍କୀ ପକ୍ଷୀ ଚାଷ ପ୍ରତି ବଢୁଛି ଚାହିଦା

ମହାକାଳପଡ଼ା,୧୦।୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ତୁର୍କୀ ଚାଷ ପ୍ରତି ବେଶ୍‌ ଅନୁକୂଳ ବାତାବରଣ ରହିଛି। ବ୍ଲକର ସ୍ଥାନୀୟ ବଉଳକଣି ପଞ୍ଚାୟତର ଟାଙ୍କି ବେଲାରିର ସେକ ସୁଲେମାନ ବର୍ଷେ ପୂର୍ବେ ମୟୂରଭଞ୍ଜ-ଝାଡ଼ଖଣ୍ଡ ସୀମାନ୍ତ ଅଞ୍ଚଳରୁ...

ସଡ଼କ ଦୁର୍ଘଟଣା ଦୂରେଇଦେଲା ୩୦ ବର୍ଷ

ରାଜନଗର, ୧୦ା୧୦ (ଭାସ୍କର ରାଉତରାୟ):ପେଟ ପୋଷିବା ପାଇଁ ୩୦ ବର୍ଷ ତଳେ ଗାଁ ଘର ଛାଡ଼ି ରାଜସ୍ଥାନ ଯାଇଥିବା କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଯୁବକ ଯାମିନୀ ସେଠୀଙ୍କ ଖୋଜଖବର ମିଳି ନ ଥିଲା। ବର୍ଷ...

ନୋଟିସ୍‌ ଦେବାକୁ ଆସି ପୋଲିସ ହଟହଟା

ପଟ୍ଟାମୁଣ୍ଡାଇ,୧୦ା୧୦ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ ଶନିବାର ବଡ଼ମହନପୁର ପଞ୍ଚାୟତ କଣିପାଳ ଗାଁକୁ ୧୦୭ ଦଫା ନୋଟିସ ଦେବାକୁ ଆସି ହଟହଟା ହୋଇଥିବା ଭାଇରାଲ ଭିଡିଓରୁ ଜଣାପଡ଼ିଛି। ଏପରିକି ସମନ ଦେବାକୁ ଆସି ପୋଲିସ କାହିଁକି ଲାଞ୍ଚ...

୩୦ ବର୍ଷ ପରେ ମନେ ପଡ଼ିଲା ଗାଁ କଥା

ରାଜନଗର, ୯ା୧୦(ଭାସ୍କର ରାଉତରାୟ): ୩୦ ବର୍ଷ ତଳର ମର୍ମଭେଦୀ ଘଟଣାଟି ଏବେ ରାଜନଗର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭାବ ଅନାଟନ ଭିତରେ ଥିବା ରାଜନଗର ବ୍ଲକ ଅନ୍ତର୍ଗତ ଢୋଲମରା ଗାଁର ଜାମିନୀ ସେଠୀ ପେଟ ପୋଷିବା ପାଇଁ ଗାଁ...

ଜଗରିଜୋର-ଭୋପାଳ ମୁଖ୍ୟ ରାସ୍ତାରେ ମଇଁଷି ଗୋଠ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଜଗରିଜୋରଠାରୁ ଭୋପାଳ ଗ୍ରାମ୍ୟ ଉନ୍ନୟନ ମୁଖ୍ୟ ରାସ୍ତାର ପାଣିଖିଆ ସାନ୍ତାଳପଡ଼ା ଗ୍ରାମ ସନ୍ନିକଟରେ ବହୁ ମଇଁଷି ଗୋଠ କରି ବନ୍ଧାଯାଉଛି। ଫଳରେ ଏହି ମୁଖ୍ୟ ରାସ୍ତାରେ ଆମ୍ବୁଲାନ୍ସ, ଦମକଳ...

କେ-ଫର୍ମ କେଁରେ ହନ୍ତସନ୍ତ ଉପାନ୍ତ ଅଞ୍ଚଳବାସୀ

କେନ୍ଦ୍ରାପଡ଼ା, ୯ା୧୦(ଜଗନ୍ନାଥ ଧଳ):ଜଙ୍ଗଲ ଜମି ଅନଧିକାର ଭାବେ ଦଖଲ ଥିଲେ କେ-ଫର୍ମରେ ଜରିମାନା ଆଦାୟ ହେଉଛି। ତେବେ ଏହି କେ-ଫର୍ମରେ ଜରିମାନା ଆଦାୟ ପାଉତି ପାଇଁ କେନ୍ଦ୍ରାପଡ଼ା ଜିଲା ଉପାନ୍ତ ଅଞ୍ଚଳବାସୀ ହନ୍ତସନ୍ତ ହେଉଛନ୍ତି। ବନ ବିଭାଗ ଏହି ଜମି...

ଆବାସ ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ସ୍ବପ୍ନ

ଡେରାବିଶ,୮ା୧୦(ବେବର୍ତା ଅଜୟ ଦାସ)ଗ୍ରାମାଞ୍ଚଳରେ ଛପର ଘରେ ରହୁଥିବା ସମସ୍ତ ଗରିବ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରିବାର ବ୍ୟବସ୍ଥା ହୋଇଛି।ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଗୃହ ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ହେଲେ କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଳକ ଅଞ୍ଚଳରେ ଏହି...

ପ୍ରଚାରରେ ସୀମିତ ପ୍ଲାଷ୍ଟିକ, ପଲିଥିନ ବର୍ଜନ

କେନ୍ଦ୍ରାପଡ଼ା, ୮ା୧୦(ଜଗନ୍ନାଥ ଧଳ)ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ସମ୍ପୂର୍ଣ୍ଣ ବର୍ଜନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୬ ଗାନ୍ଧୀ ଜୟନ୍ତୀରେ ଆହ୍ବାନ ଦେଇଥିଲେ। ଏହାକୁ ଇତିମଧ୍ୟରେ ୭ ବର୍ଷ ବିତିଛି। ସେହିପରି ବର୍ଜ୍ୟ ବସ୍ତୁ ପରିଚାଳନା...

ମରାମତି ଅଭାବ: କଚେରି ପୋଖରୀ କଚଡ଼ାପୂର୍ଣ୍ଣ

ପଟ୍ଟାମୁଣ୍ଡାଇ,୭ା୧୦ (ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇର ଐତିହାସିକ କଚେରି ପୋଖରୀ ପୁନର୍ନିର୍ମାଣ ଦାବିରେ ସହରବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ଏ ନେଇ ପଟ୍ଟାମୁଣ୍ଡାଇ ପୌର କର୍ତ୍ତୃପକ୍ଷ, ତହସିଲଦାର, ବିଡିଓ ଓ ଜିଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ...

ଦୋଛକିରେ ବାଣ ନିର୍ମାଣକାରୀଙ୍କ ଜୀବିକା

କେନ୍ଦ୍ରାପଡ଼ା, ୭ା୧୦(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି...

ବଢୁଛି ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା/ ପଟ୍ଟାମୁଣ୍ଡାଇ, ୫ା୧୦ (ଜଗନ୍ନାଥ ଧଳ/କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହର ଓ ଏହାର ଆଖପାଖ ଅଞ୍ଚଳରେ ମାନସିକ ବିକାରଗ୍ରସ୍ତଙ୍କ ସଂଖ୍ୟା ବଢ଼ୁଛି। ଏପରି ରୋଗୀମାନଙ୍କ ମଧ୍ୟରୁ କେତେଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବାବେଳେ ଆଉ କେତେକ ବାହାର ରାଜ୍ୟର ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri