କେନ୍ଦ୍ରାପଡ଼ା

ଗଁା ମୁହଁା ସାପ,କୁମ୍ଭୀର

କେନ୍ଦ୍ରାପଡ଼ା, ୬ା୮(ଜଗନ୍ନାଥ ଧଳ)ଲଗାଣ ବର୍ଷା ପରେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ବନ୍ୟା ଆସିଥିବା ବେଳେ ଏବେ ଜଳସ୍ତର କମିଛି ା ଏହାସତ୍ତ୍ୱେ ଜିଲାର ୫୬ ଗ୍ରାମ...

୭ ନଦୀର ବନ୍ୟାଜଳ ଗାଁରେ ପଶିଲା

କେନ୍ଦ୍ରାପଡ଼ା, ୫ା୮(ଜଗନ୍ନାଥ ଧଳ): ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ସିଷ୍ଟମରେ ଥିବା କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି। ରିପୋର୍ଟ ଲେଖା ପର୍ଯ୍ୟନ୍ତ ଲୁଣା, କରାଣ୍ଡିଆର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମ ପାଣି ଘେରରେ ରହିଛି।...

ବନ୍ୟା ବେଳେ ଦୁର୍ବଳ ହେଉଛି ନଦୀବନ୍ଧ କାମ

ମହାକାଳପଡ଼ା,୫ା୮ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ମହାନଦୀ, ଲୁଣା ଓ ପାଇକା ନଦୀରେ ଜଳସ୍ଥର ଶୁକ୍ରବାର ସା ସୁଦ୍ଧା ବୃଦ୍ଧି ପାଇବାରେ ଲାଗିଛି। ବନ୍ୟା ଜଳ ଘେରରେ ବ୍ଲକର ତିଖିରି, ଅମେଇପାଳ,...

ଆଳିରେ ପ୍ରଥମ ବନ୍ୟା: ୧୫ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ

ଆଳି,୫ା୮(ବନମାଳୀ ସେନାପତି ): ଆଳି ବ୍ଲକକୁ ଚତୁଃପାର୍ଶ୍ୱରେ ଘେରି ରହିଥିବା ବ୍ରାହ୍ମଣୀ, ଖରସ୍ରୋତା ଓ ଶାଖା କାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ନଦୀ ଜଳସ୍ତର ବୃଦ୍ଧି ପାଇ ବ୍ଲକର ପେତପଡ଼ା ପଞ୍ଚାୟତର ପେତପଡ଼ା, ଖରଖରି, ବାରମାଣିଆ, ଠାକୁରପାଟଣା, କୋଳିଡିହ...

ଭିତରକନିକା ରାସ୍ତା କାମ ବନ୍ଦ, ପର୍ଯ୍ୟଟକ ହୀନସ୍ତା

ରାଜନଗର,୪ା୮ (ଭାସ୍କର ରାଉତରାୟ): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଗତ ମଙ୍ଗଳବାର ଖୋଲିଛି। ୩ ମାସ ଧରି ଭିତରକନିକା କୁମ୍ଭୀର ପ୍ରଜନନ ନିମନ୍ତେ ବନ୍ଦ ରହିବା ପରେ ଖୋଲି ଥିବାରୁ ଉତ୍ସାହର ସହ ପର୍ଯ୍ୟଟକମାନେ ଭିତରକନିକା...

ନିର୍ମାଣାଧୀନ ଅଙ୍ଗନଓ୍ବାଡି କେନ୍ଦ୍ର କାନ୍ଥ ଭୁଶୁଡ଼ିଲା

ପଟ୍ଟାମୁଣ୍ଡାଇ,୪ା୮(ଅକ୍ଷୟ ବିଶ୍ୱାଳ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ୱାର୍ଡ ନଂ. ୮ରେର ନିର୍ମାଣାଧୀନ ଏକ ଅଙ୍ଗନଓ୍ବାଡି କେନ୍ଦ୍ରର ଗୋଟିଏ ପାର୍ଶ୍ୱ କାନ୍ଥ ଭୁଶୁଡି ପଡ଼ିଛି। ଅଙ୍ଗନଓ୍ବାଡି କେନ୍ଦ୍ରର ନିର୍ମାଣ ପାଇଁ ୭ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ କାନ୍ଥଟି...

ବ୍ରାହ୍ମଣୀ ପାଣି ଧୋୟାଞ୍ଚଳକୁ ବିଚ୍ଛିନ୍ନ କରିବ

କେନ୍ଦ୍ରାପଡ଼ା,୪ା୮ (ଜଗନ୍ନାଥ ଧଳ): ଲଗାଣ ବର୍ଷା ପରେ ମହାନଦୀରେ ବନ୍ୟା ଜଳ ଆସିଛି। ଗୁରୁବାର ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀଠାରେ ୯.୨୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ବୋଲି ଜଳ ସମ୍ପଦ ବିଭାଗ ସୂଚନା ଦେଇଛି। ସେହିପରି ରେଙ୍ଗାଲି ଗେଟ...

କାଜୁ ଜଙ୍ଗଲ ସଂଲଗ୍ନ ସୁରକ୍ଷା ବନ୍ଧ ପ୍ରଭାବିତ

ମହାକାଳପଡ଼ା,୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ମହାନଦୀରେ ବନ୍ୟାଜଳ ପ୍ରବେଶ କରିଛି। କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ନିକଟରେ ମହାନଦୀ ବଙ୍ଗୋପସାଗର...

ଜିଲାବାସୀ ପ୍ରକଳ୍ପ ପ୍ରତିଶ୍ରୁତିରେ ଅଣନିଃଶ୍ୱାସୀ

କେନ୍ଦ୍ରାପଡ଼ା, ୨।୮ (ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପ୍ରସ୍ତୁତିରେ ରାଜ୍ୟର ବୃହତ ୩ ରାଜନୈତିକ ଦଳ ତପତ୍ର ହୋଇଛନ୍ତି। ବିଭିନ୍ନ ରଣନୀତି ବୈଠକରେ ପ୍ରସ୍ତୁତ ହେଉଥିବା ବେଳେ ସାଙ୍ଗଠନିକ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି। ଅପରପକ୍ଷରେ ଅର୍ଥନୈତିକ ଅଭିବୃଦ୍ଧିରେ ରାଜ୍ୟର ୨୬ତମ...

ପୋତି ହୋଇଯିବ ପଟ୍ଟାମୁଣ୍ଡାଇ କେନାଲ

କେନ୍ଦ୍ରାପଡା, ୨।୮(ଜଗନ୍ନାଥ ଧଳ): କଟକ ଜଗତପୁରଠାରୁ ବାହାରିଥିବା ପଟ୍ଟାମୁଣ୍ଡାଇ କେନାଲ ପ୍ରତି ବିପଦ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ ଶୁକୁଆ ସାହିଠାରୁ କଖାରୁଣି ପୋଲ ପର୍ଯ୍ୟନ୍ତ ନୂତନ ବାଇପାସ ରାସ୍ତା ନିର୍ମାଣ କାମରେ ବ୍ୟବହାର ପଙ୍କୁଆ ମାଟି ବୋହି କେନାଲ ଶଯ୍ୟା...

ମହାକାଳପଡ଼ାରେ ୧୮ ଗାଁ ସୁନାମିପ୍ରବଣ

ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ସମୁଦ୍ର କୂଳିଆ ଅଞ୍ଚଳର ୧୮ ଗ୍ରାମକୁ ସୁନାମିପ୍ରବଣ ଭାବେ ଚିହ୍ନଟ କରାଯାଇଛି। ତେବେ ଚିହ୍ନଟ ହୋଇଥିବା ଗାଁଗୁଡ଼ିକର ଲୋକମାନେ ସୁନାମି ପ୍ରଭାବରୁ ବର୍ତ୍ତିବା ପାଇଁ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା...

କୁପୋଷଣରେ ୩୬୨୯ ଶିଶୁ ଶଢୁଛନ୍ତି

କେନ୍ଦ୍ରାପଡ଼ା, ୩୧ା୭ (ଜଗନ୍ନାଥ ଧଳ):ଶିଶୁ ଆମ ଦେଶର ବଡ଼ ସମ୍ପତ୍ତି। ଗୋଟିଏ କଅଁଳ ଶିଶୁର ଆଖିକୁ ଦେଖିଲେ ପୃଥିବୀର ସପ୍ତାଶ୍ଚର୍ଯ୍ୟ ଭୁଲିବାକୁ ପଡ଼େ। ଏପରି ଅନେକ କଥା ଶିଶୁ ସଚେତନତା କାର୍ଯ୍ୟକ୍ରମରେ ଶୁଣିବା ବିଚିତ୍ର ନୁହେଁ। ସେହିପରି କେନ୍ଦ୍ର ଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri