କେନ୍ଦ୍ରାପଡ଼ା

ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟା ୧୭୯୩ରେ ପହଞ୍ଚିଲା

ରାଜନଗର, ୧୪ା୧(ଡି.ଏନ.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାୟରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳଗୁଡିକରେ ୧୭୮୪ଟି...

ପ୍ରୋତ୍ସାହନ ଅଭାବ: ଲୁଣିମାଠିଆ ଆଦିବାସୀ ହକି ଖେଳାଳି

ମହାକାଳପଡ଼ା,୧୩ା୧(ଡି.ଏନ୍‌.ଏ.): ହକି ବିଶ୍ୱକପ୍‌ ପାଇଁ ସାରା ଓଡ଼ିଶା ସହ ବିଶ୍ୱ ଚଳଚଞ୍ଚଳ ହୋଇଉଠିଛି। ରାଜ୍ୟର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଭିନ୍ନ ଦେଶରୁ ଆସିଥିବା ଖେଳାଳି ଖେଳ ନୈପୁଣ୍ୟତା ଦେଖାଇବେ। ହେଲେ କେନ୍ଦ୍ରାପଡ଼ା...

ତଟବନ୍ଧ ସୁରକ୍ଷା ନେଇ ଜିଲାପାଳଙ୍କୁ ଭର୍ତ୍ସନା

କେନ୍ଦ୍ରାପଡ଼ା ଅଫିସ, ୧୨ା୧: ହରିଦାସପୁର-ପାରାଦୀପ ନୂଆ ବ୍ରଡ୍‌ଗେଜ ରେଳପଥରେ ମହାନଦୀ ଓ ବ୍ରାହ୍ମଣୀ ତଟର ଲଘୁ ଖଣିଜ ସମ୍ପଦ ବିନିଯୋଗ ବିରୋଧରେ ହୋଇଥିବା ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ମାମଲାର ଶୁଣାଣୀ ଗତ ୯ ତାରିଖରେ ହୋଇଛି। କେନ୍ଦ୍ରାପଡ଼ା ଜିଲାପାଳ...

ଆଦର୍ଶ ପୋଖରୀ ନିର୍ମାଣ ନାଁରେ ଅର୍ଥ ଆତ୍ମସାତ୍‌

ପଟ୍ଟାମୁଣ୍ଡାଇ, ୧୧।୧(ସ୍ବ.ପ୍ର.): ଆଦର୍ଶ ପୋଖରୀ ପୁନରୁଦ୍ଧାର ନାମରେ ଲକ୍ଷାଧିକ ଟଙ୍କା ଆତ୍ମସାତ୍‌ କରାଯାଇଥିବା ଅଭିଯୋଗ ହେଉଛି। ୩ ଦଫାରେ ସେହି ଟଙ୍କା ଖର୍ଚ୍ଚ କରାଯାଇଛି। ସେହି ପୋଖରୀ ଏବେ ଆବର୍ଜନା କୁଣ୍ଡଠୁ ବଳେଇ ପଡ଼ିଛି। ପୋଖରୀ ପାଣିରେ ଗୋଡ଼ ବୁଡ଼ାଇଲେ...

ହକି ମାସ୍କଟରେ ଓଲି ହସୁଛି, ଗହୀରମଥାରେ ମରୁଛି

ଜଗନ୍ନାଥ ଧଳ କେନ୍ଦ୍ରାପଡ଼ା ଅଫିସ, ୧୧ା୧: ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ ପରେ ଏହାର ଡେମୋ କପ କେନ୍ଦ୍ରାପଡ଼ା ଜିଲାକୁ ସୋମବାର ଆସିଛି। ୨ଦିନ ଧରି ଜିଲାର ବିଭିନ୍ନ ସ୍ଥାନରେ ଏହାକୁ ସ୍ବାଗତ କରାଯାଇଛି। ଏହି ଅବସରରେ ହକିର ମାସ୍କଟ...

ନିଷିଦ୍ଧାଞ୍ଚଳରେ ଚାଲିଛି ଟ୍ରଲର, କଇଁଛ ମରୁଛନ୍ତି

କେନ୍ଦ୍ରାପଡ଼ା ଅଫିସ,୧୦ା୧: ବିଶ୍ୱ ପ୍ରସିଦ୍ଧ ଗହୀରମଥା ଅନ୍ତୁଡ଼ିଶାଳରେ ଦ୍ରୁତଗତିରେ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ମୃତ୍ୟୁ ହେଉଛି। ଗହୀରମଥା ସାମୁଦ୍ରିକ ଅଞ୍ଚଳର ମାଦଳିରେ ଏକ ଏନ୍‌ଜିଓର ସଦସ୍ୟମାନେ ୨୦ ମୃତ କଇଁଛ ଦେଖିବା ପରେ ବାଲିରେ ରବିବାର ପୋତିଛନ୍ତି। ଅପରପକ୍ଷରେ ନିଷିଦ୍ଧାଞ୍ଚଳରେ...

କ୍ଷେତକୁ ଜଳସେଚନ ଚୁଆ ମେଣ୍ଟାଉଛି

ମହାକାଳପଡ଼ା,୧୦ା୧ (ଡି.ଏନ.ଏ.): ମହାନଦୀର ଜଳସ୍ତର କମୁଥିବାରୁ ସମୁଦ୍ର ଜୁଆର ଲୁଣାପାଣି ନଦୀ ମଧ୍ୟକୁ ଚାଲି ଆସୁଛି। ଫଳରେ ଖରାଦିନିଆ ଡାଳୁଅ ଧାନ କରୁଥିବା ଚାଷୀମାନେ ବାଧ୍ୟହୋଇ ଜମି ନିକଟରେ ଛୁଆକରି ଚାଷଜମିକୁ ଜଳସେଚିତ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ପକ୍ଷରୁ ରିହାତି...

୨୦ରୁ ଅଧିକ ମୃତ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ପୋତାଗଲା

ମହାକାଳପଡ଼ା,୯ା୧(ଡି.ଏନ.ଏ.): ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ମାଦଳି ମୁହାଣ ବାଲୁକା ଶଯ୍ୟାରେ ୨୦ରୁ ଅଧିକ ମୃତ ଅଲିଭ୍‌ ରଡ୍‌ଲେ କଇଁଛଙ୍କୁ ରବିବାର ପୋତାଯାଇଛି। ହିନ୍ଦୁଶାସ୍ତ୍ର ଅନୁଯାୟୀ, କଇଁଛ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ଭାବେ ପୂରାଣ...

ଜାନୁୟାରୀରୁ କମିଲାଣି ମହାନଦୀ ଜଳ

କେନ୍ଦ୍ରାପଡ଼ା ଅଫିସ,୯ା୧: ଜାନୁୟାରୀ ଆରମ୍ଭରୁ ମହାନଦୀ ଜଳ କମିବା ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲାରେ ଏହି ସିଷ୍ଟମ୍‌ରେ ଥିବା ନଦୀଗୁଡିକ ଶୁଖିଯାଉଛି। ଲୁଣା, ଚିତ୍ରୋପତ୍ଳା, ବିରୂପା, ମହାନଦୀ ଆଦିରେ ପ୍ରବାହିତ ଜଳ କମିବା ଫଳରେ ବହୁ ମୁଖ୍ୟ ଓ ଶାଖା...

ବ୍ରାହ୍ମଣୀ ନଦୀଶଯ୍ୟାରୁ ବେଆଇନ ମାଟି ଉଠାଣ

ପଟ୍ଟାମୁଣ୍ଡାଇ,୯ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉଠାଇ ନେଇ କଷଣଅଣ୍ଟାଠାରେ ନିର୍ମାଣ ହେଉଥିବା କ୍ରିଟିକାଲ କେୟାର ହସ୍ପିଟାଲ କାର୍ଯ୍ୟରେ ଲଗା ଯାଉଛି। ସାଧାରଣ...

ଭିତରକନିକାରେ ୧,୮୫୨ ବିଦେଶୀ ପକ୍ଷୀ ବଢ଼ିଲେ

ରାଜନଗର,୯ା୧(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୬ ତାରିଖରେ ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ...

ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ମାଛଚାଷ

କେନ୍ଦ୍ରାପଡା ଅଫିସ, ୮।୧: ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ କୃଷିକୁ ଗୁରୁତ୍ୱ ଦିଆଯାଏ ା ତେବେ ସାଧାରଣ ଧାନ ଫସଲ ପରିବାରର ଅର୍ଥନୀତିକୁ ସମ୍ଭାଳି ପାରୁନାହିଁ ା ଫଳରେ ଜିଲାର ଯୁବ ମାନବସମ୍ବଳ ବିଦେଶମୁହଁା ହେଉଥିବା ବେଳେ ମହିଳାମାନେ ମାଛଚାଷ ପ୍ରତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri