କେନ୍ଦ୍ରାପଡ଼ା

ଅଶୃଖୋଳାର ପୁନରୁଦ୍ଧାର ହେଉନି, ଜଳ ସଙ୍କଟ ଆଶଙ୍କା

ପାଟକୁରା, ୭ା୧ (ଡି.ଏନ.ଏ.): କଟକ ସଦର, ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଦେଇ ଅଶୃଖୋଳା ନାମକ ଏକ ପ୍ରାକୃତିକ ଜଳାଶୟ ପୁରାତନ କାଳରୁ ପ୍ରବାହିତ ହେଉଥିବା ଦେଖାଯାଏ। ପୁରାତନ କାଳରେ ଯେତେବେଳେ ଗଁା ଗଣ୍ଡାରେ କୂଅ, ପୋଖରୀ ଓ...

ଉପାନ୍ତରେ ଓଡ଼ିଆ ଭାଷା ସ୍ଥିତି ସଙ୍କଟ

କେନ୍ଦ୍ରାପଡ଼ା ଅଫିସ, ୭ା୧: ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ସ୍ଥିତିକୁ ନେଇ ଗତ ୪ ତାରିଖରେ ଗୃହ କମିଟିର ସମୀକ୍ଷା ବୈଠକ ହୋଇଯାଇଛି। ଏଥିରେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟବହାର...

ମଧ୍ୟାହ୍ନଭୋଜନରେ ପୋକ, ଚୁଟି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ସଭିଁଏ ପଢ଼ିବେ ସଭିଁଏ ବଢ଼ିବେ ସର୍ବଶିକ୍ଷା ଅଭିଯାନର ସ୍ଲୋଗାନ। ଘରୋଇ ବିଦ୍ୟାଳୟ ପ୍ରତି ମୋହ ତୁଟାଇ କିପରି ସରକାରୀ ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ିବେ, ସେଥିପାଇଁ ତୃଣମୂଳ ସ୍ତରରେ ସରକାର ବିଦ୍ୟାଳୟକୁ ସରସ ସୁନ୍ଦର କରୁଛନ୍ତି। ୫-ଟି...

ହୁକିଟୋଲାରେ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି

ମହାକାଳପଡ଼ା,୬ା୧ (ଡି.ଏନ.ଏ.): ପର୍ଯ୍ୟଟନ ଋତୁ ଆସିଲେ ବଣଭୋଜି କରିବାକୁ ଆଖିଆଗରେ ହୁକିଟୋଲା କଥା ପଡେ। ଚତୁଃପାର୍ଶ୍ୱରେ ନୀଳ ଜଳରାଶି ମଝିରେ ଏହି ଦ୍ୱୀପ। ଘଞ୍ଚ ସବୁଜ ବନାନୀ ନଦୀର ଉଭୟପାର୍ଶ୍ୱରେ ବିସ୍ତୀର୍ଣ୍ଣ ହେନ୍ତାଳ ଜଙ୍ଗଲ ପ୍ରକୃତିର ଅନନ୍ୟ ସୃଷ୍ଟି। ଯେଉଁଠି...

ସ୍ତ୍ରୀଙ୍କୁ ହତ୍ୟା ନ କରି ୭ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ,୬ା୧: ପୋଲିସ ଉପରେ ସମସ୍ତଙ୍କ ବିଶ୍ୱାସ ଥାଏ। କୌଣସି ଅପରାଧ ଘଟିଲେ ତାହାର ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ହେଲେ ପୋଲିସ ଠିକ୍‌ ଢଙ୍ଗରେ ତଦନ୍ତ ନ କରି ଅପରାଧ କରି ନ...

ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

କେନ୍ଦ୍ରାପଡ଼ା ଅଫିସ,୬ା୧: କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଶୁକ୍ରବାର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୬ରୁ ଏହି ଗଣନା ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିବ। ୫ଟି ରେଞ୍ଜ୍‌ରେ ପକ୍ଷୀଗଣନା ଚାଲିଛି। ୧୭ଟି ଟିମ୍‌ ଏହି...

ଭିତରକନିକାରେ ଡଲ୍‌ଫିନ୍‌ ସଂଖ୍ୟା ବୃଦ୍ଧି

ରାଜନଗର,୫ା୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଭିତରକନିକାରେ ଡଲ୍‌ଫିନ୍‌ଙ୍କ ସଂଖ୍ୟା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଜଳାଶୟ ଅପେକ୍ଷା ସବୁଠୁ ଅଧିକ ଓ ବିଭିନ୍ନ ପ୍ରଜାତିର ଡଲଫିନ୍‌ ଗହୀରମଥା ଓ ଭିତରକନିକାରେ ରହିଥିବା ଦେଖିବାକୁ ମିଳିଛି। ଡିସେମ୍ବର ୨୧ରୁ ୨୩ ତାରିଖ ଯାଏ...

୩ ମୃତ ଛାତ୍ରଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା

ରାଜନଗର,୫ା୧(ଡି.ଏନ.ଏ.): ଗତମାସ ୨୩ରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତ ବଗପାଟିଆ ଗ୍ରାମର ୩ ସପ୍ତମ ଶ୍ରେଣୀ ଛାତ୍ର ବିଶାଳ,ସନ୍ଦୀପ,ବ୍ରିବେନ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ । ସେହି ଦୁଃଖରେ ପରିବାର ସଦସ୍ୟମାନେ ଏବେ ବି ଦୁଃଖରେ ଅଛନ୍ତି।...

ଜିଲାର ଅର୍ଦ୍ଧାଧିକ ଚାଷଜମି ଜଳସେଚନରୁ ବଞ୍ଚିତ

କେନ୍ଦ୍ରାପଡ଼ା ଅଫିସ, ୫ା୧: କେନ୍ଦ୍ରାପଡ଼ା ଜିଲାର ୧୧୮ ସ୍ଥାନରେ ସରକାରୀ ଧାନମଣ୍ଡି ଖୋଲିଛି। ବଳକା ଧାନ ବିକ୍ରି ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ ଦିଆଯାଇଛି। ତେବେ ଚଳିତବର୍ଷ ପୂର୍ବବର୍ଷ ତୁଳନାରେ ଖରିଫ ଧାନ ସଂଗ୍ରହ କମ ରହିବ ବୋଲି ପ୍ରାଥମିକ...

ଓଲଟିଲା ବସ୍‌: ୨୫ରୁ ଊର୍ଦ୍ଧ୍ୱ ଗୁରୁତର

ଆଳି ୪।୧(ଡି.ଏନ୍‌.ଏ.): କେନ୍ଦ୍ରାପଡା ଜିଲା ଆଳି ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାଜ୍ୟ ରାଜପଥର ଛପୋଲିଆଠାରେ ନାୟକ ଆଣ୍ଡ ନାୟକ ବସ୍‌ ବୁଧବାର ରାସ୍ତାର ତଳକୁ ଓଲଟି ପଡିଛି। ଏଥିରେ ଥିବା ୨୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି। ସ୍ଥାନୀୟ...

କେନ୍ଦ୍ରାପଡ଼ା ସହରରେ ବଢ଼ୁଛି ଜବରଦଖଲ

କେନ୍ଦ୍ରାପଡ଼ା ଅଫିସ, ୪ା୧: କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ଇତିମଧ୍ୟରେ ୧୫୪ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡି ରହିଛି। ଜବରଦଖଲ ଏକ ମୁଖ୍ୟ ସମସ୍ୟା ହୋଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ଠିକ୍‌ ଧରଣର...

ଧାନବିକ୍ରିକୁ ନେଇ ଚିନ୍ତାରେ ଚାଷୀ

ପଟ୍ଟାମୁଣ୍ଡାଇ, ୪ା୧(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକରେ ଚାଷୀମାନେ ଅଭାବୀ ଧାନ ବିକ୍ରିର ସମ୍ମୁଖୀନ ହୋଇ ନିରାଶ ହୋଇପଡିଲେଣି। ଚାଷୀଙ୍କୁ ଅଭାବୀ ଧାନ ବିକ୍ରି କରିବାକୁ ପ୍ରଶାସନ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି। ଧାନ କିଣା ତ୍ୱରାନ୍ବିତ ନ ହେବା ପଛରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri