ଆନନ୍ଦପୁର,୧୮ା୨(ସନ୍ତୋଷ କୁମାର ରାଉତ): ଆନନ୍ଦପୁର ପୌରପରିଷଦ ୭ ନଂ ଓ୍ବାର୍ଡର ଜଣେ ଯୁବକ ଡ୍ରେନ୍ରେ ପଡ଼ି ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ଏହି ଓ୍ବାର୍ଡର ଦଶରାପଦା ସାହିର…
କେନ୍ଦୁଝର,୧୮।୨: ପଞ୍ଚାୟତରେ ହେଉନି ବିକାଶମୂଳକ କାର୍ଯ୍ୟ, ତହସିଲଦାରଙ୍କ ଗୋଡ଼ ଧରି ନେହୁରା ହେଲେ ସରପଞ୍ଚ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ହାତିଡିହି ତହସିଲରେ।…
ପାଟଣା,୧୮।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ୪୯ ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥ ଖିରେଇଟାଙ୍ଗିରି ଟୋଲ ଗେଟ୍ ନିକଟରେ ରବିବାର ଗୁଳିମାଡ଼ ହୋଇଛି।…
ବଡ଼ବିଲ,୧୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ଗ୍ରାମରେ ମାଗେ ପର୍ବ ପାଳନ ପାଇଁ ହୋଇଥିବା ମଞ୍ଚ ନିକଟରେ ଲାଗିଥିବା ସାଉଣ୍ଡ ସିଷ୍ଟମକୁ…
କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଶନିବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ହରିଚନ୍ଦନପୁର ଥାନା…
ପାଟଣା,୧୭।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡ଼ା ପଞ୍ଚାୟତ ବାଲିବନ୍ଧ ଗ୍ରାମ ଅଙ୍ଗନଓ୍ବାଡି (କ) କେନ୍ଦ୍ର ପାଇଁ ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିଲା।…
ବଡବିଲ ୧୭।୨: କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟୋଣ୍ଟ ଗ୍ରାମରେ ଡିଜେ ସାଉଣ୍ଡ ସିଷ୍ଟମରେ ନିଆଁ ଲଗାଇଲେ ଦୁର୍ବୃତ୍ତ। ମାଘ ପର୍ବ ପାଳନ ଅବସରରେ…
କେନ୍ଦୁଝର,୧୭ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣିଜ ସମ୍ପଦ ଭରି ରହିଥିଲେ ହେଁ ସମସ୍ୟା କମ ନାହିଁ। ମାଟି ତଳେ ଅପାର ସମ୍ପଦ କିନ୍ତୁ ଉପରେ ଗରିବ…
କେନ୍ଦୁଝର,୧୬।୨(ନରେଶଚନ୍ଦ୍ର ପଟ୍ଟନାୟକ): ଭାଜପାର କେନ୍ଦୁଝର ଜିଲା ମିଡିଆ ସଂଯୋଜକ ଭାବେ ବ୍ରଜକିଶୋର ରାୟଙ୍କ ନାମ ଘୋଷଣା ହୋଇଛି। ଭାଜପାର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ …
କେନ୍ଦୁଝର,୧୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଏନ୍ଏଚ୍-୨୦ ବାଇପାସ ରାସ୍ତାର କଡ଼ରେ ସିଦ୍ଧମଠରୁ ଶିରିଶପାଳ ମଧ୍ୟରେ ଏବେ ସ୍ଲରି ପାଇପ ବିଛାଇବା କାମ ଚାଲିଛି। ଉକ୍ତ…