Advertisement

କେନ୍ଦୁଝର

ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ପୁଣି ଜଣେ ଛାତ୍ରୀ ଗର୍ଭବତୀ ଅଭିଯୋଗ: ଦୁଇ ମେଡିକାଲ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଦିନକୁ ଦିନ ଲଜ୍ଜାକର ଘଟଣା ସବୁ ଘଟୁଥିବାର ନଜର ଆସୁଛି। ଏହି କିଛିଦିନ ତଳେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପରେ ଯାଜପୁରର…

2 months ago
କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ…କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ…

କେନ୍ଦୁଝରରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ, ରିପୋର୍ଟକୁ ନେଇ…

କେନ୍ଦୁଝର,୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ଏସ୍‌ସି/ଏସ୍‌ଟି ବିଭାଗ ଅଧୀନରେ ଚାଲିଥିବା ଜଗନ୍ନାଥପୁର ହାଇସ୍କୁଲର ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଗର୍ଭବତୀ ହୋଇଥିବା…

2 months ago
ବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତାବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତା

ବଜାଉଥିଲେ ଟିଣଡ଼ବା: ମାଡ଼ି ଆସିଲା ଦନ୍ତା

ଯୋଡ଼ା,୨୮ା୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବାମେବାରି ସେକ୍ସନ ନମ୍ବିରା ମୁଣ୍ଡାସାହିରେ ଏକ ଦନ୍ତାହାତୀ ଜଣେ ଯୁବକଙ୍କୁ ଦଳିଦେଇଛି। ଫଳରେ ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ…

2 months ago
ମାର୍ଚ୍ଚ ୨ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀମାର୍ଚ୍ଚ ୨ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୨ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି…

2 months ago
କମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣାକମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

କମ୍ପାନୀ ଉପସଭାପତିଙ୍କୁ ଅପହରଣ ଘଟଣା: ଅଭିଯୁକ୍ତଙ୍କୁ ଧରାଇ ଦେଲେ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା

ବଡ଼ବିଲ,୨୭ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଗ୍ରଓ୍ବୋଲ କମ୍ପାନୀ (ଗ୍ରଓ୍ବୋଲ ମିନେରାଲସ୍‌ ଆଣ୍ଡ୍‌ ମେଟାଲସ୍‌ ଏଲ୍‌ଏଲ୍‌ପି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ନିମାନନ୍ଦ ପ୍ରଧାନଙ୍କ ଅପହରଣ ଘଟଣାରେ ପୋଲିସ ଏବେ…

2 months ago
ଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ଛାତ୍ରଙ୍କ ଉପରେ ମାଡ଼ିଗଲା ଛତୁଆ ବୋଝେଇ ଟ୍ରକ୍‌, ଚାଲିଗଲା ଜୀବନ

ହାଟଡିହୀ,୨୭ା୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ହଦଗଡ଼ ଚେତନା କେନ୍ଦ୍ର ନିକଟରେ ଏକ ଛତୁଆ ବୋଝେଇ ଟ୍ରକ୍‌ ଚଢ଼ିଯିବାରୁ ଜଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

2 months ago
ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ନେଇ ଥାନାରେ ମାମଲା ସମାଧାନଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ନେଇ ଥାନାରେ ମାମଲା ସମାଧାନ

ଘରୋଇ ଶିକ୍ଷାନୁଷ୍ଠାନରେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ନେଇ ଥାନାରେ ମାମଲା ସମାଧାନ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ପଣ୍ଡାପଡ଼ା ଥାନା ଅନ୍ତର୍ଗତ ମସିଣାଯୋଡ଼ିସ୍ଥିତ ଏକ ଆବାସିକ ବିଦ୍ୟାଳୟରେ ଜଣେ ଜୁଆଙ୍ଗ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଗ୍ରାମରେ…

2 months ago
ରାତିରେ ଗୋ ଚାଲାଣ ବେଳେ ଦୁଇ ଗୋଷ୍ଠି ମୁହଁାମୁହିଁ, ୩୧ ଗୋରୁ ଉଦ୍ଧାରରାତିରେ ଗୋ ଚାଲାଣ ବେଳେ ଦୁଇ ଗୋଷ୍ଠି ମୁହଁାମୁହିଁ, ୩୧ ଗୋରୁ ଉଦ୍ଧାର

ରାତିରେ ଗୋ ଚାଲାଣ ବେଳେ ଦୁଇ ଗୋଷ୍ଠି ମୁହଁାମୁହିଁ, ୩୧ ଗୋରୁ ଉଦ୍ଧାର

ଆନନ୍ଦପୁର,୨୬।୨(ସୁଶାନ୍ତ କୁମାର ସାହୁ ): ରାତିରେ ପିକପ ଭ୍ୟାନ ଯୋଗେ ବାହାରକୁ ଚାଲାଣ କରା ଯାଉଥିଲା ଗୋରୁ। କିନ୍ତୁ ମଙ୍ଗଳବାର ରାତିରେ ଗ୍ରାମବାସୀଙ୍କୁ ସାଇଟ ମାରି ଦ୍ରୁତ…

2 months ago
ଚୋରାଚାଲାଣ ହେଉଥିଲା ଶାଳକାଠ:ମାଡ଼ିବସିଲା ବନବିଭାଗଚୋରାଚାଲାଣ ହେଉଥିଲା ଶାଳକାଠ:ମାଡ଼ିବସିଲା ବନବିଭାଗ

ଚୋରାଚାଲାଣ ହେଉଥିଲା ଶାଳକାଠ:ମାଡ଼ିବସିଲା ବନବିଭାଗ

ପାଟଣା,୨୬/୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ଦଉଳି ଭିଜା ଗାଁ ନିକଟ ଜଙ୍ଗଲରୁ ବୁଧବାର ସକାଳୁ ଚେରା ଶାଳକାଠ ଜବତ ହୋଇଛି। କାଠ…

2 months ago
ମଝି ରାସ୍ତାରେ ଅଟକିଲେ ହାତୀପଲମଝି ରାସ୍ତାରେ ଅଟକିଲେ ହାତୀପଲ

ମଝି ରାସ୍ତାରେ ଅଟକିଲେ ହାତୀପଲ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ ପାରି…

2 months ago