କେନ୍ଦୁଝର

ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ

ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି ପ୍ରଥମେ…

4 years ago

ଡିଆରଡିଏ କାର୍ଯ୍ୟାଳୟ ଘେରାଉ କଲେ ଗାଁ ସାଥୀ

କେନ୍ଦୁଝର,୭।୧(ସ୍ବ.ପ୍ର.): ମହାତ୍ମାଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ସମ୍ପାଦନ ପାଇଁ ନିୟୋଜିତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଗାଁ ସାଥୀ ସଂଘ…

4 years ago

କାନଝରୀ ଡ୍ୟାମ୍‌: କେମିତି ଯିବେ

କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଅନ୍ତର୍ଗତ କାନଝରୀ ନଦୀରେ ବନ୍ଧାଯାଇଛି କାନଝରୀ ଡ୍ୟାମ୍‌। ଜଙ୍ଗଲ ପରିବେଷ୍ଟିତ ଏହି ଜଳଭଣ୍ଡାରର ସୌନ୍ଦର୍ଯ୍ୟ ବେଶ ମନରୋମ। ସଦର, ଘଟଗାଁ ଓ…

4 years ago

ମାନ୍ୟତା ଅପେକ୍ଷାରେ କାଇଁଝରୀ ଜଳପ୍ରପାତ

କେନ୍ଦୁଝର, ୬ା୧(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ ଭରି ରହିଛି ବହୁ ଅନାଲୋଚିତ ପ୍ରାକୃତିକ ଜଳପ୍ରପାତ । ସେଥି ମଧ୍ୟରୁ ବାଂଶପାଳ ବ୍ଲକ ଅନ୍ତର୍ଗତ ତଳବାଲି ନିକଟରେ ବିଲାରୀଗୋଠ ପାହାଡ଼ରେ ରହିଛି…

4 years ago

ହୁଡ଼ିସାହିରେ ବିଜୁଳି ସାତସପନ

ଚମ୍ପୁଆ,୬।୧(ଡି.ଏନ.ଏ.)- ଦ୍ୱୀପ ତଳ ଅନ୍ଧାର ଭଳି ସ୍ବାଧୀନତାର ୭୨ ବର୍ଷ ପରେବି ବିଜୁଳି ଆଲୁଅ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଚମ୍ପୁଆ ଏନ୍‌ଏସି ଅଧୀନରେ ରହିଥିବା ୧୩ ନଂ…

4 years ago

ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଆନ୍ଦୋଳନ

କେନ୍ଦୁଝର,୪।୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଧଳପୁର ଗ୍ରାମର ଗୋପବନ୍ଧୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବା ଦାବିରେ ଏବଂ ବିଦ୍ୟାଳୟ ମିଶ୍ରଣ ପ୍ରତିବାଦରେ ଧଳପୁର ଗ୍ରାମର ଅଭିଭାବକ ଓ…

4 years ago

ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟ ସେବା

ଯୋଡା, ୩।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ କମାରଯୋଡ଼ାରେ ରହିଛି ସରକାରୀ ଡାକ୍ତରଖାନା। ଏଠାରେ ଡାକ୍ତର, କର୍ମଚାରୀ ଅଭାବ ଯୋଗୁ ସ୍ଥାନୀୟ ଲୋକେ ଉତ୍ତମ ସେବା ପାଇବାରୁ ବଞ୍ଚିତ…

4 years ago

ସିସିଟିଭିରେ ବିନା ହେଲମେଟ ଧରପଗଡ଼, ଦେଢ଼ ଲକ୍ଷ ଟଙ୍କାର ଫାଇନ ଗଣିଲେ ଖିଲାପକାରୀ

କେନ୍ଦୁଝର,୨।୧(ସ୍ବ.ପ୍ର.) : ନୂଆବର୍ଷ ଠାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦୁଝର ଜିଲାରେ ଆରମ୍ଭ ହୋଇଛି ମୋଟରଯାନ ନିୟମ। ବିଶେଷ କରି ହେଲମେଟ ଓ ବେପରୁଆ ଗାଡ଼ିଚାଳନା…

4 years ago

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ମହିଳା ଗୁରୁତର

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ରାଜାଭାଡ଼ି ସାପ୍ତାହିକ ହାଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗାରେ ପିଟି ଦୁର୍ବୃତ୍ତମାନେ…

4 years ago

ସୋଲାର ସିଷ୍ଟମ ନଳକୂପ ଅଚଳ

ଝୁମ୍ପୁରା, ୨।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ପାହାଡ଼ିଆ ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା ନ ଥିବାରୁ ଗଭୀର ନଳକୂପ କରି ସୋଲାର ସିଷ୍ଟମ ଜରିଆରେ ପାଣି ଉଠାଯାଇ…

4 years ago