କେନ୍ଦୁଝର

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣା,୧।୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ସହ ଦେଶ ଓ ରାଜ୍ୟ ଲଢେଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଟଣା ସ୍ଥିତ ବୈତରଣୀ ମହିଳା ମିଶନ ଶକ୍ତିର ସଦସ୍ୟାମାନେ…

5 years ago

ବଜ୍ରପାତରେ ଜଳିଗଲା ବୃଦ୍ଧାଙ୍କ ଘର: ୯ ଛେଳି, ୧୨ କୁକୁଡା ଜୀବନ୍ତ ଦଗ୍ଧ

ହାଟଡ଼ିହୀ,୧/୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡ଼ିଆ ଗ୍ରାମ ମହାକୁଡ଼ ସାହିରେ ବଜ୍ରପାତରେ ବିଧବା ବୃଦ୍ଧା ଯମୁନା ହୋତାଙ୍କ ୩ ବଖରା ଘର ପୋଡିଯାଇଛି।…

5 years ago

ନନ୍ଦିପଦା ଥାନା ଅଧିକାରୀଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ

ହାଟଡ଼ିହୀ, ୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ନନ୍ଦିପଦା ଭାରପ୍ରାପ୍ତ ଥାନା ଅଧିକାରୀ ପରେଶ ମହାନ୍ତିଙ୍କୁ କରୋନା ଯୋଦ୍ଧା ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆନନ୍ଦପୁର ଭାଜପା ବିଧାୟକ…

5 years ago

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୧୨ ବଖରା ଜଳିଗଲା

ହାଟଡିହୀ,୩୦।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାବଳେଶର ପଞ୍ଚାୟତ ଡିମିରିଆ ଗ୍ରାମରେ ଗୁରୁବାର ରାତିରେ ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ ସୁବାଷ ପ୍ରଧାନ, ଲକ୍ଷ୍ମଣ…

5 years ago

ଖଣିଜ ପରିବହନ ଉପରେ ଗୁରୁତ୍ୱ ଦିଅ: ଜିଲାପାଳ

ଯୋଡ଼ା,୧ା୫ (ଡି.ଏନ୍‌.ଏ.)-ଖଣିଜ ପରିବହନକୁ ସୁଚାରୁରୂପେ କରିବା ନେଇ କେନ୍ଦୁଝର ଜିଲା ଯୋଡା ପୌରପାଳିକା ସଭାଗୃହଠାରେ ଗୁରୁବାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲାପାଳ ଆଶିଷ ଠାକରେ,…

5 years ago

ଗଳାବାଟ ଦେଇ ପାର୍‌ ହେଉଛନ୍ତି ଶ୍ରମିକ

ଚମ୍ପୁଆ,୧ା୫ (ଡି.ଏନ୍‌.ଏ.)- କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ସବୁସ୍ତରରେ ସତର୍କତା ମୂଳକ ପଦକ୍ଷେପ ନିଆ ଯାଉଛି। ଜିଲା ତଥା ରାଜ୍ୟବାହାରୁ ଆସୁଥିବା…

5 years ago

ଲକ୍‌ଡାଉନ ବେଳେ ଚୋରା ମଦ କାରବାର: ୪ ଗିରଫ

ବଡ଼ବିଲ, ୩୦ା୪(ସ୍ବ.ପ୍ର.)-ଲକ୍‌ଡାଉନ ପାଇଁ ବିଭିନ୍ନ ଦୋକାନ ଖୋଲିବା ନେଇ କଟକଣା ଲାଗିଥିବାବେଳେ ମଦ ବିକ୍ରି ଉପରେ ନିଷେଧାଦେଶ ଲାଗିଛି। ହେଲେ ଲୁଚାଛପାରେ ବିକ୍ରି ହେଉଛି ମହୁଲି ଓ…

5 years ago

କରୋନା ମୁକାବିଲା ଲାଗି ଶପଥ ନେଲେ ମହିଳା

କେନ୍ଦୁଝର, ୩୦ା୪ (ସ୍ବ.ପ୍ର.)-କରୋନା ମୁକାବିଲା ଲାଗି କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଗ୍ରାମରେ ସାମାଜିକ ଦୂରତ୍ୱ ସହ ନିୟମିତ ମାସ୍କ ପିନ୍ଧିବା ନେଇ ଗ୍ରାମରେ…

5 years ago

ଚେକଡ୍ୟାମ୍‌ରେ ବୁଡ଼ିି ବ୍ୟକ୍ତିଙ୍କ ଜୀବନ ଗଲା

ପାଟଣା, ୩୦ା୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ଥାନା ସାହାରପଡା ବ୍ଲକ କମାରମରା ଚେକଡ୍ୟାମରେ ବୁଡି ଜଣେ ୫୫ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ମୃତକ ହେଲେ ଭଦ୍ରଖ…

5 years ago

୪ହଜାର ମାସ୍କ ବଣ୍ଟନ

ଚମ୍ପୁଆ, ୩୦।୪(ଡି.ଏନ.ଏ)- କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ହାତଧୂଆ ଓ ମାସ୍କ ପିନ୍ଧିବା ଅତ୍ୟାବଶକ ହୋଇ ପଡିଥିବା ବେଳେ ଚମ୍ପୁଆ ବ୍ଲକର ୯ ଗୋଟି…

5 years ago