Advertisement

କେନ୍ଦୁଝର

ଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରାଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା

ଆନନ୍ଦପୁରରେ ୫ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା

ଆନନ୍ଦପୁର,୧୯। ୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ୫ ମାଟ୍ରିକ୍‌ ପରୀକ୍ଷାକେନ୍ଦ୍ରରେ ୧୪୪ ଧାରା ଲାଗୁ କରାଯାଇଛି। ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ପରିଗଣିତ ଏହି କେନ୍ଦ୍ରଗୁଡିକରେ…

5 years ago
ମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷ

ମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷ

ପାଟଣା,୧୯।୨(ସ୍ବ.ପ୍ର.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ ପରୀକ୍ଷା…

5 years ago
ଚୋରା ଚାଲାଣ କାଠ ଜବତଚୋରା ଚାଲାଣ କାଠ ଜବତ

ଚୋରା ଚାଲାଣ କାଠ ଜବତ

କେନ୍ଦୁଝର,୧୯।୨ (ସ୍ବ.ପ୍ର.): କେନ୍ଦୁଝର ବନ ବିଭାଗ ପକ୍ଷରୁ ବିଭିନ ସ୍ଥାନରୁ ଚୋରା ଚାଲାଣ କାଠ ସହିତ ତିନୋଟି ଗାଡି ଜବତ କରାଯାଇଛି। ବାଉରୀପଦା ନିକଟରୁ ଦୁଇଟି ଓ…

5 years ago

ବିକାଶଠୁ ବହୁ ଦୂରରେ ଉରୁମୁଣ୍ଡା ଗାଁ

ରାଇସୁଆଁ, ୧୮।୨(ଡି.ଏନ.ଏ.)-ସରକାର ଗାଁର ବିକାଶ ନ ହେଲେ ଦେଶର ବିକାଶ ଅସମ୍ଭବ ବୋଲି ଗାଁ ର ବିକାଶ ପାଇଁ ଗମନାଗମନ ବ୍ୟବସ୍ଥା ସହ ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ…

5 years ago
ଟ୍ରକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତଟ୍ରକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

ଟ୍ରକ୍‌ ପଛରୁ ଧକ୍କାଦେଲା ଟ୍ରକ୍‌: ଡ୍ରାଇଭର ମୃତ

କେନ୍ଦୁଝର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଶିରିଷପାଳ ୨୦ନଂ. ଜାତୀୟ ରାଜପଥ କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ପଛରୁ ଅନ୍ୟ ଏକ ଟ୍ରକ୍‌ ଧକ୍କା ଦେବାରୁ ଡ୍ରାଇଭରଙ୍କର ଘଟଣାସ୍ଥଳରେ…

5 years ago
ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌

ପରୀକ୍ଷଣ ପରେ ବୈତରଣୀ ବ୍ୟାରେଜର ଖୋଲାଗଲା ଦୁଇଟି ଗେଟ୍‌

ଆନନ୍ଦପୁର,୧୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ବ୍ୟାରେଜର ଦୁଇଟି ଗେଟ୍‌ ସୋମବାର ମଧ୍ୟାହ୍ନରେ ଖୋଲାଯାଇ ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ମାତ୍ର ୪ ଇଞ୍ଚ…

5 years ago
ସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନ

ସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନ

ହାଟଡିହୀ,୧୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ ଅଧୀନରେ ଛେନାପଦି, ବିଦ୍ୟାଧରପୁର ଓ ଆଗରପଡ଼ାରେ ମିଶି ମୋଟ ୪ଟି ସେକ୍ଟର ରହିଛି। ଏହି…

5 years ago
ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ବସଷ୍ଟାଣ୍ଡ ପାଖରେ ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ; ଅଭିଯୋଗ ପରେ ମଧ୍ୟ ନିଆଯାଉନି ପଦକ୍ଷେପ

ଝୁମ୍ପୁରା, ୧୭।୨(ଡି.ଏନ.ଏ.)-ଝୁମ୍ପୁରା ବସଷ୍ଟାଣ୍ଡ ପ୍ରବେଶ ଦ୍ୱାର ପାଖରେ ହିଁ ରହିଛି ବିପଦସଙ୍କୁଳ ବିଦ୍ୟୁତ ଖୁଣ୍ଟ। ଖୁଣ୍ଟ ଉପରେ ଝୁଲି ରହିଛି ୧୧କେଭି ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ…

5 years ago
ଟାଙ୍ଗରାଣୀ ଆଦିବାସୀଙ୍କ ନିଆରା ମାଘେପର୍ବ: ଜମୁଛି ନାଚଗୀତର ଆସରଟାଙ୍ଗରାଣୀ ଆଦିବାସୀଙ୍କ ନିଆରା ମାଘେପର୍ବ: ଜମୁଛି ନାଚଗୀତର ଆସର

ଟାଙ୍ଗରାଣୀ ଆଦିବାସୀଙ୍କ ନିଆରା ମାଘେପର୍ବ: ଜମୁଛି ନାଚଗୀତର ଆସର

କେନ୍ଦୁଝର,୧୬।୨: କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ପଞ୍ଚାୟତ ଟାଙ୍ଗରାଣୀ ଗ୍ରାମର ଧୂଳିଆସାହି ଆଦିବାସୀ ସମ୍ପ୍ରଦାୟ ଲୋକେ ରବିବାର ନିଆରା ଢଙ୍ଗରେ ମାଘେ ପର୍ବ ପାଳନ…

5 years ago
୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

୩ ଖଣି ଲିଜ୍‌ଧାରୀଙ୍କ ସମ୍ପତ୍ତି ଜବତ ଲାଗି ଜିଲାପାଳଙ୍କ କୋର୍ଟର ନିର୍ଦ୍ଦେଶ

କେନ୍ଦୁଝର,୧୫ା୨(ଡି.ଏନ୍‌.ଏ.): ଜରିମାନା ଖିଲାପୀ ୩୧ଟି ଖଣିର ୨୩ ଲିଜ୍‌ଧାରୀଙ୍କ ନାମରେ ଓପିଡିଆର୍‌ ସାର୍ଟିଫିକେଟ ମାମଲା ଦାଏର ହୋଇ ୬୩୫୦କୋଟି ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। ଇତିମଧ୍ୟରେ କେତେକ…

5 years ago