Advertisement

କେନ୍ଦୁଝର

ଅବିବାହିତା ଯୁବତୀ ଛାଡ଼ିଯାଇଥିବା ଶିଶୁଙ୍କ ମୃତ୍ୟୁଅବିବାହିତା ଯୁବତୀ ଛାଡ଼ିଯାଇଥିବା ଶିଶୁଙ୍କ ମୃତ୍ୟୁ

ଅବିବାହିତା ଯୁବତୀ ଛାଡ଼ିଯାଇଥିବା ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ) : ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନରେ ଶନିବାର ଏକ ୩ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଶିଶୁଟିକୁ ଜଣେ ଅବିବାହିତା…

1 year ago
ସାଇକେଲ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରାକ୍ଟର: ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନାସାଇକେଲ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରାକ୍ଟର: ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା

ସାଇକେଲ୍‌ ଚାଳକଙ୍କ ଉପରେ ଚଢିଗଲା ଟ୍ରାକ୍ଟର: ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା

ଆନନ୍ଦପୁର,୨୫।୨(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଥାନା ଅନ୍ତର୍ଗତ ପଣଷଡିହା ଠାରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପଣଷଡିହାର…

1 year ago
ଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲାଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲା

ଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲା

କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ଶିରିଶପାଳ ହାଇସ୍କୁଲରେ ପିଲା ଅଭାବରୁ ବନ୍ଦହେବା ଆଶଙ୍କା ଦେଖାଦେଇଛି। ଛାତ୍ରୀଛାତ୍ର ସବୁଦିନ ଆସୁ ନ ଥିବାରୁ ଅଧାଦିନ ସ୍କୁଲରେ…

1 year ago
ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ

କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍‌ ଓ ୧ ହଜାର ଟଙ୍କା…

1 year ago
ସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳାସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳା

ସୋଲାର ଲାଇଟ୍‌ ଗାଡ଼ି ଅଟକାଇଲେ ମହିଳା

ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍‌ ଲଗାଇବାକୁ ଆସିଥିବା…

1 year ago
ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛିଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି

ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି

ଆନନ୍ଦପୁର,୨୪ା୨(ଉମେଶ ଚନ୍ଦ୍ର ପାଢ଼ୀ): କେନ୍ଦୁଝର ଜିଲା ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ନିର୍ମାଣ ହୋଇଥିବା ଆମ ବସ୍‌ଷ୍ଟାଣ୍ଡ ଲୋକାର୍ପଣ ଦିନଠାରୁ ବନ୍ଦ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ…

1 year ago
କପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକକପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକ

କପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀରକିଶୋର ଦାଶ),୨୩ା୨: କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର…

1 year ago
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧିଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି

ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି

ହାଟଡିହୀ,୨୩।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ବିଭାଗର ୧୯ ଅଧିକାରୀ, ବିଭିନ୍ନ ପଞ୍ଚାୟତର ୧୬ ପୂର୍ବତନ ଲୋକ ପ୍ରତିନିଧି ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ହାଜର…

1 year ago
ଭାଲୁକୁ ପିଟିପିଟି ମାରି ଦେଲେ କି…ଭାଲୁକୁ ପିଟିପିଟି ମାରି ଦେଲେ କି…

ଭାଲୁକୁ ପିଟିପିଟି ମାରି ଦେଲେ କି…

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ରେଞ୍ଜ ନେଲୁଙ୍ଗ ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ବନ ବିଭାଗ ଜବତ କରିଛି। ଭାଲୁଟିର କିପରି ମୃତ୍ୟୁ ଘଟିଲା…

1 year ago
ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍‌ଘାତରେ ମୃତଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍‌ଘାତରେ ମୃତ

ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍‌ଘାତରେ ମୃତ

କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ…

1 year ago