କେନ୍ଦୁଝର

ଅନ୍ୟ ଗାଁରେ ଜନ୍ମ ବୋଲି ଶବ ଉଠାଇଲେନି

ପାଟଣା,୨୮ା୩(ସ୍ବ.ପ୍ର.): ଅନ୍ୟ ଗାଁରେ ଜନ୍ମ ବୋଲି ମୃତ୍ୟୁ ପରେ ସାହିଭାଇ ମୃତଦେହକୁ କାନ୍ଧ ଦେବାକୁ ମନାକଲେ। ଶବସତ୍କାର ନ ହୋଇ ଘର ଆଗରେ ଦୀର୍ଘ ସମୟ ପଡ଼ିରହିଲା। ଖବର ପାଇ ଭରସା ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟମାନେ ପହଞ୍ଚତ୍ ଶେଷକୃତ୍ୟ କରିଥିବା...

ଯୋଡ଼ାରେ ସନ୍ଦିଗ୍ଧ ବେଲୁନ୍‌

ଯୋଡ଼ା,୨୮ା୩(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ବିଲେଇପଦା ନିକଟ ବିରିକଳାଠାରେ ଏକ ସନ୍ଦିଗ୍ଧ ବେଲୁନ ଦେଖିବାକୁ ମିଳିଛି। ଗଛରେ ବାଜି ବେଲୁନଟି ଫାଟି ତଳେ ପଡ଼ିଥିବା ବେଳେ ଏକ ଇଲେକ୍ଟ୍ରୋନିକ ଡିଭାଇସ ଝୁଲି ରହିଛି। ଏହାକୁ ଦେଖି ସମ୍ପୃକ୍ତ ଅଞ୍ଚଳରେ...

ସ୍ତ୍ରୀ ସହିତ ସମ୍ପର୍କ ରଖିବାକୁ ବାରଣ କରୁଥିଲେ ଶାଶୁ : ୭ ବର୍ଷ ଜେଲ ଗଲେ ଅଭିଯୁକ୍ତ ଜ୍ୱାଇଁ

କେନ୍ଦୁଝର,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ହତ୍ୟା ମାମଲାର ରାୟ ଶୁଣାଇଛନ୍ତି। ରାୟରେ ଅଭିଯୁକ୍ତ ଜଗନ୍ନାଥ ମୁଣ୍ଡାଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫୦ ଜହାର ଟଙ୍କା ଜରିମାନା ଓଅନାଦାୟେ ଅତିରିକ୍ତ ୧ ବର୍ଷ...

ଗାଁ ଭିତରେ ପଶି ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଭାଲୁ

ପାଟଣା,୨୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ରାଇଡିହା ବିଟ୍‌ ଖିଲାରୀ ପାଟନୂଆଗାଁରେ ସୋମବାର ଏକ ବଣୁଆ ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ହୋଇଛନ୍ତି।  ଗୁରୁତର ବ୍ୟକ୍ତିମାନେ ହେଲେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବଡ଼ ନୂଆଗାଁର...

ଆଦିବାସୀ ମହିଳାଙ୍କ ନାଁରେ ବ୍ୟାଙ୍କ ଋଣ ଟଙ୍କା ଆତ୍ମସାତ୍‌

ଯୋଡ଼ା,୨୭ା୩(ଡି.ଏନ.ଏ):କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ କୋଲହୋ ହୁଣ୍ଡୁଳା ଗ୍ରାମର କେତେଜଣ ଆଦିବାସୀ ମହିଳାଙ୍କ ନାମରେ ଜନୈକ ମହିଳା ବ୍ୟାଙ୍କରୁ ଋଣ କରି ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଛି। ଏନେଇ ବ୍ୟାଙ୍କ ନୋଟିସ୍‌ ପରେ ଆଦିବାସୀ ମହିଳାମାନେ...

ଭାରିଯାନ ଯୋଗୁ ବଢୁଛି ଟ୍ରାଫିକ ସମସ୍ୟା

କେନ୍ଦୁଝର,୨୭ା୩(ସ୍ବ.ପ୍ର.):କେନ୍ଦୁଝର ସହରର ମୁଖ୍ୟ ରାସ୍ତାରୁ ଅଜନ୍ତା ଲଜ୍‌ ଗଳିକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ସମସ୍ୟା ଉକତ୍ଟ ରୂପ ଧାରଣ କରିଛି। ଅଞ୍ଚଳରେ ରାତି ୧୦ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ମାଲ ବୋଝେଇ ଗାଡି ଅନଲୋଡିଂ କରିବାକୁ ପୋଲିସ ଓ...

ଦିଲ୍ଲୀ ବିଚାରବିଭାଗ ସେବା ପରୀକ୍ଷାରେ ପ୍ରଥମ

କେନ୍ଦୁଝର,୨୭ା୩(ସ୍ବ.ପ୍ର.):ଦେଶର ରାଜଧାନୀ ନୂଆଦିଲ୍ଲୀରେ କେନ୍ଦୁଝର ଜିଲାର ଆଦିବାସୀ ଝିଅ କୃତିତ୍ୱ ଅର୍ଜନ କରିଛନ୍ତି। କେନ୍ଦୁଝର ଜିଲା ସଦର ବ୍ଲକ୍‌ର ରାଜବନ୍ଧ ଗ୍ରାମର ଝିଅ ତୁହିନା ମାର୍ଡି ଦିଲ୍ଲୀ ଜୁଡିସିଆଲ ସର୍ଭିସ (ଡିଜେଏସ) ପରୀକ୍ଷାରେ ଅନୁସୂଚିତ ଜାତି ବର୍ଗରେ ପ୍ରଥମ ସ୍ଥାନ...

ମୁଖାପିନ୍ଧା ଚୋର ଆତଙ୍କ: ଗୋଟିଏ ରାତିରେ ୨ ଘରେ ବୁଲାଇଲେ କଳାକନା

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ସହରର ବଳଦେବଜୀଉ କଲୋନୀ ଲେନ୍‌ ୬ ଏବଂ ଲେନ୍‌ ୭ରେ ଶନିବାର ବିଳମ୍ବିତ ରାତିରେ ଦୁଇ ଜଣ ଲୋକଙ୍କ ଘରୁ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ବନ ବିଭାଗ ପକ୍ଷରୁ ଟାଉନ ଥାନାରେ...

ଜଙ୍ଗଲରୁ ମିଳିଲା ୪ ମଇଁଷି ଛୁଆଙ୍କ ମୃତଦେହ: ବାଘ ଆକ୍ରମଣ ସନ୍ଦେହ

କେନ୍ଦୁଝର,୨୬ା୩(ସ୍ବ.ପ୍ର.): ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ବନ ବିଭାଗ ଚାରୋଟି ମଇଁଷିଙ୍କ ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ଗତ ୨୪ ତାରିଖ ରାତିରେ ଏହି ମୃତଦେହ ମିଳିଥିବା ବେଳେ ସେମାନଙ୍କୁ ବାଘ ମାରିଥିବା ଆଶଙ୍କା କରାଯାଇଛି।...

ସାପକାମୁଡ଼ା ପରେ ବି ପରୀକ୍ଷା ଦେବାକୁ ଗଲେ ଛାତ୍ରୀ

ଆନନ୍ଦପୁର, ୨୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହାବିଦ୍ୟାଳୟର ଜଣେ ଯୁକ୍ତ ୨ ଛାତ୍ରୀ ସାପ କାମୁଡ଼ାର ଶିକାର ହେବା ପରେ ମଧ୍ୟ ପରୀକ୍ଷା ଦେବାକୁ କେନ୍ଦ୍ରକୁ ଯିବା ଚର୍ଚ୍ଚାର ବିଷୟ ହୋଇଛି। ତେବେ ସେ ପରୀକ୍ଷା ହଲ୍‌ ନିକଟରେ ଅସୁସ୍ଥ...

କେନ୍ଦୁଝର ଓକିଲ ସଂଘ ନିର୍ବାଚନ: ଆଶିଷ ସଭାପତି, ସଞ୍ଜିତ ସମ୍ପାଦକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): ଶନିବାର କେନ୍ଦୁଝର ଜିଲା ଓକିଲ ସଂଘ ନିର୍ବାଚନ ଶାନ୍ତିପୂର୍ଣ୍ଣ ସହ ଶେଷ ହୋଇଛି।  ସଭାପତି ଭାବରେ ପୂର୍ବତନ ସଭାପତି ଆଶିଷ ଚକ୍ରବର୍ତ୍ତୀ ପୁନର୍ବାର ଜିତିଥିବା ବେଳେ ସମ୍ପାଦକ ଭାବରେ ସଞ୍ଜିତ ଦାସ ବିଜୟ ଲାଭ କରିଛନ୍ତି। ଉପସଭାପତି ଭାବରେ...

ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମିଳିଲା, ଜଣେ ଅଟକ

କେନ୍ଦୁଝର,୨୫ା୩(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ତଳଚମ୍ପେଇ ରାସ୍ତା କୋଡରୁ ଶନିବାର ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ପୋଲିସ ଜବତ କରିଛି। ମୃତକ ତଳକଇଁସାର ଗାଁର ପ୍ରଶାନ୍ତ ଜୁଆଙ୍ଗ(୨୦) ବୋଲି ଜଣାପଡ଼ିଛି। ସୂଚନା ନୁସାରେ,ସାହିର ଚଗଲା ଜୁଆଙ୍ଗ(୨୦) ଓ ପ୍ରଶାନ୍ତ ଉଭୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri