କେନ୍ଦୁଝର

ଅଯୋଗ୍ୟଙ୍କୁ ବାଦ ଦାବିରେ ବ୍ଲକ୍‌ ଘେରାଉ

କେନ୍ଦୁଝର/ଯୋଡ଼ା,୭ା୨ (ସ୍ବ.ପ୍ର./ଡି.ଏନ୍‌.ଏ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଓ ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦାବିରେ ସୋମବାର ଭାଜପା ପକ୍ଷରୁ କେନ୍ଦୁଝର ସଦର ବ୍ଲକ୍‌ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ...

ଅମାନୁଷିକ ଭାବେ ଷଣ୍ଢକୁ ତୀରମାଡ଼

ଆନନ୍ଦପୁର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ପଦନପୁର ଗାଁ ଛକରେ ଏକ ଷଣ୍ଢକୁ ଦୁର୍ବୃତ୍ତ ୮ ତୀର ମାଡ଼ କରିଛନ୍ତି। ଷଣ୍ଢ ଅବସ୍ଥା ଗୁରୁତର ଥିବା ବେଳେ ସ୍ଥାନୀୟ ଯୁବକ ପ୍ରାଣୀ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରୁଛନ୍ତି। ଏଭଳି ଅମାନୁଷିକ...

ନାବାଳିକାଙ୍କୁ ବଳାତ୍କାର ମାମଲା : ଦୋଷୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଫାଷ୍ଟ୍‌ ଟ୍ରାକ୍‌ କୋର୍ଟରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ମାନସ ମିଶ୍ର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା...

ମୌଳିକ ସୁବିଧା ଯୋଗାଇଦେବାକୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ବୋଦାପଳସା ପଞ୍ଚାୟତର କବିତ୍ରା ଗ୍ରାମର ବିଭିନ୍ନ ସମସ୍ୟା ନେଇ ସୋମବାର ସ୍ଥାନୀୟ ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୱାର୍ଡ ମେମ୍ବର ସୁଦିପ୍ତ କୁମାର ନାଏକ,କଲ୍ୟାଣି ଜେନା,ଗୀତାରାଣୀ ଜେନା,ଝୁନାରାଣୀ ଜେନା,ରେବତୀ ଜେନା,ଶଙ୍କର୍ଷଣ ଦାସ...

ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

କେନ୍ଦୁଝର,୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ତୁରମୁଙ୍ଗା ଥାନା ଅନ୍ତର୍ଗତ ମାନପୁୁର ଗ୍ରାମରେ ଜଣେ ୧୭ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲା ଫାଷ୍ଟ ଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟକୁ ନେଇ ଗୋଷ୍ଠୀ ସଂଘର୍ଷ

ଆନନ୍ଦପୁର,୫।୨(ସ୍ବ.ପ୍ର.): ଆନନ୍ଦପୁର ବ୍ଲକ୍‌ ହରିଡ଼ାପାଳ ପଞ୍ଚାୟତ ଟୋଲଙ୍କପଡ଼ା ଗ୍ରାମରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗୋଷ୍ଠୀ ସଂଘର୍ଷ ଦେଖାଯାଇଛି। ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି। ଗ୍ରାମରେ ରାତି ଅଧରେ ମେଶିିନ୍‌ ଦ୍ୱାରା ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଚାଲୁଥିବା ବେଳେ ସ୍ଥାନୀୟ କେତେଜଣ...

ବିଧାୟକଙ୍କ ନାମରେ ମାମଲା ରୁଜୁ

କେନ୍ଦୁଝର,୫ା୨(ସ୍ବ.ପ୍ର.): ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ଆନନ୍ଦପୁର ଥାନାରେ ଦଫା ୨୯୪ ଏବଂ ୫୦୬ରେ ଏକ ମାମଲା(ନଂ.୨୪/୨୩) ରୁଜୁ ହୋଇଛି। ଗାଳିଗୁଲଜ ଓ ଧମକଚମକ ଦେଇଥିବା ଅଭିଯୋଗରେ ଆନନ୍ଦପୁର ୩ ନମ୍ବର ଜୋନ ଭାଜପା ଜିଲା ପରିଷଦ...

ଅବହେଳିତଙ୍କ ମୁହଁରେ ଫୁଟାଉଛି ହସ

କେନ୍ଦୁଝର ଖଣିଖାଦାନ ଅଞ୍ଚଳରେ ରହୁଥିବା ଅନେକ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ସେମାନେ। କେବେ କୋଭିଡ୍‌ ମୁକାବିଲା କରିବା ତ ଆଉ କେବେ ପ୍ରଦୂଷଣମୁକ୍ତ କେନ୍ଦୁଝର ଗଢ଼ିବା ଲକ୍ଷ୍ୟରେ ବୃକ୍ଷରୋପଣ କରିବା ଆଉ ପୁଣି କେବେ...

ଅଟେଇ ଜଙ୍ଗଲରେ ମହାବଳ ପାଦ ଚିହ୍ନ

ପାଟଣା,୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରୋହଣୀଦୁମା ବଣ ମହୁଲଡ଼ିହା ମଝିରେ ଥିବା ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ମହାବଳ ବାଘର ସନ୍ଧାନ ମିଳିଛି। ଶନିବାର ବନ ବିଭାଗ ସହ ଏକ୍ସପର୍ଟ ଟିମ୍‌ ଜଙ୍ଗଲରେ ଛାନଭିନ କରୁଥିବା...

ଛାତ୍ରୀ ବଳାତ୍କାର ଘଟଣା: ସ୍କୁଲ ମାଲିକଙ୍କ ସ୍ତ୍ରୀ ଗିରଫ, ମାଲିକଙ୍କ ଗିରଫ ଦାବି

କେନ୍ଦୁଝର,୪ା୨(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଭଗାମୁଣ୍ଡାରେ ଥିବା ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କ ପ୍ରତି ନିର୍ଯାତନା ହେଉଥିବା ନେଇ ଶନିବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ଉକ୍ତ ବିଦ୍ୟାଳୟର ହଷ୍ଟେଲରେ ରହଥିବା ଜଣେ ୬ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଘଟଣାରେ ୬୦...

ବାଘ ଟ୍ରାକିଂ ପାଇଁ ଚାଲିଛି ତନାଘନା

କେନ୍ଦୁଝର,୪ା୨(ସ୍ବ.ପ୍ର.): ପାଟଣା ରେଞ୍ଜ ଅନ୍ତର୍ଗତ ଜଙ୍ଗଲ ପରିବେଷ୍ଟିତ ରୋହିଣୀଦୁମା ଗ୍ରାମରେ ଅନନ୍ତ ମାଝି ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ବାଘ ଆକ୍ରମଣରେ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏହି ସମୟରେ ବନ ବିଭାଗ ବାଘକୁ ଠାବ କରିବାକୁ ପଦକ୍ଷେପ ନେଇଛି।...

ପୂର୍ବତନ ସରପଞ୍ଚଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର,୪।୨(ଡି.ଏନ୍‌.ଏ): ରାସ୍ତାରେ ଠିଆ ହୋଇଥିବା ବେଳେ ରାମଚନ୍ଦ୍ରପୁର ଥାନା ଅଧୀନ ଗଡ଼ବାନ୍ଧୋଗଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ଭାଇ ସନ୍ତୋଷ ବିଶ୍ୱାଳଙ୍କୁ ଶନିବାର ମରଣାନ୍ତକ ଆକ୍ରମଣ କରାଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri