କେନ୍ଦୁଝର

କାରଖାନା ପାଇଁ ଜମି ଛାଡିବାକୁ ଅମଙ୍ଗ, ତହସିଲ ଘେରାଉ

କେନ୍ଦୁଝର,୧୯।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ତହସିଲ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ବିରକିଶୋରପୁର ଗ୍ରାମରେ ସରକାରୀ ଜମିର କିସମ ପରବର୍ତ୍ତନ ପାଇଁ ଗ୍ରାମବାସୀଙ୍କୁ ନୋଟିସ କରାଯାଇଛି। ଏହି ଜମିକୁ ଇଡକୋ ମାଧ୍ୟମରେ ଅଧିଗ୍ରହଣ ପରେ ଏକ ଇସ୍ପାତ କାରଖାନା ପାଇଁ ହସ୍ତାନ୍ତର...

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାନ ଢାଳିଲେ ଚାଷୀ

କେନ୍ଦୁଝର,୧୯।୧(ସ୍ବ.ପ୍ର.): ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଗୁରୁବାର ଶତାଧିକ କୃଷକ ଧାନ ଢାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ମଣ୍ଡିରେ ଧାନ ବିକ୍ରିର ଅବ୍ୟବସ୍ଥା, ମିଲର୍ସଙ୍କୁ ଅନୁକମ୍ପା,ମଣ୍ଡିରେ ଧାନ କିଣା ଯାଉ ନ ଥିବା ଅଭିଯୋଗ ହୋଇଛି। ଜିଲାର ବିଭିନ୍ନ ପ୍ରାନ୍ତରୁ...

ମିଲର, ସମ୍ପାଦକ ଗିରଫ ଦାବିରେ ବିକ୍ଷୋଭ

କେନ୍ଦୁଝର,୧୯ା୧(ସ୍ବ.ପ୍ର.): ଏଫ୍‌ଏକ୍ୟୁ ଆଳରେ ଧାନର ମୂଲ୍ୟ କଟା ଯାଉଥିବା, ମିଲରମାନଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ, ମଣ୍ଡିରେ ଧାନ କିଣା ଯାଉ ନ ଥିବା, ମିଲରମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ ଆଦି ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ...

ଫଟୋଗ୍ରାଫିକୁ ନିଶା କରିଛନ୍ତି ସୌମ୍ୟଜିତ୍‌

କେନ୍ଦୁଝର,୧୯ା୧: ପାଠପଢ଼ା ସହ ଫଟୋଗ୍ରାଫିକୁ ନିଶା ଭାବେ ଗ୍ରହଣ କରିଛନ୍ତି। ନିଜର କଳା ମାଧ୍ୟମରେ ଅଞ୍ଚଳରେ ଯୁବ ସୁଲଭ ପ୍ରତିଭା ଭାବେ ନିଜକୁ ପରିଚିତ କରିପାରିଛନ୍ତି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେବା ସହ କ୍ଷୁଦ୍ର ଚଳଚ୍ଚିତ୍ରରେ କାମ...

କେନ୍ଦୁଝର ଟିବି ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲା ଡିଏମ୍‌ଏଫ୍‌

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିବି) ରୋଗୀଙ୍କୁ ଜିଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍‌.ଏଫ୍‌) ପୋଷ୍ୟ ଭାବେ ଗ୍ରହଣ କରିଛି। କାର୍ଯ୍ୟକ୍ରମର ଅଂଶସ୍ବରୂପ ସମସ୍ତ ଚିକିତ୍ସାଧୀନ ଯକ୍ଷ୍ମାରୋଗୀଙ୍କୁ ଡିଏମ୍‌ଏଫ୍‌ ତରଫରୁ ମଙ୍ଗଳବାର ପୁଷ୍ଟିସାର ଖାଦ୍ୟ ଯୋଗାଣର ଶୁଭାରମ୍ଭ...

ଡକାୟତି ଯୋଜନା ଘଟଣା: ୩ ମାସ ପରେ ଜଣେ ଫେରାର ଅଭିଯୁକ୍ତ ଗିରଫ, ଏବେ ବି ଫେରାର ଅଛନ୍ତି ୬ ଜଣ

ବଡ଼ବିଲ,୧୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଡକାୟତି ଯୋଜନାରେ ସଂପୃକ୍ତ ଥାଇ ଫେରାର ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଯୋଡ଼ା ଥାନା ଅନ୍ତର୍ଗତ ମହାଦେବନସା ଅଞ୍ଚଳର...

୫୮ ପ୍ରଧାନମନ୍ତ୍ରୀ ଆବାସ କଟିଲା, ବିଡିଓଙ୍କୁ ଘେରିଲେ ହିତାଧିକାରୀ

କେନ୍ଦୁଝର,୧୮ା୧(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତର (୨ ଏବଂ ୩ ନମ୍ବର ଓ୍ବାର୍ଡ) ବଡ଼କମଣ୍ଡରା ଗ୍ରାମକୁ ପୁରୁଣା ତାଲିକାରେ ୯୧ଟି ଘର ମଞ୍ଜୁର ହେଇଥିବା ବେଳେ ପଞ୍ଚାୟତରେ ଲାଗିଥିବା ନୂତନ ତାଲିକାରେ ୩୩ ଟି ଘର ଅଛି। ଅବଶିଷ୍ଟ ୫୮...

ଦୁଇ ଘଣ୍ଟା ବିଳମ୍ବରେ ଛାଡ଼ିଲା କେନ୍ଦୁଝର-ଭୁବନେଶ୍ୱର ଟ୍ରେନ୍‌

କେନ୍ଦୁଝର,୧୮।୧(ସ୍ବ.ପ୍ର.): କେନ୍ଦୁଝର-ଭୁବନେଶ୍ୱର ଟ୍ରେନ୍‌ ବୁଧବାର ୨ ଘଣ୍ଟା ବିଳମ୍ବରେ କେନ୍ଦୁଝରଗଡ଼ ଷ୍ଟେଶନରୁ ଛାଡ଼ିଛି। ଇଞ୍ଜିନରେ ସମସ୍ୟା ଦେଖାଦେବାରୁ ଏଭଳି ଘଟିଥିବା ଜଣାପଡ଼ିଛି। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ବିଳମ୍ବକୁ ନେଇ ରେଳ ବିଭାଗ ପକ୍ଷରୁ କୌଣସି ସୂଚନା...

ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସାଇକେଲ ରାଲି

କେନ୍ଦୁଝର,୧୮।୧(ସ୍ବ.ପ୍ର.): ସଡକ ସୁରକ୍ଷା ଜୀବନ ରକ୍ଷା ସ୍ଲୋଗାନ ଦେଇ ବୁଧବାର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାହାରି ସହର ପରିକ୍ରମା କରି ଟ୍ରାଫିକ୍‌ ସୁରକ୍ଷା ଉପରେ ସଚେତନତା ସୃଷ୍ଟି...

ପାଣି ନ ପଡ଼ିଲେ ଧୂଳି, ପାଣି ପଡ଼ିଲେ ଦୁର୍ଘଟଣା

ଯୋଡା,୧୭।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ମଧ୍ୟ ଦେଇ ରାଜ୍ୟ ରାଜପଥ ନଂ.୨ରେ ନିର୍ମାଣାଧୀନ ଫ୍ଲାଏ ଓଭର କାର୍ଯ୍ୟ ଚାଲିଛି। ତେବେ ସହରରେ ଥିବା ସର୍ଭିସ ରୋଡ୍‌ଗୁଡ଼ିକ ଠିକ୍‌ ଭାବେ ନିର୍ମାଣ ହେଉ ନ ଥିବା ଏବଂ ରାସ୍ତା ନିର୍ମାଣରେ...

ଦିଗହରା ସହରାଞ୍ଚଳ ଆବାସ ଯୋଜନା

କେନ୍ଦୁଝର,୧୬ା୧(ସ୍ବ.ପ୍ର.): କେନ୍ଦୁଝର ସହର ୧ନଂ. ଓ୍ବାର୍ଡ ଦୀର୍ଘ ବର୍ଷ ହେଲା ଅବହେଳିତ ହୋଇରହିଛି। ଓ୍ବାର୍ଡରେ ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉ ରହିଛନ୍ତି। ପ୍ରତିଦିନ ଏଠାକୁ ବହୁ ଭକ୍ତଙ୍କ ଆଗମନ ହୋଇଥାଏ। ଏନେଇ ପ୍ରଶାସନ ପକ୍ଷରୁ ମୁଖ୍ୟ ରାସ୍ତାକଡ଼ ସବୁ ଚକାଚକ...

ଗରା, ବାଲ୍‌ଟି ରଖି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା,୧୬ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ କଣ୍ଟିଆପଡ଼ା ପଞ୍ଚାୟତ ମଧୁବନ ସାହିରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଏ ନେଇ ସୋମବାର ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଶତାଧିକ ମହିଳା, ପୁରୁଷ ଗରାବାଲ୍ଟି ରଖି ଧାରଣା ଦେଇଥିଲେ। ଦିନ ୧୨...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri