ଚୋରାଚାଲାଣ ହେଉଥିଲା ଶାଳକାଠ:ମାଡ଼ିବସିଲା ବନବିଭାଗ
ପାଟଣା,୨୬/୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ଦଉଳି ଭିଜା ଗାଁ ନିକଟ ଜଙ୍ଗଲରୁ ବୁଧବାର ସକାଳୁ ଚେରା ଶାଳକାଠ ଜବତ ହୋଇଛି। କାଠ ଚୋରାଚାଲାଣ ସମୟରେ ବନ ବିଭାଗ ଚଢ଼ାଉ କରି ଶାଳ କାଠ ବୋଝେଇ...
ପାଟଣା,୨୬/୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ମଲ୍ଲିପଶି ବିଟ ଦଉଳି ଭିଜା ଗାଁ ନିକଟ ଜଙ୍ଗଲରୁ ବୁଧବାର ସକାଳୁ ଚେରା ଶାଳକାଠ ଜବତ ହୋଇଛି। କାଠ ଚୋରାଚାଲାଣ ସମୟରେ ବନ ବିଭାଗ ଚଢ଼ାଉ କରି ଶାଳ କାଠ ବୋଝେଇ...
କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ ପାରି ନ ଥିବାରୁ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଅଟକି ଯାଇଥିଲେ। ବହୁ...
ପାଟଣା,୨୫ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା କେନ୍ଦୁଝର ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ କୋଲକାତା ଜାତୀୟ ରାଜପଥର ହାତୀବାରି ମଣ୍ଟୁ ଢାବା ନିକଟରେ ମଙ୍ଗଳବାର ଭୋର୍ ସକାଳୁ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...
ପାଟଣା,୨୪।୨(ବୀର କିଶୋର ଦାଶ) : କେନ୍ଦୁଝର ଜିଲା ମୀରିଖୋଜି ପଞ୍ଚାୟତ ଅସନ ବାହାଳୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଛକ ନିକଟରେ ସୋମବାର ଏକ ମହେନ୍ଦ୍ରା ଟ୍ରାକ୍ଟର ଓଲଟିପଡିଛି। ଫଳରେ ଡ୍ରାଇଭର ଏବଂ ଅନ୍ୟ ଜଣେ ତଳେ ଚାପି ହୋଇଯାଇଛନ୍ତି। ଡ୍ରାଇଭରଙ୍କ...
କେନ୍ଦୁଝର,୨୪ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସୋମବାର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ତେଲକୋଇ ଥାନା ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମର ଅଭିଯୁକ୍ତ ସମ୍ବାରି ଜୁଆଙ୍ଗ(୩୦)ଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ...
କେନ୍ଦୁଝର,୨୨।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପକ୍ଷରୁ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରୋତ୍ସାହନରେ ଜୈବିକ ପଦ୍ଧତିରେ ହରିଚନ୍ଦନପୁର ବ୍ଲକରେ ହୋଇଛି ଷ୍ଟ୍ରବେରୀ ଚାଷ। ଶନିବାର ପ୍ରଜାପିତା ବ୍ରହ୍ମକୁମାରୀ କେନ୍ଦୁଝର ଶାଖାର ନବନିର୍ମିତ...
କେନ୍ଦୁଝର,୨୧।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ପ୍ରୟାଗରାଜକୁ ସତନ୍ତ୍ର ବସ ଚଳାଚଳ କରୁଛି। ପ୍ରୟାଗ ରାଜ ସାଙ୍ଗକୁ ଅଯୋଧ୍ୟା ଦର୍ଶନ ପାଇଁ ପ୍ୟାକେଜ ଟୁର୍ରେ ଯାତ୍ରୀମାନେ ଯାଉଛନ୍ତି। ପୂର୍ବରୁ ଯାଇଥିବା ବସ ଗୁଡ଼ିକରେ ଯାତ୍ରୀଙ୍କ ଭିଡ ଦେଖିବାକୁ ମିଳିଥିଲା। ଅନେକ...
କେନ୍ଦୁଝର,୨୧ା୨(ଦୀପକ ମିଶ୍ର): କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନରସିଂହପୁର ଅଙ୍ଗନୱାଡ଼ି ତାଜାରୁ ଶୁକ୍ରବାର ସିମେଣ୍ଟ ଖଣ୍ଡ ଖସିଛି। ସୌଭାଗ୍ୟ ବସତଃ ସେତେବେଳେ ଶିଶୁମାନେ ଅଙ୍ଗନୱାଡ଼ି ଆସିଥିଲେ ବି ମମତା ଗୃହରେ ଥିବାରୁ ଅଳ୍ପକେ ବିପଦ ମୁହଁରୁ ବର୍ତ୍ତି...
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପର୍ଜନପୁର ପଞ୍ଚାୟତ କଲଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବକ ଜଣକ ଏକ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ୍ ଟାୱାରରେ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର...
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶୁକ୍ରବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ବିମ୍ବାଧର ବେହେରା ଯୋଗଦେଇ ମାତୃଭାଷା ହିଁ ମନୁଷ୍ୟର ପ୍ରାଣ ବୋଲି...
ପାଟଣା,୨୦।୨(ବୀରକିଶୋର ଦାସ): ଶୁକ୍ରବାର ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। କେନ୍ଦୁଝର ଜିଲା ପାଟଣା ବ୍ଲକର ୧୨ଟି ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳାର ସହ ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟାଳୟ ସ୍ଥିତ ଜିଏନ୍ ହାଇସ୍କୁଲ ସ୍ବାମ ପାଟଣା...
କେନ୍ଦୁଝର,୨୧।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ପ୍ରବଳ ଘଡ଼ଘଡ଼ି ବର୍ଷା ହେବା ସହ କୁଆପଥର ବର୍ଷା ହୋଇଛି। ଫଳରେ କିଛି ଦିନ ହେଲା ଗରମ ହୋଇ ପଡ଼ିଥିବା ପରିବେଶ ଥଣ୍ଡା ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗ...