କେନ୍ଦୁଝର

ରୋଗୀଙ୍କୁ ରାସ୍ତାରେ ଛାଡ଼ି ପଳାଇଲା ଆମ୍ବୁଲାନ୍ସ

କେନ୍ଦୁଝର,୨ା୧(ସ୍ବ.ପ୍ର):ବିଳମ୍ବିତ ରାତିରେ ଜଣେ ରୋଗୀଙ୍କୁ କଟକରୁ ଆଣି ଆମ୍ବୁଲାନ୍ସ ଅଧା ରାସ୍ତାରେ ଛାଡ଼ି ପଳାଇଥିଲା। ରୋଗୀଙ୍କ ସମ୍ପର୍କୀୟ ଏକ ଭଡ଼ା ଗାଡ଼ି କରି ରୋଗୀଙ୍କୁ ନେଇ ଘରକୁ ଫେରିଥିବା କହିଛନ୍ତି। ଏହି ଘଟଣାକୁ ରୋଗୀଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିବା...

ଦୁର୍ଘଟଣାରେ ଚାଲିଗଲା ଜୀବନ

ପାଟଣା,୧ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥରେ ରବିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପାଟଣା ଥାନା ଟଭାସରୁଆ ଗ୍ରାମର ସାୟଦ ମହାକୁଡ଼(୨୫)। ଖବର...

ଗୁଳି କରି ଦମ୍ପତିଙ୍କୁ ହତ୍ୟା ଘଟଣା: ମାସକ ପରେ ସହଯୋଗୀ ଅଭିଯୁକ୍ତ ଗିରଫ, ଏବେ ବି ୫ ଫେରାର

ବଡ଼ବିଲ,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଲାଣୀ ଥାନା ଅନ୍ତର୍ଗତ ଲସର୍ଦା ଗ୍ରାମରେ ଦମ୍ପତିଙ୍କୁ ଗୁଳି କରି ହତ୍ୟା ଘଟଣାର ମାସେ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି ପୋଲିସ। ହତ୍ୟା ଘଟଣାରେ ସଂପୃକ୍ତ ସହଯୋଗୀ ଅଭିଯୁକ୍ତ ଜଣକ ହେଲେ...

ଭିତରକନିକା, ଗହୀରମଥାକୁ ଜଗିବ ଡ୍ରୋନ

ରାଜନଗର, ୩୧।୧୨(ଡି.ଏନ.ଏ.): ପ୍ରକୃତିର ଗନ୍ତାଘର ଭିତରକନିକା ଓ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥାର ସୁରକ୍ଷା ପାଇଁ ଡ୍ରୋନ୍‌ କ୍ୟାମେରା ଜଗିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଭିତରକନିକାର ଆଦ୍ରଭୂମି, ହେନ୍ତାଳବଣ ଏବଂ ଏଥିରେ ବସବାସ...

କାର୍ଯ୍ୟକାରୀ ମୂଳଧନ ୧୧୬୨ କୋଟି ଟପିଲା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟକାରୀ ମୂଳଧନ ୧୧୬୨କୋଟି ଟଙ୍କାକୁ ଟପିଛି। ଋଣ ଆଦାୟର ହାର ଶତକଡ଼ା ୯୬ ପ୍ରତିଶତ ରହିଛି ବୋଲି ବ୍ୟାଙ୍କର ୬୮ତମ ସାଧାରଣ ପରିଷଦ ବୈଠକରେ ଅଧିକାରୀମାନେ ପ୍ରକାଶ କରିଛନ୍ତି। ଆର୍ଥିକ ବର୍ଷ ୨୦୨୧-୨୨ର...

ପାର୍କ ଭ୍ରମ ସୃଷ୍ଟି କରୁଛି ବ୍ଲକ କାର୍ଯ୍ୟାଳୟ ପରିସର

କେନ୍ଦୁଝର,୩୦ା୧୨(ଦୀପକ ମିଶ୍ର) କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ପରିସରର ସୌନ୍ଦର୍ଯ୍ୟ ବଢ଼ାଉଛି ବିଭିନ୍ନ କିସମର ଗେଣ୍ଡୁ, ସେବତୀ, ଜିନିଆ ଆଦି ସୌନ୍ଦର୍ଯ୍ୟପୂର୍ଣ୍ଣ ଗଛ। ବ୍ଲକ୍‌ ପରିସରକୁ ପ୍ରବେଶ କଲେ ଏହା ଏକ ପାର୍କର ଭ୍ରମ ସୃଷ୍ଟି କରିବ। କୌଣସି ସରକାରୀ...

ମେଡିକାଲ କଲେଜରେ ଜାଲ୍‌ ନିଯୁକ୍ତିପତ୍ରକୁ ନେଇ ଚର୍ଚ୍ଚା

କେନ୍ଦୁଝର,୩୧ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ)ଙ୍କ ଦସ୍ତଖତ ଥାଇ ଏକ ଜାଲ ନିଯୁକ୍ତି ପତ୍ର ଭାଇରାଲ ହେବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ନିଯୁକ୍ତି ପତ୍ରରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୧୪ ଜଣ...

ନାଚଗୀତରେ ଉତ୍ସବମୁଖର ଅମାରଙ୍ଗ ଘାଟ

ଆନନ୍ଦପୁର,୩୧।୧୨(ସ୍ବ.ପ୍ର.): ଆଦିବାସୀ ସମ୍ପ୍ରଦାୟର ଦାମୋଦର ପର୍ବ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଧକୋଠା ଅମାରଙ୍ଗ ଘାଟ ଉତ୍ସବ ମୁଖରିତ ହୋଇଉଠିଛି। ପାରମ୍ପାରିକ ରୀତିନୀତି ଅନୁଯାୟୀ ପ୍ରତିବର୍ଷ ଡିସେମ୍ବର ମାସ ୩୦ ତାରିଖରେ ଏହି ଆଦିବାସୀ...

ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ର ଚଢ଼ାଉ : ୭ ହଜାରରୁ ଊର୍ଦ୍ଧ୍ୱ ତଣ୍ଡ ଗଣିଲେ ଦୋକାନୀ

ପାଟଣା,୩୦ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଓ ମଲ୍ଲିପଶି ବଜାରରେ ଶୁକ୍ରବାର ଜଏଣ୍ଟ ଏନ୍‌ଫୋର୍ସ ମେଣ୍ଟ ଟିମ୍‌ ଚଢ଼ାଉ କରିଥିଲା। ୨୨ଟି ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ଭାବେ ବିକ୍ରି ହେଉଥିବା ଗୁଟୁକା, ଖଇନି, ସିଗାରେଟ୍‌, ପାନମସଲା ଓ...

ବସ୍‌ଷ୍ଟାଣ୍ଡରେ ପରିବା ବେପାର

ଚମ୍ପୁଆ,୩୦ା୧୨(ଡି.ଏନ.ଏ): ଦୈନିକ ପରିବା ବଜାର ଥାଉ ଥାଉ ବେପାରୀଙ୍କର କିଣାବିକାର ଆଡ଼ା ପାଲଟିଛି ଚମ୍ପୁଆ ବସ୍‌ଷ୍ଟାଣ୍ଡ। ବେପାରୀମାନେ ବସ୍‌ଷ୍ଟାଣ୍ଡ ଭିତରେ ଚାଷୀଙ୍କଠୁ କାରବାର କରୁଛନ୍ତି। ଏପରିକି ବସ୍‌ ରହୁଥିବା ସ୍ଥାନ ଗୁଡିକ ମଧ୍ୟ ସକାଳ ସମୟରେ ବେପାରୀମାନଙ୍କ କବ୍‌ଜାରେ ରହୁଛି।...

ଗଣତନ୍ତ୍ରଦିବସ ପରେଡ୍‌ରେ ସାମିଲ ହେବେ ଚୌଧୁରୀ

କେନ୍ଦୁଝର/ପାଟଣା,୨୯ା୧୨(ସ୍ବ.ପ୍ର.): ଆସନ୍ତା ଜାନୁୟାରୀ ୨୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ପରେଡ୍‌ରେ ଭାଗ ନେବାକୁ କେନ୍ଦୁଝର ସଦର ବ୍ଲକ୍‌ କେରୀ ଗ୍ରାମର ଚୌଧୁରୀ ପାତ୍ର(ଗୁଡୁ) ସୁଯୋଗ ପାଇଛନ୍ତି। ଗୁରୁବାର ସେ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାତ୍ରା କରି ସେଠାରେ ଦେଶର ବିଭିନ୍ନ...

ଦିନ ଦ୍ବିପହରରେ ଲୁଟ୍‌ ଉଦ୍ୟମ, ତିନି ଜଣଙ୍କୁ ଅଟକ ରଖି ପଚରାଉଚରା

କେନ୍ଦୁଝର,୨୯।୧୨ (ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ରାଇସୁଆଁ ନିକଟ ଥାନାଠାରୁ କିଛି ଦୂରରେ ଏନ୍‌ଏଚ୍‌ ୨୦ରେ ଏକ ଲୁଟ୍‌ ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ସେମାନେ ହେଲେ କବିତ୍ରା ଗ୍ରାମର ଗଗନ ଜେନା ଓ ରାଜା ନାଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri