କେନ୍ଦୁଝର

ଭୋଟ୍‌ ଗଣତିକୁ ନେଇ ଅସନ୍ତୋଷ: ପୁନଃ ଗଣନା ଦାବି

କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ନିର୍ମଳା ଦେହୁରୀ ପୁନଃ ଭୋଟ ଗଣନା ଦାବି କରିଛନ୍ତି। ଏନେଇ ବୁଧବାର ସଦର ବିଡିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଭୋଟ ଗଣନା ବେଳେ ଉପସ୍ଥିତ ଥିବା ତାଙ୍କ ଏଜେଣ୍ଟ ମଙ୍ଗଳୁ...

ନିର୍ବାଚିତ ପ୍ରାର୍ଥିନୀଙ୍କ ୩ ସନ୍ତାନ ଅଭିଯୋଗ

କେନ୍ଦୁଝର,୨ା୩(ସ୍ବ.ପ୍ର.): ସଦର ବ୍ଲକ ବାଉରୀପଦା ପଞ୍ଚାୟତର ୪ ନମ୍ବର ଓ୍ବାର୍ଡର ଭୋଟରମାନେ ଅଭିଯୋଗ କରିଛନ୍ତି ଯେ, ନିର୍ବାଚିତ ଓ୍ବାର୍ଡମେମ୍ବର ଇନ୍ଦୁମତୀ ମହାନ୍ତଙ୍କ ତିନୋଟି ସନ୍ତାନ ଅଛନ୍ତି। ଏଣୁ ଏନେଇ ତଦନ୍ତ କରି ତାଙ୍କ ନିର୍ବାଚିତ ପଦକୁ ରଦ୍ଦ କରିବାକୁ ଦାବି...

ଆସନ୍ତାକାଲିଠୁ ଖୋଲିବ ମା’ ତାରିଣୀ ମନ୍ଦିର: ମାନିବାକୁ ପଡ଼ିବ ଏସବୁ ନିୟମ

କେନ୍ଦୁଝର,୨ା୩(ସ୍ବ.ପ୍ର.): କୋଭିଡ୍‌ ଆଇନରେ କୋହଳ ହେବା ପରେ ଆସନ୍ତାକାଲି ଅର୍ଥାତ୍‌ ମାର୍ଚ୍ଚ ୩ରୁ ଘଟଗାଁ ମା’ ତାରିଣୀ ପୀଠ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ପାଇଁ କୋଭିଡ୍‌ ନିୟମାନୁଯାୟୀ ଖୋଲିବ। ଜିଲାପାଳଙ୍କ ଆଦେଶ କ୍ରମେ ମା’ ତାରିଣୀ ଟ୍ରଷ୍ଟ ପକ୍ଷରୁ...

ପୁନଃ ଗଣତି ଦାବି

ଯୋଡ଼ା,୨୮ା୨(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ୨୬ନଂ ଜୋନ ଜିଲା ପରିଷଦ ପ୍ରାର୍ଥୀ, ସରପଞ୍ଚ, ସମିତି ସଭ୍ୟଙ୍କ ଭୋଟ ଗଣତି ଶେଷ ହୋଇଯାଇଛି। ଶନିବାର କେନ୍ଦ୍ରରେ ଭୋଟ ଗଣତି ସମୟରେ ଜଣେ ପୋଲିସ ଅଧିକାରୀ ବେଆଇନ ହସ୍ତକ୍ଷେପ କରିଥିବାରୁ ପୁନଃ ଭୋଟ...

ପାଟଣାର ୨୨ ନଂ ଜୋନ୍‌ରେ ବିଜେଡିର ବାଜିମାତ୍‌

ପାଟଣା,୨୮ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୨ ନମ୍ବର ଜୋନ୍‌ରେ ୩ ଜିଲା ପରିଷଦ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପାଟଣାରେ ଭୋଟ୍‌ ଗଣନା ହୋଇଛି। ପାଟଣା ବ୍ଲକ ୨୨ ଜୋନ୍‌ ବିଜେଡି ସୌଭାଗ୍ୟ...

ବଢ଼ିଚାଲିଛି ପଲିଥିନ ବ୍ୟବହାର

ଚମ୍ପୁଆ,୨୭।୨ (ଡି.ଏନ.ଏ.): କେନ୍ଦୁଝର ଜିଲାର ଚମ୍ପୁଆ ଏନ୍‌ଏସି ଏକ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଦିନକୁଦିନ ସରକାରଙ୍କ ପକ୍ଷରୁ ନିଷେଧ କରାଯାଇଥିବା ପଲିଥିନର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଏହି ପଲିଥିନ କାରବାର କରୁଥିବା ବ୍ୟବସାୟୀମାନେ ଖୋଲାଖୋଲି ଭାବେ...

ବିଦ୍ୟାଳୟ ସମ୍ମୁଖରେ ମୁକୁଳା କୂଅ

ତେଲକୋଇ, ୨୭।୨(ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଧୀନରେ ପିଟାନାଳୀ ଠାରେ ଆଦର୍ଶ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଠାରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୨୮୦ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି । ତେବେ ବିଦ୍ୟାଳୟର ପ୍ରସ୍ଥାନରେ ଏକ...

ଅତିରିକ୍ତ ତଥ୍ୟ ମାଗିଲେ ଏନ୍‌ଏଚ୍‌ଆର୍‌ସି

କେନ୍ଦୁଝର, ୨୭।୨ (ସ୍ବ.ପ୍ର.): ଟାଉନ ଥାନା ଅଞ୍ଚଳରୁ ଅପହରଣ ହୋଇଥିବା ନାବାଳିକା ଘଟଣାକୁ ନେଇ ଅତିରିକ୍ତ ତଥ୍ୟ ଦେବାକୁ ଜାତୀୟ ମାନବାଧିକାର କମିଶନ କେନ୍ଦୁଝର ଜିଲାପାଳ ଓ ଏସ୍‌ପିଙ୍କୁ ଆଦେଶ କରିଛନ୍ତି। ଉକ୍ତ ନାବାଳିକା ଉଦ୍ଧାର ହୋଇଥିଲେ ହେଁ ଅଭିଯୁକ୍ତ ବିରୋଧରେ...

ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର କାଦକଳା ଗ୍ରାମରେ ଦୋକାନୀ ଦୋକାନୀ ମଧ୍ୟରେ ବିବାଦ ହୋଇ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଦୋକାନୀଙ୍କ ନାମ ମାୟାଧର ବେହେରା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ରାତିରେ ଭୁଜାଲିରେ...

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ ଜବତ କରିଛି। ସେମାନେ ହେଲେ କଲଣ୍ଡା ଗ୍ରାମର ରମାକାନ୍ତ ପ୍ରଧାନ ଓ ଅନାମ...

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍‌ ଗଣତି ୧୩ଟି ବ୍ଲକ ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଆନନ୍ଦପୁର...

ଫେରିବା ଅପେକ୍ଷାରେ ୫ ଛାତ୍ର

ଚମ୍ପୁଆ/ପାଟଣା/ଯୋଡ଼ା/ବାରିପଦା ଅଫିସ,୨୬।୨(ଡି.ଏନ୍‌.ଏ./ସ୍ବ.ପ୍ର.)କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ୫ ଡାକ୍ତରୀ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି। ସ୍ବଦେଶ ଫେରାଇ ଆଣିବାକୁ ସେମାନଙ୍କ ମାତାପିତା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଚମ୍ପୁଆ ଅଞ୍ଚଳର ଶୁଭମ କୁମାର ସାହୁଙ୍କୁ ଫେରାଇ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri