କେନ୍ଦୁଝର

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ

କେନ୍ଦୁଝର,୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟରେ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ତାଦେଶ ଶୁଣାଇଛନ୍ତି। ଦୋଷୀ ହେଲେ ତେଲକୋଇ...

ସରପଞ୍ଚଙ୍କ ଘର ଆଗରେ ଗରା, ହାଣ୍ଡି ଧରି ଧାରଣାରେ ବସିଲେ ଗ୍ରାମବାସୀ

ଯୋଡ଼ା,୬ା୬(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ପଳସା ପଞ୍ଚାୟତ ଗୟଳମରା ସାହିରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଏ ନେଇ ବହୁବାର ଗ୍ରାମବାସୀ ଅଭିଯୋଗ କଲେ ବି ସ୍ଥାୟୀ ସମାଧାନ ହେଉନାହିଁ। ପାନୀୟ ଜଳ ଯୋଗାଣ...

ଅନ୍ୟତ୍ର ବିବାହ ଠିକ୍‌ ହେବାରୁ ଝୁଲିପଡ଼ିଲେ ଯୁବତୀ

ପାଟଣା,୬ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଙ୍କୁରା ଗ୍ରାମ  ଝପାସାହିରେ ଗୁରୁବାର ଶୋଇବା ଘରୁ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବତୀ ଜଣକ ହେଉଛନ୍ତି ବାଟି ବୁଲିଉଲିଙ୍କ ଝିଅ ଶକୁନ୍ତଳା। ଘଟଣାସ୍ଥଳରେ...

ସିରିଜ ଦୁର୍ଘଟଣା: ୩ ମୃତ, ୧୨ ଆହତ

କେନ୍ଦୁଝର,୫ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ଠାକୁର ଡିହିରୁ ପୂତୁଲୁପାଣି ଛକ ମଧ୍ୟରେ ଜାତୀୟ ରାଜପଥ ୪୯ରେ ବୁଧବାର ଏକ ସିରିଜ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇ ଚିକିତ୍ସିତ...

ଭାଜପାର ଗଡ଼ ଦଖଲ, ବିଜେଡି ଧରାଶାୟୀ

କେନ୍ଦୁଝର,୪ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଦୀର୍ଘ ବହୁବର୍ଷ ପରେ ଭାଜପା ବିଜେଡି ହାତରୁ ଲୋକ ସଭା ସିଟ୍‌ ଛଡ଼ାଇ ନେଇଛି। ବାଜପେୟୀ ସରକାରରେ ଅନନ୍ତ ନାୟକ ଦୁଇ ଥର ଏମ୍‌ପି ହେବାର ସୁଯୋଗ ପାଇଥିଲେ।  ଏହା ପରେ ସେ...

ଘସିପୁରାରେ ବିଜେଡି ଜିତିଲା

ଭୁବନେଶ୍ୱର,୪।୬: ମଙ୍ଗଳବାର ରାଜ୍ୟରେ ବିଧାନସଭା ଭୋଟ ଗଣତି ଜାରି ରହିଥିବା ବେଳେ ଘସିପୁରା ବିଧାନସଭାରେ ବିଜେଡି ଜିତିଛି। ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇ ବିଜୟୀ ହୋଇଛନ୍ତି।  

ଆନନ୍ଦପୁରରେ ୫ମ ରାଉଣ୍ଡରେ ବିଜେଡି ଆଗରେ

ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୫ମ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ୧୩୬୮୯ଖଣ୍ଡ, ଭୋଟ୍‌ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଜୟଦେବ ଜେନାଙ୍କୁ ୧୦୮୧୯ ଖଣ୍ଡ ଏବଂ ଭାଜପା...

ଆନନ୍ଦପୁରରେ ବିଜେଡି ଆଗୁଆ

ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିକୁ ୭୪୩୦ଖଣ୍ଡ, କଂଗ୍ରେସକୁ ୬୮୮୫ ଖଣ୍ଡ ଏବଂ ଭାଜପାକୁ ୫୩୫୩ ଖଣ୍ଡ ଭୋଟ୍‌ ମିଳିଛି। ଏଠାରେ ୨୯୧ଟି ଭୋଟ୍‌ କେନ୍ଦ୍ରରେ ଭୋଟ୍‌...

ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଗତ ମେ ମାସ ୨୫ରେ ଶାନ୍ତିପୂର୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ...

ଭୋଟ୍‌ ଗଣତି କେନ୍ଦ୍ରକୁ ଖବରଦାତାଙ୍କୁ ମନା

ପାଟଣା,୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାମ୍ପୁଆରେ ମଙ୍ଗଳବାର ହେବାକୁ ଥିବା ବେଳେ ଅନେକ ଖବରଦାତାଙ୍କୁ ଖବର ସଂଗ୍ରହ ପାଇଁ ଏଣ୍ଟ୍ରି ପାସ୍‌ ମିଳିନାହିଁ। ଏଭଳିସ୍ଥଳରେ ଖବରଦାତାମାନେ କିଭଳି ଖବର ସଂଗ୍ରହ କରିବେ ସେନେଇ...

ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

କେନ୍ଦୁଝର,୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପଦ୍ମଶ୍ରୀ ମାଗୁଣି କୁଅଁରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ବିଧାୟକ ମୋହନ ମାଝି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା, ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲା ପରିଷଦ ବିଷ୍ଣୁ...

ମାମୁଘରକୁ ଆସି ନାବାଳିକାଙ୍କ ଜୀବନଗଲା

ପାଟଣା,୧ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସୋରାସକେଲା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ମାମୁଘରକୁ ବୁଲିବାକୁ ଆସି ଜଣେ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଉଛନ୍ତି ଘଟଗାଁ ଥାନା ବିଣାଝରୀ ଗ୍ରାମର ପପୁ ନାଏକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri