କେନ୍ଦୁଝର

ଘୋଷଣା ପୂର୍ବରୁ ଲକ୍‌ ଡାଉନ, ଲୋକେ ହଇରାଣ

କେନ୍ଦୁଝର,୨୪।୩ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ଗତ ସୋମବାରଠାରୁ ଲକ୍‌ଡାଉନ କରାଯାଇଛି। ଫଳରେ ଜନଜୀବନ ବ୍ୟାହତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦେବା ସହ ସହରରେ ଯାତାୟାତ ଉପରେ କଟକଣା...

ପାଟଣା ଲକ୍‌ଡାଉନ୍‌: ଫ୍ଲାଗ ମାର୍ଚ୍ଚକରି ବଜାରର ଦୋକାନଗୁଡ଼ିକୁ ବନ୍ଦ କଲା ପୋଲିସ

ପାଟଣା,୨୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପକ୍ଷରୁ ଗହଳି କମାଇ କରୋନାକୁ ରୋକିବା ପାଇଁ ମଙ୍ଗଳବାର ମୁଖ୍ୟାଳୟସ୍ଥିତ ଦୋକାନ ବଜାର ବନ୍ଦ କରାଯାଇଛି। ଲକ୍‌ଡାଉନ୍‌କୁ ଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ନେଇ ଜିଲାପାଳ ଆଶିଷ ଠାକ୍‌ରେ ଓ...

ସହରରେ ଘୋଷଣା ପୂର୍ବରୁ ଲକ୍‌ଡାଉନ୍‌: ଭୟଭୀତ ଅବସ୍ଥାରେ ଲୋକେ

କେନ୍ଦୁଝର, ୨୪।୩ (ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ସହରରେ ସୋମବାରଠାରୁ ଅଘୋଷିତ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଫଳରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସମସ୍ତ ଦୋକାନ ବନ୍ଦ କରିଦିଆଯାଇଛି। ଫଳରେ ଅପ୍ରସ୍ତୁତ...

ମୋବାଇଲ ଚାର୍ଜ ସମୟରେ ବିଦ୍ୟୁତ୍‌ ଲାଗି ମହିଳା ମୃତ

ପାଟଣା,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ରାଇସୁଆଁ ଥାନା ତାଳପଦା ଗ୍ରାମରେ ମୋବାଇଲ ଫୋନ୍‌ ଚାର୍ଜ କରିବା ସମୟରେ ବିଦ୍ୟୁତ୍‌ ଲାଗି ସୋମବାର ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ବିକାଶ ମୁଣ୍ଡାଙ୍କ ସ୍ତ୍ରୀ ମୀନାକ୍ଷୀ ମୁଣ୍ଡା(୩୨)। ସୂଚନା ଅନୁଯାୟୀ, ମୀନାକ୍ଷୀ...

ରାଜ୍ୟ ବାହାରୁ ପାଟଣା ଫେରିଥିବା ୧୫୧ ଜଣ ଆଇସୋଲେଶନରେ

ପାଟଣା,୨୩।୩(ସ୍ବ.ପ୍ର.): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ। ଏହି ପରିପ୍ରେକ୍ଷୀରେ ବାଙ୍ଗାଲୋରରେ ରହି କାମ କରୁଥିବା କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆ ଖମଣ ଗ୍ରାମର ୨ ଯୁବକ ରବିବାର ଘରକୁ ଫେରିଛନ୍ତି। ଏ...

ପ୍ରସ୍ତାବିତ ପାଉଁଶ ଇଟା କାରଖାନାକୁ ବିରୋଧ: ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ପାଟଣା ,୨୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ତହସିଲ ତଥା ପାଟଣା ରାଜସ୍ବ ନିରୀକ୍ଷକ ଅନ୍ତର୍ଗତ ଟାଇଁସିରା ମୌଜାରେ ପ୍ରସ୍ତାବିତ ଏକ ପାଉଁଶ ଇଟା କାରଖାନା ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ତରଫରୁ ବିରୋଧ କରାଯାଇଛି। ସୂଚନା ଅନୁଯାୟୀ, ଉକ୍ତ ମୌଜାର ଏକ...

ନିରୀକ୍ଷଣରେ ୨୮ ସନ୍ଦିଗ୍ଧ

କେନ୍ଦୁଝର, ୨୩।୩(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବିଦେଶ ଫେରନ୍ତା ୩୪ଜଣଙ୍କ ସମେତ ରାଜ୍ୟ ବାହାରୁ ଆସିଥିବା ମୋଟ ୭୯୯ ଜଣଙ୍କ ନାମ ସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୪ଜଣଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇ ନିରୀକ୍ଷଣରେ ରଖାଯାଇଛି। ଏହାମଧ୍ୟରେ...

ଜନତା କର୍ଫ୍ୟୁକୁ ସମର୍ଥନ : ପାଟଣାରେ ଦୋକାନ ବଜାର ବନ୍ଦ

ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ସମସ୍ତ ଦୋକାନ ବଜାର ଜନତା କର୍ଫ୍ୟୁକୁ ସମର୍ଥନ କରି ରବିବାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏଥିସହ ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଓ ସାହାରପଡ଼ା ବ୍ଲକ ମୁଖ୍ୟାଳୟସ୍ଥିତ...

କେନ୍ଦୁଝରରେ ଜନତା କର୍ଫ୍ୟୁ, ସବୁଆଡ଼େ ଶୂନଶାନ୍‌

କେନ୍ଦୁଝର ୨୨।୩(ସ୍ବ.ପ୍ର.): ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ରବିବାର ଜନତା କର୍ଫ୍ୟୁ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହାକୁ ସମାନ ଦେଖାଇ ସମଗ୍ର ଜିଲାରେ ସ୍ବତଃପ୍ରବୃତ୍ତ ବନ୍ଦ ଦେଖିବାକୁ ମିଳିଛି। ସମସ୍ତ ଦୋକାନ...

କରୋନା ପାଇଁ କଡ଼ା ପଦକ୍ଷେପ: ଭାରୀଯାନ ଉପରେ ରୋକ୍‌ ଲଗାଇଲା ପରିବହନ ବିଭାଗ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଅତିରିକ୍ତ ଆଞ୍ଚଳିକ ପରିବହନ ବିଭାଗ କରୋନା ନିମନ୍ତେ ଶନିବାରଠାରୁ କଡ଼ା ପଦକ୍ଷେପ ଗ୍ରହଣ କରିଛି। ପୌରାଞ୍ଚଳରେ ଯାତାୟାତ କରୁଥିବା ଘରୋଇ ଯାନ ବ୍ୟତୀତ ଭାରୀଯାନ( ବସ୍‌ ଓ ଟ୍ରକ), ଟ୍ୟାକ୍ସି, ଅଟୋ ଆଦି ଉପରେ...

କରୋନା କଟକଣା: ବିଭିନ୍ନ ହୋଟେଲ, ଫାଷ୍ଟଫୁଡ୍‌, ଉଠାଦୋକାନ ବନ୍ଦ

ବଡ଼ବିଲ,୨୧।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ପୌର ପ୍ରଶାସନ କରୋନା ନିମନ୍ତେ କଡ଼ା ପଦକ୍ଷେପ ନେଇଛି। ଜିଲାରେ ୧୪୪ ଧାରା ଲାଗୁ ସତ୍ତ୍ୱେ ଜନସମାଗମ ଏଡ଼ାଇବା ସମ୍ଭବ ହୋଇପାରୁ ନ ଥିବାରୁ ଶନିବାରଠାରୁ ବିଭିନ୍ନ ହୋଟେଲ, ରାସ୍ତାକଡ଼ ଫାଷ୍ଟଫୁଡ୍‌, ଗୁପ୍‌ଚୁପ୍‌ ଠେଲା...

କରୋନା ମୁକାବିଲା ପାଇଁ କେନ୍ଦୁଝରରେ ସ୍ବତନ୍ତ୍ର ଅଧିବେଶନ: ହଲ୍‌କୁ ପ୍ରବେଶ ପୂର୍ବରୁ ସମସ୍ତେ ହ୍ୟାଣ୍ଡଓ୍ବାଶ୍‌ରେ ଧୋଇଲେ ହାତ

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦୁଝର ଜିଲା ପରିଷଦ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଦରବାର ହଲ୍‌ଠାରେ ସ୍ବତନ୍ତ୍ର ଅଧିବେଶନ ଶନିବାର ଅନୁଷ୍ଠିତ ହୋଇଯାଇଛି। କରୋନା ସଂକ୍ରମଣକୁ ରୋକିବା ଓ ଏହାର ମୁକାବିଲା ପାଇଁ କ’ଣ ପଦକ୍ଷେପ ନିଆଯାଉଛି ଏବଂ ଆଗାମୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri