ଅଧରାତିରେ ଗୋ ଚାଲାଣ କରୁଥିବା ଭ୍ୟାନକୁ ମାଡ଼ିବସିଲେ ଲୋକେ,ପରେ….
ପାଟଣା,୨୭।୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଛଗଡ଼ ସାହାରପଡା ରାସ୍ତାର ସୁନାରିପଶି(ହାଣ୍ଡିଆସିଲ)ନିକଟରୁ ସୋମବାର ବିଳମ୍ବିତ ରାତିରେ ଏକ ଗୋରୁ ବୋଝେଇ ପିକ୍ଅପ୍ ଭ୍ୟାନକୁ ସ୍ଥାନୀୟଲୋକେ ଜବତ କରିଛନ୍ତି। ପରେ ପୋଲିସ ଜିମା ଦେଇଛନ୍ତି । ଗାଡି ଭିତରୁ ୧୨ଗୋରୁ...