କେନ୍ଦୁଝର

ଗାଈ ଚରାଇବାକୁ ଯାଇ ହାତୀ ଆକ୍ରମଣରେ ଚାଲିଗଲା ଜୀବନ

କେନ୍ଦୁଝର,୨୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲରେ ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ଭାଗିରଥୀ ମହାନ୍ତ(୫୫) ଏବଂ ତାଙ୍କ ଘର ମଇଦାନକେଲ ନିକଟ ବାସୁଦେବପୁର ଗ୍ରାମରେ ବୋଲି ଜଣାପଡ଼ିଛି। ଗତ...

ଦୁର୍ଘଟଣା ପରେ ଆସିଲାନି ଆମ୍ବୁଲାନ୍ସ, ପିକ୍‌ଅପ୍‌ ଡାଲାରେ ବୁହାହେଲେ ଗୁରୁତର

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଠିକଣା ସମୟରେ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ୍‌ ମାରିଲା। ଦୁର୍ଘଟଣା ଦ୍ୱାରା ନିରୀହ ଜୀବନ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସେପଟେ ସରକାରଙ୍କ ଆମ୍ବୁଲାନ୍ସ ଠିକ୍‌ ସମୟରେ ନ ପହଞ୍ଚି ପାରିବାରୁ ପିକ୍‌ଅପ୍‌ରେ ଆଳୁ ବସ୍ତା...

ଶୌଚ ହେବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଲେ

କେନ୍ଦୁଝର,୨୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଚମ୍ପେଇ ପଞ୍ଚାୟତ ମେଦିନପୁର ଗ୍ରାମର ଜଣେ ଲୋକ ନିକଟସ୍ଥ ସିଦ୍ଧମଠ ଜଙ୍ଗଲକୁ ଶୌଚ ଯାଇଥିବା ସମୟରେ ଏକ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେ...

ଆଲୋକମାଳାରେ ଝଲସୁଛନ୍ତି ମା’

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଘସିପୁରା ଥାନା ସମ୍ମୁଖରେ ପାଳିତ ହେଉଛି ଘସିପୁରା ସାର୍ବଜନୀନ ଦୁର୍ଗାପୂଜା। ଆୟୋଜକଙ୍କ ପକ୍ଷରୁ ପୂଜାମଣ୍ଡପ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ହୋଇଥିବା ବେଳେ ମଣ୍ଡପରେ ମା’ଙ୍କର ଆରାଧନା ଚାଲିଛି। ଏହାକୁ ଦେଖିବା ପାଇଁ ପ୍ରବଳ ଭକ୍ତଙ୍କ...

ଦୁଇ ଟ୍ରକ୍‌ ମଝିରେ ଚାପିହୋଇଗଲା କାର୍‌

ଘସିପୁରା,୨୧ା୧୦(ନିରଞ୍ଜନ ସାହୁ): ୨୦ ନଂ. ଜାତୀୟ ରାଜପଥ କେନ୍ଦୁଝର ଜିଲା ଘସିପୁରା ଥାନା ବେଲବାହାଳି ଯିବା ଦୋଛକି ରାସ୍ତାରେ ଶନିବାର ଗୋଟିଏ କାର୍‌କୁ ଆଗରୁ ଓ ପଛରୁ ଦୁଇଟି ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଟ୍ରକ୍‌ଟି ଚାପି ହୋଇଯାଇଛି। ଯୋଡ଼ାରୁ...

ଅଜଣା ରୋଗରେ ୧୧ଜଣଙ୍କ ମୃତ୍ୟୁ, ଅନେକ ଅଛନ୍ତି ଆକ୍ରାନ୍ତ

କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଜୁଆଙ୍ଗ ଗ୍ରାମରେ ଅଜଣା ରୋଗରେ ୧୧ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ଅଛନ୍ତି। ଏହି ଘଟଣା ଏବେ ସାରା ରାଜ୍ୟରେ...

ଦୁର୍ଘଟଣା ବଢ଼ାଉଛି ବେଆଇନ ପାର୍କିଂ

ଚମ୍ପୁଆ,୨୧ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳିଠାରୁ ବାସୁଦେବପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଦୁର୍ଘଟଣାର କାରଣ ସାଜୁଛି। ବିଗତ କିଛି ଦିନ ହେବ ୫୨୦ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟୁଥିଲେ ହେଁ...

୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ନେଇଗଲେ

କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା ଫୁଲଝର ସ୍ବପ୍ନେଶ୍ୱର ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତ ୫ ରାଉଣ୍ଡ ଗୁଳି ଫୁଟାଇ ୫ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏନେଇ ପେଟ୍ରୋଲ ପମ୍ପ ମାଲିକ କ୍ଷେତ୍ରମୋହନ...

ଅଧିକାରୀଙ୍କ ଭୁଲ ପାଇଁ ହେଲମେଟ୍‌ ପିନ୍ଧିଥିବା ବାଇକ୍‌ ଚାଳକଙ୍କୁ ଜରିମାନା

କେନ୍ଦୁଝର,୧୯।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜାଣତରେ ହେଉ ବା ଭୁଲରେ ହେଉ ଯିଏ ହେଲମେଟ ପିନ୍ଧିଛନ୍ତି ତାଙ୍କ ବାଇକ୍‌ ନମ୍ବର’ରେ ଫାଇନ କରାଯାଉଛି। ହେଲେ ଅନ୍ୟ ଜଣେ ବ୍ୟକ୍ତି ବିନା ହେଲମେଟରେ ଗାଡ଼ି...

ବନ୍ଧୁକମୁନରେ ପେଟ୍ରୋଲ ପମ୍ପ୍‌ରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବନ୍ଧୁକମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏଭଳି ଏକ ବଡ଼ଧରଣର ଡକାୟତି ଘଟଣା ବାଂଶପାଳ...

ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ

ଚମ୍ପୁଆ,୧୯ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି...

ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର

କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri