କେନ୍ଦୁଝର

‘କୃଷକ, ଗରିବଙ୍କ ସମସ୍ୟା ନେଇ ଲୋକଙ୍କ ପାଖକୁ ଯିବୁ’

ପାଟଣା,୧୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଆନ୍ଦେଶ୍ୱର ଶିବ ମନ୍ଦିର ନିକଟ କଲ୍ୟାଣ ମଣ୍ଡପରେ ଶୁକ୍ରବାର ଏକ ବ୍ଲକ ସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ବ୍ଲକ ସଭାପତି ରାଜବଲ୍ଲଭ ମିଶ୍ରଙ୍କ ଅଧ୍ୟକ୍ଷତାରେ...

କାମରେ ଲାଗୁନି ପବ୍ଲିକ ପାର୍କ

ଚମ୍ପୁଆ,୧୩ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ...

କୁକୁର କାମୁଡ଼ାରେ ନାବାଳକ ମୃତ

କେନ୍ଦୁଝର,୧୨।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ କାଞ୍ଜିପାଣି ଥାନା ଅଧୀନ ଶିଙ୍କୁଳାପଦା ଗ୍ରାମରେ ଏକ ଅଘଟଣ ଘଯଇଛି। ଏକ ପାଗଳ କୁକୁର କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଦୁର୍ଯ୍ୟୋଧନ ପ୍ରଧାନଙ୍କ ପୁଅ...

ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରିଲା ଭାଜପା

କେନ୍ଦୁଝର,୧୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌରପାଳିକା ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛି ଭାଜପା। ପୌରପାଳିକା ହୋଲ୍ଡି ଟ୍ୟାକ୍ସ, ୟୁଜର୍ସ ଫି ବାବଦ କୋଟି କୋଟି ଟଙ୍କା ଆଦାୟ କରୁଥିବା ବେଳେ ସହରବାସୀଙ୍କୁ...

ମିଠାରୁ ବାହାରିଲା ମୂଷା, ଦୋକାନ ସିଲ୍‌

କେନ୍ଦୁଝର,୧୨ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଦୋକାନର ଜଣେ କର୍ମଚାରୀ ଦୋକାନରେ ମିଠାରେ ମୂଷା ପଡ଼ିଥିବା, ମଇଳା ଆବର୍ଜନା ପରିବେଶରେ ମିଠା ପ୍ରସ୍ତୁତ...

ମିଠା ଦୋକାନ ସିଲ୍‌

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜାମୁହତା ଛକ ନିକଟରେ ଥିବା ଗୀତାଞ୍ଜଳି ମିଠା ଦୋକାନକୁ ବୁଧବାର ପୌରପାଳିକା ପକ୍ଷରୁ ସିଲ୍‌ କରି ଦିଆଯାଇଛି। ଟ୍ରେଡ୍‌ ଲାଇସେନ୍ସ ଫୁଡ ଲାଇସେନ୍ସ ଆଦି ନ ଥିବା କାରଣ ଦର୍ଶାଇ ଏଭଳି ବିନା...

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ବୁଧବାର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍‌ ଶୁଭଶ୍ରୀ ତ୍ରିପାଠୀ ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୨୦ ବର୍ଷ ଯୁବକ ମହା ଟୁଡୁଙ୍କୁ ୨୦ ବର୍ଷ ଜେଲ ଓ ୨୩ ହଜାର ଟଙ୍କା...

ଟ୍ରକ୍‌ ପଛରେ ପିଟିଲା ଆମ୍ବୁଲାନ୍ସ, ୩ ଗୁରୁତର

କେନ୍ଦୁଝର,୧୧ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଜୀବନରେଖା (ଲାଇଫ୍‌ ଲାଇନ୍‌) କୁହାଯାଉଥିବା ଜାତୀୟ ରାଜପଥ ୨୦ ଏବେ ପାଲଟିଛି (ଡେଥ୍‌ ଲାଇନ) ମୃତ୍ୟୁରେଖା। ମଙ୍ଗଳବାର ବିଳମ୍ବିତ ରାତିରେ ଘଟଗାଁ ଥାନା ପିପିଳିଆ ନିକଟରେ ଏହି ଜାତୀୟ ରାଜପଥରେ କେନ୍ଦୁଝର ଜିଲା...

ଘରୋଇ କଳିରୁ ସ୍ବାମୀଙ୍କୁ ମାରିଲା ସ୍ତ୍ରୀ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) ଘରୋଇ କଳିରୁ ଏକ ଲୋମ ହର୍ଷଣକାରୀ ଘଟଣା କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କୋଡିପସା ଗ୍ରାମର ଜୁଆଙ୍ଗ ସାହିରେ ଘଟିଛି । ଗ୍ରାମର ସୁନୀତା ଜୁଆଙ୍ଗ ତାର ସ୍ବାମୀ ଟୁରାଙ୍କୁ ଶାବଳରେ ପିଟି ଥିବା...

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁଭାରମ୍ଭ: ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା

ଭୁବନେଶ୍ୱର, ୧୦।୧୦(ଅସମାପିକା ସାହୁ): ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେଲା ‘ଆମ ଓଡିଶା ନବୀନ ଓଡିଶା’। ଏହି କାର୍ଯ୍ୟକ୍ରମର ପ୍ରତି ପଞ୍ଚାୟତ, ପ୍ରତି ଗାଁର ସମସ୍ୟାକୁ ଦୃଷ୍ଟି ଦିଆଯିବ।  ଭୁବନେଶ୍ବରରୁ...

୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ୨୩୯ ପ୍ରକଳ୍ପ

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫-ଟି ଯୋଜନାରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ...

ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ପାଟଣା,୧୦।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପରିସରରେ ମଙ୍ଗଳବାର ୫ଟି ଯୋଜନା ‘ଆମ ଓଡ଼ିଶା, ନବୀନ ଓଡିଶା’ କାର୍ଯ୍ୟକ୍ରମର ଉଦଘାଟନ ହୋଇଛି। ଏହି ଯୋଜନାରେ ପାଟଣା ବ୍ଲକରେ ୧୦କୋଟି ଟଙ୍କା ବ୍ୟୟରେ ୨୩୯ଟି ବିଭିନ୍ନ ଉନ୍ନୟନ ମୂଳକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri