କେନ୍ଦୁଝର

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କଲା ଡଅଁର ସେବା ସମବାୟ ସମିତି

ହାଟଡିହୀ,୧୪।୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡଅଁର ସେବା ସମବାୟ ସମିତିର ମ୍ୟାନେଜମେଣ୍ଟ କମିଟିର ବର୍ତ୍ତମାନ ଅବସ୍ଥା/ସ୍ଥିତାବସ୍ଥା ବଜାୟ ରଖିବାକୁ ଗତ ୫ ମାର୍ଚ୍ଚ ୨୦୨୫ ରେ ମାନ୍ୟବର ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ। ଏଥିସହ...

ମରୈଗାଁ ସମବାୟ ସମିତିର ଲକ୍ଷାଧିକ ଟଙ୍କା ହେରଫେର ମାମଲା: ଅନ୍ତରୀଣ ନିର୍ଦ୍ଦେଶ ଜାରି କଲେ ହାଇକୋର୍ଟ

ହାଟଡିହୀ,୧୪l୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ସମବାୟ ସମିତି ଲିମିଟେଡ଼(ଆବେଦନକାରୀ)ତରଫରୁ ଦାୟର ହୋଇଥିବା ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଛନ୍ତି l କେସ ନଂ ଡବ୍ଲ୍ୟୁପି(ସି)-୬୭୮୧/୨୦୨୫ ଅଟେ l ଉକ୍ତ ମାମଲାରେ ଆରସିଏସ...

ଜାତୀୟ ରାଜପଥରେ ଜଳିଗଲା ଟ୍ରକ

ତେଲକୋଇ,୧୧।୩: କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ ବିଛାଖଣି ନିକଟରେ ମଙ୍ଗଳବାର ଏକ ଚଳନ୍ତା ୧୪ ଚକିଆ ଟ୍ରକରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ପୋଡି ଯାଇଛି। ଶଟ୍‌ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ମିଳିଥିବା...

ଲୁହାପଥର ପରିବହନରେ ଅବ୍ୟବସ୍ଥା: ଟ୍ରକ ମାଲିକଙ୍କ ଆନ୍ଦୋଳନ

ପାଟଣା,୧୦।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘ କିଛିଦିନ ଧରି ବନ୍ଦ ରହିଥିବରୁ ଓଏମ୍‌ସିରୁ ଲୁହା ପଥର ପରିବହନ ବନ୍ଦରହିଛି। ଯାହାକୁ ପ୍ରତିବାଦ କରି ପାଟଣା, ତୁରୁମୁଙ୍ଗା, ଷଡ଼ଙ୍ଗୀ, କେନ୍ଦେକପଶି, ଖିରେଇଟାଙ୍ଗିରୀ ଓ ଢେଙ୍କିକୋଟ ଯୋନ୍‌ର ଗାଡି ମାଲିକମାନେ...

ଜନଅଭିଯୋଗ ଶୁଣାଣିକୁ ଆସିଲେନି ଜିଲାପାଳ-ଆରକ୍ଷୀ ଅଧୀକ୍ଷକ, ଜିଲାପାଳଙ୍କ ଅନୁପସ୍ଥିତିରେ…

ପାଟଣା,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ସୋମବାର ଜିଲାପାଳଙ୍କ ଜନଅଭିଯୋଗ ଶୁଣାଣି ହୋଇଥିଲା। ତେବେ ଖୋଦ ଜିଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କ ଅନୁପସ୍ଥିତ ରହିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ମୋଟ ୭୬ଟି ଲିଖିତ ଅଭିଯୋଗର ଶୁଣାଣି...

ରାତିରେ ଶୋଇଥିଲେ ପରିବାର ଲୋକେ, ହଠାତ୍‌ ଜୋର ଶବ୍ଦ କରି ଫାଟିଲା ଗ୍ୟାସ୍‌ ଟାଙ୍କି, ଆଉ ତା’ ପରେ…

କେନ୍ଦୁଝର,୧୦ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ଉଦୟପୁର ଗ୍ରାମର ପାତ୍ର ସାହିରେ ରବିବାର ବିଳମ୍ବିତ ରାତିରେ ଏକ ଅଘଟଣ ଘଟିଛି। ଗ୍ରାମର ରାମଚନ୍ଦ୍ର ପାତ୍ରଙ୍କ ପରିବାର ଲୋକେ ଶୋଇଥିବାବେଳେ ରୋଷେଇ ଘରେ ଥିବା ଗ୍ୟାସ୍‌ ଟାଙ୍କିଟି ହଠାତ୍‌...

ଚୋରାକାଠ କାରଖାନା ଠାବ: ଆସବାବପତ୍ର ଜବତ, ଅଭିଯୁକ୍ତ ଗିରଫ

ବଡ଼ବିଲ,୯।୩(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ଅଧୀନ ବଲାଣିଠାରେ ୨୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ଚାଲିଥିବା ଏକ ବେଆଇନ କାଠ କାରଖାନାକୁ ବନ ବିଭାଗ ରବିବାର ଠାବ କରିଛି। ଏପରିକି କାରଖାନାରୁ ୫ଲକ୍ଷ ଟଙ୍କାର ଚୋରାକାଠ ଏବଂ ଆସବାବପତ୍ର...

‘ଛାତ୍ର ଜୀବନ ସର୍ବଦା ସଂଘର୍ଷମୟ, ଏହି ସଂଘର୍ଷ ହିଁ ଦିନେ ସଫଳ କରାଇବ’- ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝର ଜିଲା ଗସ୍ତରେ ଯାଇ ସେଠାରେ ଆନନ୍ଦପୁର ମହାବିଦ୍ୟାଳୟର ୬୧ ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଆନନ୍ଦପୁର ଉପଖଣ୍ଡ...

୩୫ ଫୁଟ କୂଅରେ ପଡ଼ିଗଲେ ମହିଳା, ପରେ…

ପାଟଣା,୭।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପଶି ପଞ୍ଚାାୟତ କାଶିପୁର ଗ୍ରାମର ଜଣେ ୫୦ବର୍ଷର ମହିଳା କ୍ଷୀରୋଦିନି ମହାନ୍ତ ଶୁକ୍ରବାର ସାରେ ୩୫ ଫୁଟ କୂଅରେ ପଡ଼ିଯାଇଥିଲେ। ମୁଣ୍ଡ ବୁଲାଇ ଦେବାରୁ ଘର ନିକଟ କୂଅରେ...

ମେଧାବୃତ୍ତିରେ ସଫଳ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

ପାଟଣା,୭ା୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ତୁରୁମୁଙ୍ଗା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର କବ୍ୟେଶ ବେହେରା ପଞ୍ଚମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷାରେ ବ୍ଲକ୍‌ରେ ୧ମ, ଝରଣା ମହାନ୍ତ ୩ୟ, ଅର୍ଚ୍ଚିତା ମହାନ୍ତ ୫ମ ସ୍ଥାନ ଅଧିକାର କରିଥିବାରୁ...

ବେଆଇନ ରାସ୍ତା ନିର୍ମାଣରୁ ନାଳ ଅବରୋଧ, ବଢୁଛି ପ୍ରଦୂଷଣ

କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ଧୃପଦା ନିକଟ ମୋଚିଗାଁରେ ରାସ୍ତା ନିର୍ମାଣ ପାଇଁ ବର୍ଜ୍ୟବସ୍ତୁ ପକାଇ ନାଳ ଅବରୋଧ କରାଯାଇଥିବା ଘଟଣା ପ୍ରମୁଖ ଆଲୋଚ୍ୟର ବିଷୟ ହୋଇଛି। ଜାତୀୟ ରାଜପଥ ୪୯ ଏବଂ ପୂର୍ତ୍ତ ବିଭାଗର ନାକ...

କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୭ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଆସିବେ। ମୁଖ୍ୟମନ୍ତ୍ରୀ ଶ୍ରୀ ନିଳାଚଳ ନିଖିଳ ଉତ୍କଳ ପାଲାକାର ପରିଷଦ ଶାଖା କେନ୍ଦୁଝର ଜିଲା ମା’ ତାରିଣୀ ପାଲାକାର ପରିଷଦ କେନ୍ଦୁଝରର ୪୭ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୮ରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image