ଖୋର୍ଦ୍ଧା

ନନ୍ଦନକାନନରୁ ଚନ୍ଦକା ଗଲେ ୭ ହରିଣ

ବାରଙ୍ଗ,୮ା୧୨(ଡି.ଏନ୍‌.ଏ) ପ୍ରାଣୀ ଉଦ୍ୟାନ ନନ୍ଦନକାନନରୁ ଶନିବାର ୭ଟି ଚିତ୍ରାହରିଣ ଚନ୍ଦକା ଜଙ୍ଗଲରେ ଛଡ଼ାଯାଇଛି। ଚନ୍ଦକାରେ ଛଡ଼ାଯିବାର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ଇତି ମଧ୍ୟରେ ପ୍ରାୟ ୧୯ଟି ଚିତ୍ରାହରିଣ ଛଡ଼ାଗଲାଣି। ନନ୍ଦନକାନନରେ ଥିବା ଏନକ୍ଲୋଜର ସାଙ୍ଗକୁ ଏହାର ପରିସରରେ ଅଧିକ...

ସିଭି ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୮ା୧୨ ମଧ୍ୟପ୍ରଦେଶ ସରକାରଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ଭୋପାଳ ସ୍ମାର୍ଟ ସିଟି ହାକାଥନରେ ସିଭି ରମଣ ଇଞ୍ଜିନିୟରିଂ କଲେଜର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଡ୍ରୋନ ଟେକ୍ନୋଲୋଜି ଆପ୍ଲିକେଶନରେ ଏହି କଲେଜର ଛାତ୍ରୀଛାତ୍ର ୨ୟ ରନର୍ସ ଅପ୍‌ ହୋଇ ପାରିଛନ୍ତି।...

ବରୁଣେଇରେ ଧର୍ମେନ୍ଦ୍ର, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ

ଖୋର୍ଦ୍ଧା ଅଫିସ,୭।୧୨: ବରୁଣେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଶନିବାର ସେ ପ୍ରସ୍ତୁତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ସନ୍ଧ୍ୟାରେ ରାଷ୍ଟ୍ରପତି ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ରାଜଭବନ ଯାଇ ରାତ୍ରିଯାପନ କରିବେ।...

ସେଞ୍ଚୁରିୟନ୍‌ ବିଶ୍ୱବିଦ୍ୟାଳୟର ସପ୍ତମ ସମାବର୍ତ୍ତନ ଉତ୍ସବ: ପ୍ରକୃତ ଶିକ୍ଷାର ଉଦ୍ଦେଶ୍ୟ ମନୁଷ୍ୟର ପୁନରୁତ୍ଥାନ

ଜଟଣୀ,୭।୧୨(ଡି.ଏନ୍‌.ଏ.): ଜୀବନର ମାନ ନାଟକୀୟ ଢଙ୍ଗରେ ପରିବର୍ତ୍ତନ ହେଉଛି। ଆଧ୍ୟାତ୍ମିକ ଚେତନା ହିଁ ଆମକୁ ଏକ ସମ୍ପୂର୍ଣ୍ଣ ଓ ସଫଳ ଜୀବନ ଗଠନ କରିବାରେ ସହାୟକ ହୋଇଥାଏ। ବସ୍ତୁଗତ ଲାଳସାର ଊର୍ଦ୍ଧ୍ୱରେ ରହିଲେ ହିଁ ସତ୍ୟର ଆଲୋକପ୍ରାପ୍ତି ହୋଇଥାଏ। ବିଦ୍ୟାର୍ଥୀମାନେ...

ଦିଲ୍ଲୀରୁ ୧.୨ କୋଟି ଟଙ୍କାର ସିଗାରେଟ୍‌ ଜବତ: ଚୋରି ଉପକରଣ ରଖି ୨ ଜଣ ଜେଲ ଗଲେ

ଖୋର୍ଦ୍ଧା ଅଫିସ/ଟାଙ୍ଗୀ,୫ା୧୨(ଡି.ଏନ୍‌.ଏ.): ଖୋର୍ଦ୍ଧା ପୋଲିସ ଜିଲା ଟାଙ୍ଗୀ ଥାନା ଉଗ୍ରତାର ଛକଠାରୁ ଲୁଟ୍‌ ହୋଇଥିବା ୧.୨ କୋଟି ଟଙ୍କାର ସିଗାରେଟ୍‌ ଦିଲ୍ଲୀରୁ ଜବତ ହୋଇଛି। ତେବେ ଦୁର୍ବୃତ୍ତମାନେ ଧରା ପଡି ନ ଥିବାବେଳେ ଚୋରି ଉପକରଣ ରଖି ଦିଲ୍ଲୀର ୨ଜଣ...

ଉଗ୍ରତାରା ଛକରୁ ଲୁଟ୍‌ ହୋଇଥିବା କୋଟିଏରୁ ଊର୍ଦ୍ଧ୍ୱ ମୂଲ୍ୟର ସିଗାରେଟ୍‌ ଦିଲ୍ଲୀରୁ ଜବତ: ୨ ଗିରଫ

ଖୋର୍ଦ୍ଧା ଅଫିସ, ୪।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଉଗ୍ରତାରା ଛକରୁ ଚୋରି ହୋଇଥିବା ୧ କୋଟି ୨ ଲକ୍ଷ ଟଙ୍କାର ୨୩୮ କାର୍ଟୁନ ସିଗାରେଟ୍‌ ଦିଲ୍ଲୀରୁ ଜବତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ...

ମିନି ଜାମ୍ବୋରୀ ଉଦ୍‌ଘାଟିତ ‘ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିହେବ’

ଖୋର୍ଦ୍ଧା ଅଫିସ,୩ା୧୨: ପୂରା ବିଶ୍ୱ ଓ ବ୍ରହ୍ମାଣ୍ଡ ଏକ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାକୁ ପଡିବ। ଆସନ୍ତୁ ଏକାଠି ହୋଇ ଆଗକୁ ବଢ଼ିବା। ଏଥିରେ ଭେଦଭାବ ନ ଥିବ। ସେବା ମାଧ୍ୟମରେ ବିଶ୍ୱକୁ ଏକାଠି କରିବାର ଯେଉଁ ଉପକ୍ରମ...

୧୬ କେଜି ଗଞ୍ଜେଇ ଜବତ, ୪ ଗିରଫ

ଖୋର୍ଦ୍ଧା ଅଫିସ,୩ା୧୨: ଖୋର୍ଦ୍ଧା ଅବକାରୀ ସ୍କ୍ବାଡ୍‌ ଓ ଜିଲା ମୋବାଇଲ ସ୍କ୍ବାଡ୍‌ ମିଳିତଭାବେ ସୋମବାର ଖୋର୍ଦ୍ଧାର ୪ ସ୍ଥାନରେ ଚଢ଼ାଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପଶ୍ଚିମବଙ୍ଗ ମାଲଦା ଜିଲା କାଳିଆ...

ଗ୍ୟାସ୍‌ ଟାଙ୍କି ଫାଟି ସ୍ତ୍ରୀ-ସ୍ବାମୀ ଗୁରୁତର

ଖୋର୍ଦ୍ଧା ଅଫିସ,୨।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଗ୍ୟାସ ଟାଙ୍କି ଫାଟି ସ୍ତ୍ରୀ – ସ୍ବାମୀ ଗୁରୁତର ହୋଇଛନ୍ତି। ସ୍ବାମୀଙ୍କ ନାମ ତପନ ପ୍ରଧାନ ଏବଂ ସ୍ତ୍ରୀ...

ଭାଇବୋହୂଙ୍କୁ ମାଡ଼ମାରି ଦେଡ଼ଶୁର ଗିରଫ

ପାତ୍ରପଡା,୨।୧୨(ଡି.ଏନ.ଏ.): ନିଜ ଭାଇବୋହୂଙ୍କୁ ମାଡ ମାରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ଦେଡ଼ଶୁରଙ୍କୁ ଗିରଫ କରିଛି। ସେ ହେଲେ ଭରତପୁର ଅଞ୍ଚଳର ପ୍ରଫୁଲ ନାଏକ(୪୦)। ପୋଲିସ ସୂଚନା ମୁତାବକ ପ୍ରଫୁଲ ନିଜ ଭାଇବୋହୂ ରଶ୍ମିତାଙ୍କୁ ନିଶାସକ୍ତ ଅବସ୍ଥାରେ ଶନିବାର...

ବିଭିନ୍ନ ଯୋଜନାର ସମୀକ୍ଷା କଲେ ଏମ୍‌ପି

ଜଟଣୀ, ୧ା୧୨(ଡି.ଏନ୍‌.ଏ.) ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଜଟଣୀ ବ୍ଲକ ସଭାଗୃହରେ ଶନିବାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା, ବାତ୍ୟା ଫନୀରେ...

ସମାଜ ଗଠନରେ ଗଣମାଧ୍ୟମ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବାଲୁଗଁ।, ୧ା୧୨(ଡି.ଏନ୍‌.ଏ.) ଏକ ଆଦର୍ଶ ଓ ପରିବର୍ତ୍ତନଶୀଳ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସାମ୍ବାଦିକଙ୍କ ସତ୍ୟ, ନିରପେକ୍ଷ ଏବଂ ନିର୍ଭୀକ ଲେଖନୀ ଚାଳନା ଦ୍ୱାରା ଏକ ଅନ୍ଧାରୀ ମୂଲକ ନିଶ୍ଚିତ ରୂପେ ଆଲୋକିତ ହୋଇପାରିବ। ବାଲୁଗଁାରେ ଶନିବାର ଆୟୋଜିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri