ଖୋର୍ଦ୍ଧା

ନନ୍ଦନକାନନରେ ଆଖିବୁଜିଲା ଆନାକୋଣ୍ଡା

ବାରଙ୍ଗ, ୬।୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ୪୬ ନମ୍ବର ଖୁଆଡ଼ରେ ଥିବା ୧୦ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆଉ ୯ଟି ଆନାକୋଣ୍ଡା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଛନ୍ତି। କିଛି...

ଆମ ବ୍ୟାଙ୍କ ଯୋଜନା ଶୁଭାରମ୍ଭ

ନିରାକାରପୁର, ୨୮।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ଯୋଗୁଁ ପ୍ରସୂତି ମହିଳା ମାନଙ୍କ ଠାରୁ ଆରମ୍ଭକରି ଦିବ୍ୟାଙ୍ଗ ଓ ବିଭିନ୍ନ ଭତ୍ତା ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ...

ସତ୍ୟ-ମିଥ୍ୟା ବାଟକୁ ବାଛିବା ନିଷ୍ପତ୍ତି ଆମର

ବାରଙ୍ଗ,୨୮।୧୧(ଲିଙ୍ଗରାଜ ରାଉତ):ଓଡ଼ିଆ ଭାଷା, ଓଡ଼ିଆ ଜାତି ଏବଂ କଳିଙ୍ଗର ଇତିହାସ ଯେଉଁମାନେ ପଢ଼ିଛନ୍ତି ସେମାନେ ଜାଣିଛନ୍ତି ଏହି ମାଟି ଭାରତବର୍ଷର ଏକ ଅଙ୍ଗ ନ ଥିଲା। ସେହିଭଳି ଏଇ ମାଟିକୁ ସିଧାସଳଖ କୌଣସି ମୁସଲ୍‌ମାନ କିମ୍ବା ବ୍ରିଟିଶ ଶାସକ ଶାସନ...

ବାଘଛାଲ ବ୍ରିକି ପାଇଁ ଡିଲ୍‌ ବେଳେ ଧରିଲା ଏସ୍‌ଟିଏଫ୍‌, ଦୁଇ ବାଘଛାଲ ଜବତ, ୨ ଗିରଫ

ନୟାଗଡ଼,୨୦ା୧୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲାରୁ ଦୁଇ ବାଘଛାଲ ବେପାରୀଙ୍କୁ ଏସ୍‌ଟିଏଫ୍‌ ଗିରଫ କରିଛି। ବାଘଛାଲ ବିକ୍ରି ପାଇଁ ଡିଲ୍‌ ହୋଇଥିବା ଖବର ପାଇ ଏସ୍‌ଟିଏଫ୍‌ ଟିମ୍‌ ଯୋଜନା ମୁତାବକ ଗ୍ରାହକ ସାଜି ସୋମବାର ଡିଲ୍‌ କରିଥିଲା। ଆଉ ଏହି...

ଖେଳୁଥିବା ବେଳେ ଶିଶୁ ନିଖୋଜ, ପାଣିରେ ଚାଲିଛି ଖୋଜା

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଉଜ୍ୱଳା ଗୋପପାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସେହି ଗ୍ରାମର ସୁବାସ ପ୍ରଧାନଙ୍କ ୪ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍‌ କେଉଁଆଡ଼େ ଉଭାନ ହୋଇଯାଇଛି।...

ପରିସ୍ରା କରିବାକୁ ଆସି ଅନ୍ଧାରରେ କୂଅରେ ଖସିପଡ଼ିଲେ ବ୍ୟକ୍ତି, ଚାଲିଗଲା ଜୀବନ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ବଡ଼ବଜାରସ୍ଥିତ ଗଣେଶ ପଡ଼ିଆଠାରେ ଥିବା କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ କଟକ ଝାଞ୍ଜିରି ମଙ୍ଗଳା ହନୁମାନ ମନ୍ଦିରସ୍ଥିତ ସମରେନ୍ଦ୍ର ମହାନ୍ତି(୪୪)। ସୂଚନାଯୋଗ୍ୟ,...

ନିରାକାରପୁର ବଜାରରେ ଆୟକର ବିଭାଗର ଚଢ଼ାଉ

ନିରାକାରପୁର,୧୮ା୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ବଜାରରେ ଶନିବାର ଜଟଣୀ ଆୟକର ବିଭିଗ ପକ୍ଷରୁ ଦିନ ତମାମ ଏବଂ ସନ୍ଧ୍ୟାରେ ମଧ୍ୟ ଚଢାଉ ଜାରି ରହିଛି। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭାଗ ପକ୍ଷରୁ ସ୍ପେଶାଲ ପୋଲିସ ସ୍କ୍ବାଡ...

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ: ଜଙ୍ଗଲ ମନ୍ତ୍ରୀ

ବାରଙ୍ଗ,୧୮।୧୧(ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ବହୁ ପ୍ରତୀକ୍ଷିତ ‘ରୋପ୍‌ୱେ’ ପୁଣିଥରେ ଆରମ୍ଭ ହୋଇଛି। ଶୁକ୍ରବାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉଦ୍‌ଘାଟନ କରିଛନ୍ତି।...

ପୁଣିଥରେ ନନ୍ଦନକାନନ ରୋପ୍‌ୱେର ମଜା ନେବେ ପର୍ଯ୍ୟଟକ

ବାରଙ୍ଗ,୧୭।୧୧(ଲିଙ୍ଗରାଜ ରାଉତ): ପୁଣି ନନ୍ଦନକାନରେ ପର୍ଯ୍ୟଟକମାନେ ରୋପ୍‌ଓ୍ବେର ମଜା ନେବେ। ଏହି ବହୁପ୍ରତୀକ୍ଷିତ ରୋପ୍‌ୱେ ଶୁକ୍ରବାର ଉଦ୍‌ଘାଟନ ହେବାକୁ ଯାଉଛି। ଅପରାହ୍ନ ୪ଟାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ ଅମାତ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ...

ଅବହେଳିତ ରାମଚଣ୍ଡୀ ମଧ୍ୟ ଇଂରାଜୀ ବିଦ୍ୟାଳୟ

ଟାଙ୍ଗୀ ଖୋର୍ଦ୍ଧା, ୧୬।୧୧(ରଘୁନାଥ ସାହୁ)ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଡ଼ପାରୀ ଗ୍ରାମ ପଞ୍ଚାୟତର ଭୋବରା ଗାଁ ମୁଣ୍ଡରେ ୧୯୮୮ ମସିହାରେ ଅର୍ଜୁନପୁର, ବରପାଲି, କାସନ୍ଦା, ରାମଚନ୍ଦ୍ରପୁର, ଭୋବରା, ହରିଚନ୍ଦନପୁର ଗ୍ରାମରେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ଖୋଲାଯାଇଥିଲା। ରାମଚନ୍ଦ୍ର ସ୍ବାଇଁ, ବ୍ରହ୍ମଚାରୀ...

ଚିଲିକା ପକ୍ଷୀଙ୍କ ପାଇଁ ବିପଦ ପାଲଟିଛି ଚିଙ୍ଗୁଡ଼ି ଘେରି

ଖୋର୍ଦ୍ଧା, ୧୬।୧୧ (ପ୍ରଭାତ ପାଣିଗ୍ରାହୀ)ପ୍ରତିବର୍ଷ ଶୀତ ଋତୁରେ ଚିଲିକାକୁ ବହୁସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥାନ୍ତି। ୨ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପକ୍ଷୀଙ୍କ ସମାଗମ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ତେବେ ଚିଲିକାରେ ପ୍ଳାଷ୍ଟିକ, ପଲିଥିନ, ବେଆଇନ ଚିଙ୍ଗୁଡି ଘେରି ଏହାର ଜୈବ...

ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କଲେ ହାତୀ, ଆତଙ୍କରେ ଚାଷୀ

ନିରାକାରପୁର, ୧୪।୧୧(ମାନସ ଚନ୍ଦ୍ର ପଟ୍ଟନାୟକ): ବର୍ଷା ନ ଥିବା ଯୋଗୁଁ ଚାଷୀ ଏକ ପ୍ରକାର ମାନସିକ ଦୁର୍ବଳ ହୋଇପଡିଥିବା ବେଳେ ଜଙ୍ଗଲୀ ହାତୀଙ୍କ ଉତ୍ପାତ ଏବେ ସେମାନଙ୍କୁ ଶକ୍ତ ଆଘାତ ଦେଇଛି। ଏଭଳି ଦୃଶ୍ୟ ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri