ଖୋର୍ଦ୍ଧା

ଡ଼. ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ମିଳିଲା କଳିଙ୍ଗ ଭାରତୀ ସମ୍ମାନ

ନିରାକାରପୁର, ୨୩।୫: କଳିଙ୍ଗ ଭାରତୀ ମର୍ଯ୍ୟାଦା ଜନକ ବିଛନ୍ଦ ଚରଣ ସମ୍ମାନ ରାଜ୍ୟ, ଜାତୀୟ ଓ ଅର୍ନ୍ତଜାତୀୟ ସାହିତି୍ୟକ ଏବଂ ଭଞ୍ଜ ସାହିତ୍ୟ ଗବେଷକ ଆଲୋଚକ ଖୋର୍ଦ୍ଧା ଜିଲା ନିରାକାରପୁରର ଡ଼ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ କଟକ ଭଞ୍ଜ ମଣ୍ଡପରେ...

‘ଆଇଟିସି ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ସୁଦୃଢ଼ କରିବ’

ଖୋର୍ଦ୍ଧା ଅଫିସ,୨୩ା୫: ଖୋର୍ଦ୍ଧା ଶିଳ୍ପାଞ୍ଚଳଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉପତ୍ାଦନ ଏବଂ ଲଜିଷ୍ଟିକ(ଆଇସିଏମଏଲ) ସୁବିଧା କେନ୍ଦ୍ର ଉଦ୍‌ଘାଟନ କରିଛନ୍ତି। ୩୫ ଏକର ପରିମିତ ଅଞ୍ଚଳରେ ନିର୍ମିତ ଏହି କେନ୍ଦ୍ରରେ ନୂତନ କୃଷି...

ଡିଭାଇଡରରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ନାଚୁଣୀ,୨୨ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡ଼ି ଛକ ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଗଞ୍ଜାମ...

ପାଣି ପାଇଁ ଲମ୍ବା ଧାଡ଼ି

ବାରଙ୍ଗ,୨୨।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠରେ ପିଇବା ପାଣି ସମସ୍ୟା ବଢ଼ିବାରେ ଲାଗିଛି। ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ଅଧୀନ ବଙ୍ଗାଳୀ ସାହିରେ ପାଣି ନେବାକୁ ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ି ଲାଗିଥିବା ରବିବାର ଦେଖିବାକୁ ମିଳିଛି। ବିଶୁଦ୍ଧ ପାନୀୟ ଜଳ...

କଣ୍ଟ୍ରୋଲ ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ

ବୋଲଗଡ଼,୨୨ା୫(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯାଉଥିବା ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ। ତେବେ ପ୍ରଶାସନର ସଚେତନତା ଅଭାବରୁ ହିତାଧିକାରୀମାନେ ଉକ୍ତ ଫର୍ଟିଫାଏଡ ଚାଉଳକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ଡାବରଧୁଆପାଟଣା ଓ ଆଖପାଖ...

ଚୋରା ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଛାଡ଼ି ମାଫିଆ ଫେରାର

ନିରାକାରପୁର,୨୦ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋରା ମାଙ୍କଡ଼ା ଖଣି ବଢ଼ିବାରେ ଲାଗିଛି। ଏହାକୁ ରୋକିବାକୁ ଶନିବାର ଥାନା ପକ୍ଷରୁ ରାମେଶ୍ୱର ଅଞ୍ଚଳରେ ଚାଲିଥିବା ଚୋରା ମାଙ୍କଡ଼ା ଖଣିରେ ପୋଲିସ ଚଢ଼ାଉ କରି ସେଠାରେ ମାଙ୍କଡ଼ା...

ଖୋଲାରେ ପଡ଼ିଛି ରଥ କାଠ

ନିରାକାରପୁର,୧୮ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଡିଆ ପଞ୍ଚାୟତରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ପୀଠରେ ପ୍ରତିବର୍ଷ ଅଶୋକାଷ୍ଟମୀରେ ବିଜୟା ରଥ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ସରିବା ପରେ ଉକ୍ତ ରଥକୁ ଖୋଲାଯାଇ ଆଗାମୀ ବର୍ଷ ପାଇଁ ଏହି...

ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌

ଖୋର୍ଦ୍ଧା ଅଫିସ,୧୭।୫: ଖୋର୍ଦ୍ଧାରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ସହରରେ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। କଥା କଥାକେ ଫୁଟୁଛି ଗୁଳି। ଏପରିକି ଜୀବନ ନେବାକୁ ପଛାଉ ନାହାନ୍ତି। ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନଓ୍ବାଡି କେନ୍ଦ୍ର...

୧୪ ବର୍ଷ ହେଲା ପାଇପ୍‌ ପାଣିରୁ ବଞ୍ଚିତ ୩ ଗାଁ

ବୋଲଗଡ଼,୧୭।୫(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ, ସେନେଇ ସରକାର ବିଭିନ୍ନ ଯୋଜନା କରିବା ସହ ପଦକ୍ଷେପ ନେଉଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପ୍ରତ୍ୟେକ ବ୍ଲକରେ କାର୍ଯ୍ୟ କରି ନଳକୂପ ଖନନ ଏବଂ ବିଶୁଦ୍ଧ ପାନୀୟ ଜଳଯୋଗାଣ...

ମରଣଯନ୍ତା ପାଲଟିଛି ନୂଆ ଜଗନ୍ନାଥ ସଡକ

ନିରାକାରପୁର,୧୬।୫: ପୁରୀ-ବଲାଙ୍ଗୀର ନୂଆ ଜଗନ୍ନାଥ ସଡକ ଏବେ ମରଣଯନ୍ତା ପାଲଟିଛି। ଲୋକ ଏବେ ଏହି ବାଟ ଦେଇ ଯିବା ପାଇଁ ବି ଡରିଲେଣି। ଦୈନିକ ହଜାର ହଜାର ପର୍ଯ୍ୟଟକ ଦକ୍ଷିଣ ତଥା ପଶ୍ଚିମ ଭାରତରୁ ଆସି ରାମେଶ୍ୱର ଛକରୁ ନୂଆ...

ପୋତାଯାଇଥିବା ପୋଖରିକୁ ଖୋଳିଲା ପ୍ରଶାସନ

ବାରଙ୍ଗ,୧୫ା୫(ଡି.ଏନ୍‌.ଏ.): ଦେଢ଼ବର୍ଷ ପୂର୍ବେ ପୋତାଯାଇଥିବା ଏକ ପୋଖରିକୁ ରବିବାର ତହସିଲ ପକ୍ଷରୁ ପୁଣିଥରେ ଖୋଳାଯାଇଛି। ବାରଙ୍ଗ ତହସିଲ ଅନ୍ତର୍ଗତ ପାଟପୁରଛକ ନିକଟରେ ରହିଥିବା ଗଁା ପୋଖରୀକୁ ଗ୍ରାମବାସୀ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ବ୍ୟବହାର କରିଥାନ୍ତି। ଦୁଇଟି ପ୍ଲଟ୍‌କୁ ନେଇ ନିର୍ମିିତ...

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୧୫ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୮ହଜାର ୯୬୩ ହେକ୍ଟର ଚାଷଜମି ରହିଥିବା ବେଳେ ୭ ହଜାର ୫୦୦ ହେକ୍ଟର ଚାଷ ଜମି ଚାଷ ଉପେଯାଗୀ ରହିଛି। ଉକ୍ତ ବ୍ଲକରେ ପ୍ରାୟ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image