ଖୋର୍ଦ୍ଧା

ନନ୍ଦନକାନନରେ ବାଘଛୁଆ ‘ବିବେକ’ର ମୃତ୍ୟୁ

ବାରଙ୍ଗ,୧୩।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୪ ମାସର ବାଘଛୁଆ ‘ବିବେକ’ର ମଙ୍ଗଳବାର ଅପରାହ୍ନରେ ମୃତ୍ୟୁ ଘଟିଛି। ଗତ ୫ ଦିନ ହେବ ସେ ଅସୁସ୍ଥ ଥିଲା ବେଳେ ଠିକ୍‌ ଭାବରେ ଚଲାବୁଲା କରିପାରୁ ନ ଥିଲା । ତେଣୁ ତାକୁ ଖୁଆ ପଛପଟ...

ନିର୍ମାଣ ସରିନି, ତରବରିଆ ଉଦ୍‌ଘାଟନ

ନିରାକାରପୁର,୧୧ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ନୂତନ ଗୃହ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ଏହାର ଉଦ୍‌ଘାଟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ମହାବିଦ୍ୟାଳୟ ପରିସରରେ...

ଟଙ୍କା ପାଇବା ଆଶଙ୍କାରେ ଜମାକାରୀ

ଖୋର୍ଦ୍ଧା ଅଫିସ,୧୧ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନସ୍ଥ ରାଉତପଡ଼ା ଶାଖାରେ ଶତାଧିକ ଗ୍ରାମବାସୀଙ୍କ ୧କୋଟି ୫୦ଲକ୍ଷ ସ୍ଥାୟୀ ଜମା ଓ ସଞ୍ଜୟ ଟଙ୍କା ହେରଫେର ନେଇ ଅଭିଯୋଗ ହୋଇଥିଲା। ଏନେଇ ଜିଲାପାଳଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ଜିଲାପାଳ...

ନନ୍ଦନକାନନରେ ବାଘ ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୪(ଡି.ଏନ୍‌.ଏ.): ନନ୍ଦନକାନନରେ ୧୨ ମାସର ବାଘ ଛୁଆ ରକି ଅସୁସ୍ଥ ହୋଇପଡ଼ିଛି। ଗତ ଦୁଇଦିନ ହେଲା ତାକୁ ତରଳ ଝାଢ଼ା ହେଉଥିବା ଯୋଗୁ ବାଘ ଛୁଆଟି ଅତ୍ୟନ୍ତ ଦୂର୍ବଳ ହୋଇଯାଇଛି। ଅସୁସ୍ଥତା ଯୋଗୁ ରକିକୁ ଖିୁଆଡରୁ ବାହାର କରି ନନ୍ଦନକାନନ...

ଜାତୀୟ ରାଜପଥରେ ଦୁର୍ଘଟଣା: ଷ୍ଟିଅରିଂରେ ଫସିଗଲା ଡ୍ରାଇଭରଙ୍କ ଗୋଡ଼

ଖୋର୍ଦ୍ଧା ଅଫିସ,୧୦ା୪: ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରବିବାର ସକାଳେ ଭୁବନେଶ୍ବର ପଟୁ ଆସୁଥିବା ୪୦୭ ଡ୍ରାଇଭର ଭାରସାମ୍ୟ ହରାଇ ଏକ ଅଜଣା ଗାଡ଼ିକୁ ପଛପଟୁ ଧକ୍କା ଦେଇ...

ଟ୍ରେନିଂ ବେଳେ ଯବାନଙ୍କୁ କଚାଡ଼ିଲା ହାତୀ

ବାରଙ୍ଗ,୯।୪(ଡି.ଏନ୍‌.ଏ.): ଟ୍ରେନିଂ ବେଳେ ଚନ୍ଦକା ଜଙ୍ଗଲରେ ଶନିବାର ଅଘଟଣ ଘଟିଛି। ହାତୀ ଆକ୍ରମଣରେ ୪ରୁ ଅଧିକ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଚନ୍ଦକା ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ...

ଚିଲିକା ବିଧାୟକଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ: ତଥାପି ରହିବେ ଜେଲରେ

ଖେର୍ଦ୍ଧା ଅଫିସ,୮।୪: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଶୁକ୍ରବାର ସର୍ତ୍ତମୂଳକ ଜାମିନ ମିଳିଛି। ବାଣପୁର ବ୍ଲକ ସମ୍ମୁଖରେ ଜନସାଧାରଣ ଓ କିଛି ପୋଲିସ କର୍ମଚାରୀଙ୍କ ଉପରେ ଗାଡ଼ି ଚଢାଇ ଦେଇଥିବା ଅଭିଯୋଗରେ ବିଧାୟକ ବାଣପୁର ସବ ଜେଲରେ ଅଛନ୍ତି। ତେବେ...

କେସିସିବିରେ ଅନିୟମିତତା

ଖୋର୍ଦ୍ଧା ଅଫିସ, ୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଆର୍ଥତ୍କ ଅନିୟମିତତା ଅଭିଯୋଗ ଆସିଛି। ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଏହି ଅଭିଯୋଗ ଆଣି ନିରପେକ୍ଷ ତଦନ୍ତ ଲାଗି ରାଜ୍ୟ...

ଉଇହୁଙ୍କା ରୂପେ ପୂଜା ପାଉଛନ୍ତି କୀର୍ତ୍ତନିଆ ଋଷି

ବେଗୁନିଆ, ୮।୪(ଡି.ଏନ୍‌.ଏ.): ପୁରୀ-ଶରଣକୂଳ ନୂଆ ଜଗନ୍ନାଥ ସଡ଼କ ପାଶର୍‌ବରେ ଛଣଗିରି ଓ ହଜ ମଧ୍ୟରେ କଳକଳ ନାଦ କରି ବହିଯାଉଛି ମଲାଗୁଣି ବା ମନ୍ଦାକିନୀ ନଦୀ। ଏହି ନଦୀକୂଳରେ ଅବସ୍ଥିତ ହଜ ଗ୍ରାମର ଉତ୍ତର ଦିଗକୁ ମାତ୍ର ୫୦୦ ମିଟର...

ଭୋଟ ପାଇଁ ନକଲି ରାଶନକାର୍ଡ

ଖୋର୍ଦ୍ଧା ଅଫିସ,୮ା୪: ନକଲି ରାଶନକାର୍ଡ ଦେଇ ଭୋଟ ହାତେଇଥିବା ବେଳେ ନିର୍ବାଚନ ଫଳାଫଳ ଘୋଷଣା ପରେ ଏହି କାର୍ଡ କାର୍ଯ୍ୟକ୍ଷମ ହେଉନାହିଁ। ଏପରି କି ପ୍ରାର୍ଥୀ ବିଜୟ ହାସଲ କରିବା ପରେ ଭୋଟରଙ୍କୁ ଦେଇଥିବା କାର୍ଡକୁ ଜବରଦସ୍ତ ଛଡ଼ାଇ ନିଆଯାଇଛି।...

ଦୌଡ଼ରେ ବିଜେଡିର ୪ କାଉନସିଲର

ଖୋର୍ଦ୍ଧା ଅଫିସ,୭ା୪ : ଖୋର୍ଦ୍ଧା ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ଗୁରୁବାର ନିର୍ବାଚନ ଅନୁଷ୍ଠିତ ହେବ। ୨୨ ଓ୍ବାର୍ଡ ବିଶିଷ୍ଟ ଖୋର୍ଦ୍ଧା ପୌରପାଳିକାରେ ବିଜେଡି ୧୩ଟି ଆସନରେ ବିଜୟ ଲାଭ କରିଥିବା ବେଳେ ଭାଜପା ୪ଟି ଏବଂ ସ୍ବାଧୀନ ପ୍ରାର୍ଥୀ...

ରାସ୍ତା କାମରେ ମିଥ୍ୟା ବିଲ୍‌, ଦେଢ଼ମାସ ପରେ ବି କାର୍ଯ୍ୟାନୁଷ୍ଠାନ ହେଉନି

ବୋଲଗଡ଼,୭ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଏକ ରାସ୍ତା କାମରେ ମିଥ୍ୟା ବିଲ୍‌ କରି ଅର୍ଥ ତୋସରପାତ କରାଯାଇଥିବା ନେଇ ନାରାୟଣୀପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଗତ ଫେବୃୟାରୀ ୧୨ରେ ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗକୁ ପ୍ରାୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri