Advertisement

କୋରାପୁଟ

ଗୁପ୍ତେଶ୍ୱର ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତଗୁପ୍ତେଶ୍ୱର ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ

ଗୁପ୍ତେଶ୍ୱର ଜଙ୍ଗଲରୁ ମାଓବାଦୀ ସାମଗ୍ରୀ ଜବତ

ବୈପାରୀଗୁଡା,୧୦ା୬ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ ଗୁପ୍ତେଶ୍ୱର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ନିକଟସ୍ଥ ଜଙ୍ଗଲରୁ ପୋଲିସ ବ୍ୟାପକ ପରିମାଣର ମାଓବାଦୀ ସାମଗ୍ରୀ ଜବତ କରିଛି। ଏ…

5 years ago
ବନ୍ଧୁତ୍ୱ ପାଖରେ ହାର ମାନିଛି ଜାତିବାଦବନ୍ଧୁତ୍ୱ ପାଖରେ ହାର ମାନିଛି ଜାତିବାଦ

ବନ୍ଧୁତ୍ୱ ପାଖରେ ହାର ମାନିଛି ଜାତିବାଦ

ଜୟପୁର,୮ା୬(ନି.ପ୍ର.)-ବନ୍ଧୁତା ପାଖରେ ସବୁ କିଛି ହୋଇପଡିଛି ତୁଚ୍ଛ। ଗ୍ରାମର ଜାତିବାଦର ପାଚେରି ସେମାନଙ୍କୁ ଅଟକାଇପାରିନି। ଜଣକ ପରିବାର ଭାଙ୍ଗିଯାଇଥିଲେ ଅନ୍ୟ ଜଣେ ସାହାରା ହୋଇଛି। ଜଣେ ନିରାଶ୍ରୟ…

5 years ago
ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତିପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ: ଚିକିତ୍ସାଳୟରେ ଭର୍ତ୍ତି

ଜୟପୁର,୭।୬(ଡି.ଏନ.ଏ): ପଦ୍ମଶ୍ରୀ କମଳା ପୂଜାରୀ ଗତ ଶନିବାର ମଧ୍ୟାହ୍ନରେ ଅସୁସ୍ଥ ଯୋଗୁ ଜୟପୁରସ୍ଥିତ ଜିଲା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ରବିବାର ତାଙ୍କ ସ୍ବାସ୍ଥ୍ୟ ସ୍ଥିର ରହିଥିବା ସହିତ…

5 years ago
ସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍‌ ଚିହ୍ନଟସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍‌ ଚିହ୍ନଟ

ସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍‌ ଚିହ୍ନଟ

ଜୟପୁର,୭।୬(ଡି.ଏନ୍‌.ଏ): କୋରାପୁଟ ଜିଲା ସୁନାବେଡ଼ା ପୌରାଞ୍ଚଳରେ ରବିବାର ୨ କାରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟ ସ୍ତ୍ରୀ ସ୍ବାମୀ ହୋଇଥିବା ଜଣାପଡ଼ିଛି। ତେବେ ସ୍ତ୍ରୀ ଗର୍ଭବତୀ ଥିବା…

5 years ago
ଓଲଟିଲା ବରଯାତ୍ରୀ ଭ୍ୟାନ୍‌: ୨ ମୃତ; ୪୦ରୁ ଊର୍ଦ୍ଧ୍ୱ ଆହତଓଲଟିଲା ବରଯାତ୍ରୀ ଭ୍ୟାନ୍‌: ୨ ମୃତ; ୪୦ରୁ ଊର୍ଦ୍ଧ୍ୱ ଆହତ

ଓଲଟିଲା ବରଯାତ୍ରୀ ଭ୍ୟାନ୍‌: ୨ ମୃତ; ୪୦ରୁ ଊର୍ଦ୍ଧ୍ୱ ଆହତ

ଜୟପୁର/ବୋରିଗୁମ୍ମା,୩।୬(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବି.ସିଂହପୁର ଥାନା ବୋଡ଼ିଗାଁରୁ ଗୁରୁମାଇଁଗୁଡ଼ା ଗ୍ରାମକୁ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ବୁଧବାର ଏକ ଭ୍ୟାନ୍‌…

5 years ago
ସୀମାନ୍ତ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ଫାଣ୍ଡି: ଡିଆଇଜିସୀମାନ୍ତ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ଫାଣ୍ଡି: ଡିଆଇଜି

ସୀମାନ୍ତ ଲୋକଙ୍କୁ ଉତ୍ତମ ସେବା ଯୋଗାଇବ ଫାଣ୍ଡି: ଡିଆଇଜି

ପଟ୍ଟାଙ୍ଗୀ,୧ା୬(ଡି.ଏନ୍‌.ଏ.)-କୋରାପୁଟ ଜିଲା ତଥା ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ସୁଙ୍କି ପଞ୍ଚାୟତ କାର୍ଯ୍ୟାଳୟର ଅସ୍ଥାୟୀ ଗୃହରେ ଚାଲିଥିବା ସୁଙ୍କି ଫାଣ୍ଡିକୁ ସୋମବାର ଡିଆଇଜି ସଫିନ ଅହମ୍ମଦ…

5 years ago
ଦଣ୍ଡାବାଡି କ୍ବାରାଣ୍ଟାଇନରେ ନିମ୍ନମାନ ଖାଦ୍ୟ ପ୍ରଦାନ ଅଭିଯୋଗ : ଖାଇ ନ ପାରି ଫୋପାଡିଲେ ଲୋକେଦଣ୍ଡାବାଡି କ୍ବାରାଣ୍ଟାଇନରେ ନିମ୍ନମାନ ଖାଦ୍ୟ ପ୍ରଦାନ ଅଭିଯୋଗ : ଖାଇ ନ ପାରି ଫୋପାଡିଲେ ଲୋକେ

ଦଣ୍ଡାବାଡି କ୍ବାରାଣ୍ଟାଇନରେ ନିମ୍ନମାନ ଖାଦ୍ୟ ପ୍ରଦାନ ଅଭିଯୋଗ : ଖାଇ ନ ପାରି ଫୋପାଡିଲେ ଲୋକେ

ବୈପାରିଗୁଡା,୩୧ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କ୍ୱାରାଣ୍ଟାଇନ ସେଣ୍ଟରରେ ନିମ୍ନମାନର ଖାଦ୍ୟ ପ୍ରଦାନ ନେଇ ଅନ୍ତେବାସୀ ଅଭିଯୋଗ କରଛନ୍ତି। ଶନିବାର ଦରସିଝା ଭାତ…

5 years ago
କୋରାପୁଟ ଓଡ୍ରାଫ ଟିମ୍‌କୁ ପଶ୍ଚିମବଙ୍ଗର ପ୍ରଶଂସାକୋରାପୁଟ ଓଡ୍ରାଫ ଟିମ୍‌କୁ ପଶ୍ଚିମବଙ୍ଗର ପ୍ରଶଂସା

କୋରାପୁଟ ଓଡ୍ରାଫ ଟିମ୍‌କୁ ପଶ୍ଚିମବଙ୍ଗର ପ୍ରଶଂସା

ଜୟପୁର ୩୦ା୫ (ନି.ପ୍ର.)-ଅମ୍ଫନ୍‌ ବାତ୍ୟାରେ ପଶ୍ଚିମବଙ୍ଗରେ ବହୁ କ୍ଷୟକ୍ଷତି ହୋଇଛି ା ଏହି ପରିସ୍ଥିତିରେ ଓଡ଼ିଶା ସରକାର ପଶ୍ଚିମବଙ୍ଗକୁ ସହଯୋଗର ହାତ ବଢ଼ାଇ କୋରାପୁଟ ଓଡ୍ରାଫ ଟିମ୍‌…

5 years ago
ବର୍ଷାରେ ଭିଜିଲା ଧାନ, ବିକି ନ ପାରି ମୁଣ୍ଡରେ ହାତ ଦେଇଛି ଚାଷୀବର୍ଷାରେ ଭିଜିଲା ଧାନ, ବିକି ନ ପାରି ମୁଣ୍ଡରେ ହାତ ଦେଇଛି ଚାଷୀ

ବର୍ଷାରେ ଭିଜିଲା ଧାନ, ବିକି ନ ପାରି ମୁଣ୍ଡରେ ହାତ ଦେଇଛି ଚାଷୀ

ଜୟପୁର,୩୦ା୫(ନି.ପ୍ର.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଞ୍ଚଳର ଚାଷୀ ଲଗାଣ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି। ମଣ୍ଡି ପାଇଁ ଅମଳ କରିଥିବା ରବିଧାନ ମୁକୁଳା…

5 years ago
ଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେ

ଧାନ ନିମ୍ନମାନ ଆଳରେ ଚାଷୀଙ୍କୁ ଶୋଷୁଛନ୍ତି ସମସ୍ତେ

ଜୟପୁର,୨୯ା୫(ଡି.ଏନ୍‌.ଏ.)-ଚାଷୀଙ୍କ ଅମଳ ରବିଧାନ କ୍ରୟ ପାଇଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ମଣ୍ଡି ଆରମ୍ଭ ହୋଇଛି। ମାତ୍ର ଚାଷୀଙ୍କ ଅମଳ ଧାନ ନିମ୍ନମାନର ଆଳ ଦେଖାଇ କୁଇଣ୍ଟାଲ ପିଛା…

5 years ago