Advertisement

କୋରାପୁଟ

ଆଳୁ ସାଇତିବାକୁ ନାହିଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାରଆଳୁ ସାଇତିବାକୁ ନାହିଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର

ଆଳୁ ସାଇତିବାକୁ ନାହିଁ ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର

କୋରାପୁଟ,୧୫ା୧୦(ଅମିତାଭ ବେହେରା)ଆଳୁଚାଷ ପାଇଁ କୋରାପୁଟ ଜିଲାର ଜଳବାୟୁ ଓ ମୃତ୍ତିକା ଅତି ଉତ୍ତମ। ଜିଲାରେ ଖରିଫ ଋତୁରେ ଆଳୁଚାଷ ଭଲ ହୋଇଥାଏ। ଜୁନ ପ୍ରଥମ ସପ୍ତାହରୁ ଜୁଲାଇ…

1 year ago
ସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ରସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ର

ସୀମାନ୍ତ ଗ୍ରାମରେ ବିଶୃଙ୍ଖଳା ସୃଷ୍ଟି କରୁଛି ଆନ୍ଧ୍ର

ପଟ୍ଟାଙ୍ଗି,୧୫ା୧୦(ଶରତ ଧଳ)ଓଡ଼ିଶାର ସୀମାନ୍ତ ଗ୍ରାମଗୁଡିକ ଉପରୁ ପଡ଼ୋଶୀ ଆନ୍ଧ୍ରର ନଜର ହଟୁନି। ଗତ ୮ରେ ଓଡ଼ିଶା ସୀମାନ୍ତରେ ଜଳପ୍ରକଳ୍ପ ନିର୍ମାଣ ଲାଗି ଏହି ରାଜ୍ୟ ସର୍ଭେ ଆରମ୍ଭ…

1 year ago
ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ବୋଲେରୋରାଜପଥରେ ହୁତୁହୁତୁ ହୋଇ ଜଳିଗଲା ବୋଲେରୋ

ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ବୋଲେରୋ

କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଜିଲା ସୁନାବେଡ଼ା ୨୬ ନଂ ଜାତୀୟ ରାଜପଥ ନୂଆ କଲୋନୀ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବୋଲେରୋ ହୁତୁହୁତୁ ହୋଇ ଜଳିଯାଇଛି। ବୋଲେରୋଟି…

1 year ago
୮କୋଟି ଟଙ୍କା ବ୍ୟୟରେ କୋରାପୁଟ ସହରରେ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପ୮କୋଟି ଟଙ୍କା ବ୍ୟୟରେ କୋରାପୁଟ ସହରରେ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପ

୮କୋଟି ଟଙ୍କା ବ୍ୟୟରେ କୋରାପୁଟ ସହରରେ ନିର୍ମାଣ ହେବ ୪ କଲ୍ୟାଣମଣ୍ଡପ

କୋରାପୁଟ,୧୪ା୧୦(ଅମିତାଭ ବେହେରା): ରାଜ୍ୟ ସରକାରଙ୍କ ୮ କୋଟି ଟଙ୍କା ବ୍ୟୟରେ ସହରର ପୋଲିସ କଲୋନୀ, ପୂଜାରୀପୁଟ ପଡ଼ିଆ ନିକଟ, ରେଲଓ୍ବେ ନିକଟ ସମେତ ୪ଟି ସ୍ଥାନରେ କଲ୍ୟାଣମଣ୍ଡପ…

1 year ago
ବାଲାଜୀ ମନ୍ଦିର ହୁଣ୍ଡି ଚୋରିର ପର୍ଦ୍ଦାଫାଶ: ୩ କୋର୍ଟଚାଲାଣବାଲାଜୀ ମନ୍ଦିର ହୁଣ୍ଡି ଚୋରିର ପର୍ଦ୍ଦାଫାଶ: ୩ କୋର୍ଟଚାଲାଣ

ବାଲାଜୀ ମନ୍ଦିର ହୁଣ୍ଡି ଚୋରିର ପର୍ଦ୍ଦାଫାଶ: ୩ କୋର୍ଟଚାଲାଣ

କୋରାପୁଟ,୧୪ା୧୦(ଅମିତାଭ ବେହେରା): କୋରାପୁଟ ଟାଉନ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। କୋରାପୁଟ ବାଲାଜୀ ମନ୍ଦିରର ହୁଣ୍ଡି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିବା ବେଳେ ଏଥିରେ ସଂପୃକ୍ତ…

1 year ago
ଆବାସ ଯୋଜନାରୁ ବଞ୍ଚିତ ହାତୀମୁଣ୍ଡା ଗାଁଆବାସ ଯୋଜନାରୁ ବଞ୍ଚିତ ହାତୀମୁଣ୍ଡା ଗାଁ

ଆବାସ ଯୋଜନାରୁ ବଞ୍ଚିତ ହାତୀମୁଣ୍ଡା ଗାଁ

ଦଶମନ୍ତପୁର,୧୩ା୧୦(ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକ ଫୁଲବେଡ଼ା ପଞ୍ଚାୟତର ହାତୀମୁଣ୍ଡା ଗ୍ରାମ। ଗ୍ରାମକୁ ଚାରିପଟେ ଘେରି ରହିଛି ୪ଟି ପାହାଡ। ଏହି ପାହାଡଗୁଡିକ…

1 year ago
ଆଲୋଚନା ହୋଇଛି, ସମସ୍ୟା ସମାଧାନ ହେବ: ବିଡିଓଆଲୋଚନା ହୋଇଛି, ସମସ୍ୟା ସମାଧାନ ହେବ: ବିଡିଓ

ଆଲୋଚନା ହୋଇଛି, ସମସ୍ୟା ସମାଧାନ ହେବ: ବିଡିଓ

ପଟ୍ଟାଙ୍ଗି,୧୨।୧୦(ଶରତ ଧଳ): ରାଜ୍ୟରେ କିପରି ଶିକ୍ଷା ଓ ସ୍ବାସ୍ଥ୍ୟସେବାରେ ସୁଧାର ଆସିବ ଏନେଇ ରାଜ୍ୟ ସରକାର ସର୍ବଦା ଗୁରୁତ୍ୱ ଦେଉଛନ୍ତି। ତେବେ ପ୍ରଶାସନିକ କ୍ଷେତ୍ରରେ ତତ୍ପରତା ଅଭାବରୁ…

1 year ago
ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌

ଜଙ୍ଗଲୀ କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମ୍‌କିନ୍‌

କୋରାପୁଟ,୧୧ା୧୦(ଅମିତାଭ ବେହେରା): କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲୀ କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦ କୁକିଜ୍‌ (ବିସ୍କୁଟ) ଓ ନମ୍‌କିନ୍‌ ହୋଇପାରିବ ବୋଲି କହିଛନ୍ତି…

1 year ago
୨୬ରୁ ପରବ ମହୋତ୍ସବ୨୬ରୁ ପରବ ମହୋତ୍ସବ

୨୬ରୁ ପରବ ମହୋତ୍ସବ

କୋରାପୁଟ, ୧୦।୧୦(ଅମିତାଭ ବେହେରା) ରାଜ୍ୟସ୍ତରୀୟ ଆଦିବାସୀ ସାଂସ୍କୃତିକ ମହୋସତ୍ବ ପରବ ୨୦୨୩ ଚଳିତମାସ ୨୬ ତାରିଖରେ କୋରାପୁଟ ଜିଲାର ବୋରିଗୁମ୍ମାର ଭୈରବ ମନ୍ଦିରରୁ ଶୁଭାରମ୍ଭ ହେବ। ଏଥିସହ…

1 year ago
ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ

ଜଙ୍ଗଲି କନ୍ଦାରୁ ହୋଇପାରିବ ସୁସ୍ବାଦୁ କୁକିଜ,ନମକିନ

କୋରାପୁଟ,୧୦।୧୦(ଅମିତାଭ ବେହେରା) କୋରାପୁଟ ଜିଲାର ଆଦିମ ଅଧିବାସୀମାନେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦାରୁ ଗୁଣାତ୍ମକ ଓ ସୁସ୍ବାଦୁ କୁକିଜ (ବିସ୍କୁଟ) ଓ ନମକିନ ହୋଇପାରିବ। ଏପରି ଗବେଷଣା…

1 year ago