Advertisement

କୋରାପୁଟ

ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ

ଝିଅକୁ ରକ୍ତକର୍କଟ , ଚିକିତ୍ସାରେ ଅର୍ଥ ବାଧକ

ସୁନାବେଡ଼ା,୨୩ା୯(କୃତ୍ତିବାସ ପ୍ରଧାନ): ”ମୋ ଝିଅକୁ ସାହାଯ୍ୟ କର,ତା’ର ପାଠ ପଢ଼ିବାକୁ ବହୁତ ଆଗ୍ରହ ରହିଛି। ମୋ ଅସୁସ୍ଥ ଝିଅକୁ ଭଲ କରିଦିଅ“- ଏପରି ଦୁଃଖର ସହ କହୁଛନ୍ତି…

2 years ago
ସାପ୍ତାହିକ ହାଟ ପାଇଁ ହଟହଟାସାପ୍ତାହିକ ହାଟ ପାଇଁ ହଟହଟା

ସାପ୍ତାହିକ ହାଟ ପାଇଁ ହଟହଟା

ନନ୍ଦପୁର,୨୩ା୯ (ଶଙ୍କର ପୂଜାରୀ): ନନ୍ଦପୁର ବ୍ଲକ ଦେଇ ହାଣ୍ଡିପୁଟ-ସେମିଳିଗୁଡା ସଂଯୋଗ କରୁଥିବା ଏମଡିଆର-୫୫ ରାସ୍ତା ରହିଛି। ଏହା ମଧ୍ୟ ଜୟପୁର-ବିଶାଖାପାଟଣାକୁ ସଂଯୋଗ କରୁଛି। ଏହି ରାସ୍ତାରେ ସୁବାଇ,…

2 years ago
ନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫ

ନାବାଳିକା ଅପହରଣ, ବଳାତ୍କାର ମାମଲାରେ ଜଣେ ଗିରଫ

ଜୟପୁର, ୨୨।୯(ପବନ ପାଣିଗ୍ରାହୀ): ନାବାଳିକାକୁ ଅପହରଣ ଓ ବଳାତ୍କାର ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଜୟପୁର ଟାଉନ ପୋଲିସ ଗିରଫ କରିଛି। ସେ ହେଲେ ଅଭିଯୁକ୍ତ ଢେପଗୁଡ଼ାର ସୁମିତ…

2 years ago
ମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ମା’ ଆଖି ସାମ୍ନାରେ ଚାଲିଗଲା ଶିଶୁକନ୍ୟାଙ୍କ ଜୀବନ

ପଟାଙ୍ଗି,୨୨ା୯(ଶରତ ଧଳ): ମା’ ସହ ଚାଷଜମିକୁ ଯାଉଥିବା ସମୟରେ ଗୋଡ଼ ଖସି ଏକ ଗାତରେ ପଡ଼ି ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ହରାଇ ପରିବାରବର୍ଗ ଭାଙ୍ଗି…

2 years ago
ସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚାସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚା

ସେମିଳିଗୁଡ଼ାରେ ଚନ୍ଦ୍ରୟାନ-୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୨୧ା୯(ଅମିତାଭ ବେହେରା: କୋରାପୁଟ ଜ଼ିଲା ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ଅବସରରେ ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସଠାରେ ଚଳିତ ବର୍ଷ ହୋଇଥିବା ବିଶ୍ୱକର୍ମା ପୂଜା…

2 years ago
ଅଙ୍ଗନୱାଡି କେନ୍ଦ୍ରକୁ ବିପଜ୍ଜନକ ରାସ୍ତାଅଙ୍ଗନୱାଡି କେନ୍ଦ୍ରକୁ ବିପଜ୍ଜନକ ରାସ୍ତା

ଅଙ୍ଗନୱାଡି କେନ୍ଦ୍ରକୁ ବିପଜ୍ଜନକ ରାସ୍ତା

ସୁନାବେଡା,୨୧ା୯(କୃତ୍ତିବାସପ୍ରଧାନ): ସୁନାବେଡା ପୌର ପରିଷଦ ଅନ୍ତର୍ଗତ ସୁନାବେଡା ଶିଶୁ ସମନ୍ବିତ ଅଧିକାରୀଙ୍କ ଅଧୀନରେ ୮୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି। ସେଥିରୁ ସେମିଳିଗୁଡାର ଗୋପବନ୍ଧୁ ନଗରରେ ଥିବା ୩…

2 years ago
କୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷକୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷ

କୋରାପୁଟ ଜିଲାରେ ୩, ୭୯୦ ହେକ୍ଟର ଜମିରେ ଆଳୁଚାଷ

କୋରାପୁଟ, ୨୧ା୯(ଅମିତାଭ ବେହେରା): କୋରାପୁଟ ଜିଲାରେ ଚଳିତ ବର୍ଷା ଋତୁରେ ଜିଲା କୃଷି ବିଭାଗ ପକ୍ଷରୁ ୪ ହଜାର ହେକ୍ଟର ଜମିରେ ଆଳୁ ଚାଷ ପାଇଁ ଲକ୍ଷ୍ୟ…

2 years ago
କୋରାପୁଟ: ପ୍ରବଳ ବର୍ଷାରେ ୧୪ ଘର ଭାଙ୍ଗିଲାକୋରାପୁଟ: ପ୍ରବଳ ବର୍ଷାରେ ୧୪ ଘର ଭାଙ୍ଗିଲା

କୋରାପୁଟ: ପ୍ରବଳ ବର୍ଷାରେ ୧୪ ଘର ଭାଙ୍ଗିଲା

କୋରାପୁଟ/ନନ୍ଦପୁର/ ଦଶମନ୍ତପୁର/ ଜୟପୁର, ୨୧ା୯(ଅମିତାଭ ବେହେରା/ ଶଙ୍କର ପୂଜାରୀ/ ଅରବିନ୍ଦ ନାୟକ/ ପବନ ପାଣିଗ୍ରାହୀ) କୋରାପୁଟ ଜିଲାରେ ବୁଧବାର ୮୦୭.୪ ମି.ମି. ବର୍ଷା ହୋଇଥିବାବେଳେ ଜିଲାର କୋରାପୁଟ…

2 years ago
ବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚାବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚା

ବୁଲୁ ମହାରଣାଙ୍କ ଚନ୍ଦ୍ରାୟାନ ୩ ମେଢ଼କୁ ନେଇ ଚର୍ଚ୍ଚା

କୋରାପୁଟ,୧୯।୯(ଅମିତାଭ ବେହେରା ) କୋରାପୁଟ ଜ଼ିଲାର ସେମିଳିଗୁଡା ସହରରେ ବିଶ୍ୱକର୍ମା ପୂଜା ମହା ଆଡମ୍ବର ସହକାରେ ଚାଲିଥିବାବେଳେ ସହରର ନନ୍ଦପୁର ରୋଡରେ ଥିବା ମହାରଣା ଗ୍ଲାସ ହାଉସ…

2 years ago
୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

୨୨ରେ ସବୁ ଅଙ୍ଗନୱାଡ଼ି କେନ୍ଦ୍ର ବନ୍ଦ

ନନ୍ଦପୁର, ୧୯ା୯(ଶଙ୍କର ପୂଜାରୀ): ଅଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିସ ୱାର୍କର୍ସ ଆସୋସିଏସନର ଜିଲା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନିଷ୍ପତ୍ତି ଅନୁସାରେ ଆସନ୍ତା ୨୨ ତାରିଖରେ ସଂଘ…

2 years ago