Advertisement

କୋରାପୁଟ

ବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷ

ବିସ୍ଥାପନର ୬୨ବର୍ଷ ପରେ ମଧ୍ୟ ଘର ପାଇଁ ସଂଘର୍ଷ

ସୁନାବେଡା/ସେମିଳିଗୁଡା,୧୩ା୩ (ସ୍ବ.ପ୍ର.):୧୯୬୧ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୁନାବେଡାରେ ମିଗ୍‌ ବିମାନ କାରଖାନା ନିର୍ମାଣ ହୋଇଥିଲା। ସରକାରୀ ନିୟମ ଅନୁଯାୟୀ ଏଠାକାର ଅଧିବାସୀଙ୍କୁ ସେତେବେବେଳ…

2 years ago
ନନ୍ଦପୁର:୧୩ ଉଚ୍ଚ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍‌ ସଂଯୋଗନନ୍ଦପୁର:୧୩ ଉଚ୍ଚ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍‌ ସଂଯୋଗ

ନନ୍ଦପୁର:୧୩ ଉଚ୍ଚ ବିଦ୍ୟାଳୟରେ ନାହିଁ ବିଦ୍ୟୁତ୍‌ ସଂଯୋଗ

ନନ୍ଦପୁର,୧୩ା୩ (ଡି.ଏନ.ଏ.):ରାଜ୍ୟ ସରକାର ଶିକ୍ଷାର ବିକାଶ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏ ଦିଗରେ ବହୁ ଅର୍ଥ ବ୍ୟୟ କରୁଛନ୍ତି। ୫-ଟିରେ ବିଦ୍ୟାଳୟଗୁଡିକର ଆଧୁନିକୀକରଣ କରି…

2 years ago
୩ ଘଣ୍ଟାରେ ୪୦ କି.ମି ଦୌଡ଼ିଲେ ୩ କୁନି ଭଉଣୀଭାଇ୩ ଘଣ୍ଟାରେ ୪୦ କି.ମି ଦୌଡ଼ିଲେ ୩ କୁନି ଭଉଣୀଭାଇ

୩ ଘଣ୍ଟାରେ ୪୦ କି.ମି ଦୌଡ଼ିଲେ ୩ କୁନି ଭଉଣୀଭାଇ

କୋରାପୁଟ,୧୩।୩(ସ୍ବ.ପ୍ର.): ଦୃଢ ଇଛାଶକ୍ତିଠାରେ ହାର ମାନେ ସବୁ ପ୍ରତିବନ୍ଧକ। ଯେମିତି ବୟସ ହାର ମାନିଛି ୩ କୁନି ଭଉଣୀଭାଇଙ୍କ କ୍ଷେତ୍ରରେ। ୩ଘଣ୍ଟାରେ ସେମାନେ କୋରାପୁଟରୁ ଦାମନଯୋଡି ଦୌଡି…

2 years ago
୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

୫୦ ଲକ୍ଷ ଟଙ୍କା ନ ଦେବାରୁ କରିଥିଲେ ଗୁଳି

ଜୟପୁର, ୧୨।୩ (ନି.ପ୍ର.): କୋରପୁଟ ଜିଲା ଜୟପୁର ସହରରେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ଉପରକୁ ହୋଇଥିବା ଗୁଳିକାଣ୍ଡ ଘଟଣାର ଶନିବାର ପର୍ଦ୍ଦାଫାଶ କରିଛି ଟାଉନ ଥାନା…

2 years ago
କୋରାପୁଟ ସହରରେ କୋଟିଆ ଷ୍ଟ୍ରବେରିକୋରାପୁଟ ସହରରେ କୋଟିଆ ଷ୍ଟ୍ରବେରି

କୋରାପୁଟ ସହରରେ କୋଟିଆ ଷ୍ଟ୍ରବେରି

କୋରାପୁଟ,୧୧ା୩(ସ୍ବ.ପ୍ର.): ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ଉତ୍ପାଦିତ କୋଟିଆ ଷ୍ଟ୍ରବେରି ଏବେ କୋରାପୁଟ ସହରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଶୁକ୍ରବାର ସହରର କଳାନିକେତନ ଛକ ନିକଟରେ…

2 years ago
ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥାମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା

ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ବ୍ୟବସ୍ଥା

କୋରାପୁଟ,୯।୩(ସ୍ବ.ପ୍ର.): ଶୁକ୍ରବାର ମାଟ୍ରିକ ପରୀକ୍ଷା। ଏନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଥିବା ଗୁରବାର ଜିଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ ସୂଚନା…

2 years ago
ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟିସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟି

ସନ୍ଦିଗ୍ଧ ଅବସ୍ଥାରେ ପଡ଼ିଛି ମୃତଦେହ, ପାଖରେ ରହିଛି ପ୍ଲାଷ୍ଟିକ୍‌ ବାଲ୍‌ଟି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ଚନ୍ଦନ ପୋଖରୀ ନିକଟରେ ବୁଧବାର ଏକ ପରିବା ବିକାଳିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକ ଜଣଙ୍କ ହେଉଛନ୍ତି କୋରାପୁଟ ଜିଲା ଲମତାପୁଟ ବ୍ଲକର…

2 years ago
ହୁତ୍‌ହୁତ୍‌ ହୋଇ ଜଳିଗଲା ୬ ଗାଡ଼ିହୁତ୍‌ହୁତ୍‌ ହୋଇ ଜଳିଗଲା ୬ ଗାଡ଼ି

ହୁତ୍‌ହୁତ୍‌ ହୋଇ ଜଳିଗଲା ୬ ଗାଡ଼ି

କୋରାପୁଟ,୮ା୩(ସ୍ବ.ପ୍ର.): କୋରାପୁଟସ୍ଥିତ ହକି ପଡ଼ିଆରେ ବୁଧବାର ନିଆଁଲାଗି ୬ଟି ଗାଡି ପୋଡ଼ି ଯାଇଥିବା ଜଣାପଡ଼ିଛି। ପୋଲିସ ଜବତ କରି ସେଠାରେ ଦୀର୍ଘଦିନ ଧରି ରଖିଥିବା ୪ଟି କାର୍‌…

2 years ago
‘୪୦ ପ୍ରତିଶତ ନିଆଁ ଜଙ୍ଗଲ ବାହାରେ ଲାଗିଛି’‘୪୦ ପ୍ରତିଶତ ନିଆଁ ଜଙ୍ଗଲ ବାହାରେ ଲାଗିଛି’

‘୪୦ ପ୍ରତିଶତ ନିଆଁ ଜଙ୍ଗଲ ବାହାରେ ଲାଗିଛି’

କୋରାପୁଟ, ୩ା୩(ସ୍ବ.ପ୍ର.): କୋରାପୁଟଠାରେ ବନ ବିଭାଗ ଓ କୋଟସ୍‌ର ମିଳିତ ଆନୁକୂଲ୍ୟରେ ଗୁରୁବାର ଜଙ୍ଗଲ ନିଆଁ ଲିଭାଇବା ନେଇ ଜିଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ…

2 years ago
କସାଗୁମୁଡ଼ା ବିଡିଓଙ୍କୁ ପଟ୍ଟାଙ୍ଗି ବଦଳିକସାଗୁମୁଡ଼ା ବିଡିଓଙ୍କୁ ପଟ୍ଟାଙ୍ଗି ବଦଳି

କସାଗୁମୁଡ଼ା ବିଡିଓଙ୍କୁ ପଟ୍ଟାଙ୍ଗି ବଦଳି

ପଟାଙ୍ଗି,୩ା୩(ଡି.ଏନ୍‌.ଏ.): ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପ୍ରକାଶିତ ପାଇଥିବା ବିଜ୍ଞାପନ ତଥା ଚିଠି ଅନୁସାରେ ରାଜ୍ୟର ଓଏଏସ୍‌ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକରୁ ବିଡିଓଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ରାଜ୍ୟ…

2 years ago