Advertisement

କୋରାପୁଟ

ବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣ

ବିହାରୀ ଠିକାଦାରଙ୍କ ଫଳକରେ ରାସ୍ତା ନିର୍ମାଣ

ବୈପାରିଗୁଡ଼ା,୭।୧(ଡି.ଏନ୍‌.ଏ.): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେଉଛି। ରାସ୍ତା ନିର୍ମାଣ ପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭଗ ଜରିଆରେ…

2 years ago
କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସକୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

କୋଟିଆରେ ଆନ୍ଧ୍ର ଅନୁପ୍ରବେଶକୁ ପଣ୍ଡକଲା ପୋଲିସ

ପଟ୍ଟାଙ୍ଗି/କୋରାପୁଟ,୭।୧(ଡି.ଏନ.ଏ./ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ ଜାରି ରଖିଛି। ଅଧିକାଂଶ ସମୟରେ ପଞ୍ଚାୟତର ଅନେକ ଗ୍ରାମରେ ସଭା କରିବା…

2 years ago
୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩୭୮୮ ନୂଆ ଭୋଟର୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩୭୮୮ ନୂଆ ଭୋଟର

୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩୭୮୮ ନୂଆ ଭୋଟର

କୋରାପୁଟ,୬।୧(ସ୍ବ.ପ୍ର.): କୋରାପୁଟ ଜିଲାରେ ଚୂଡାନ୍ତ ଭୋଟର ତାଲିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୋରାପୁଟ ସବ୍‌ଡିଭିଜନରେ ଥିବା ଲକ୍ଷ୍ମୀପୁର, କୋରାପୁଟ ଓ ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରେ ୩୭୮୮…

2 years ago
୧୮ ଏକର ହୋଇଗଲା ଦେଢ଼ ଏକର୧୮ ଏକର ହୋଇଗଲା ଦେଢ଼ ଏକର

୧୮ ଏକର ହୋଇଗଲା ଦେଢ଼ ଏକର

କୁନ୍ଦୁରା,୬ା୧(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ବାଗଦେରି ପଞ୍ଚାୟତ ଡାଙ୍ଗରାପାଲିର ଚାଷୀ ଅଜିତ ଗଣ୍ଡା ଖରିଫ ଋତୁରେ ପଞ୍ଜୀକରଣରେ ହୋଇଥିବା ତ୍ରୁଟି ସୁଧାରିବାକୁ ଗୁରୁବାର ଉପଜିଲାପାଳଙ୍କ ଦ୍ୱାରସ୍ଥ…

2 years ago
ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

ଖାରିକଣା ଗ୍ରାମକୁ ହେଲା ରାସ୍ତା ନିର୍ମାଣ

କୋରାପୁଟ /ନାରାୟଣପାଟଣା, ୫ା୧ (ସ୍ବ.ପ୍ର./ଡି.ଏନ.ଏ.): କେତେବେଳେ ଭରା ନଦୀ ପାର ହେବାକୁ ପଡେ ତ କେତେବେଳେ ଖଟିଆରେ ବୁହା ହୋଇ ଯିବାକୁ ପଡେ ଡାକ୍ତରଖାନା। କେବେ ଡାକ୍ତରଖାନା…

2 years ago
ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ

ଉତ୍ତମ ଫସଲ ନେଇ ବାଲି , ଗାଙ୍ଗମାଁ ପର୍ବ

ପଟ୍ଟାଙ୍ଗି,୪।୧ (ଡି.ଏନ.ଏ.): ପ୍ରତିବର୍ଷ ଯେପରି ନିଜ ଚାଷଜମି ନିଜ ଜମିରେ ଉତ୍ତମ ଚାଷ ସହ ଅଧିକ ଫସଲ ଉତ୍ପାଦନ ପାଇଁ ମଙ୍ଗଳବାର କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦରସ୍ଥିତ…

2 years ago
ନାରୀ ଶିକ୍ଷାର ଆଲୋକବର୍ତ୍ତିକା ଥିଲେନାରୀ ଶିକ୍ଷାର ଆଲୋକବର୍ତ୍ତିକା ଥିଲେ

ନାରୀ ଶିକ୍ଷାର ଆଲୋକବର୍ତ୍ତିକା ଥିଲେ

ଜୟପୁର,୪।୧(ନି.ପ୍ର.): ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନଠାରେ ଭାରତବର୍ଷରେ ପ୍ରଥମେ ମହିଳାଙ୍କ ଶିକ୍ଷା ପାଇଁ ବିଦ୍ୟାଳୟ ପ୍ରତିଷ୍ଠା କରିଥିବା ସାବିତ୍ରୀବାଈ ଫୁଲେଙ୍କ ୧୯୩ତମ ଜୟନ୍ତୀ ମଙ୍ଗଳବାର ପାଳିତ ହୋଇଯାଇଛି।…

2 years ago
ଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀ

ଓଡ଼ିଶା ଜମିରେ ଚାଷ କରୁଛନ୍ତି ଆନ୍ଧ୍ରବାସୀ

କୋରାପୁଟ/ନାରାୟଣପାଟଣା,୩।୧(ସ୍ବ.ପ୍ର./ଡି.ଏନ୍‌.ଏ.):କୋରାପୁଟ ଜିଲାର ଆନ୍ଧ୍ର ସୀମାନ୍ତ ବନ୍ଧୁଗାଁ ବ୍ଲକ କାପଲଡା ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରାୟ ୩୬ ଏକର ଜମିରେ ପାମଅଏଲ ଚାଷ ହୋଇଥିବା ବନ୍ଧୁଗାଁ ବ୍ଲକ ପ୍ରଶାସନ…

2 years ago
କୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକରକୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକର

କୋରାପୁଟର ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ, ପୁଷ୍ଟିକର

କୋରାପୁଟ,୩।୧(ସ୍ବ.ପ୍ର.):କୋରାପୁଟର ଆଦିବାସୀମାନେ ଚାଷ କରୁଥିବା ପାରମ୍ପରିକ ମାଣ୍ଡିଆ ଅଧିକ ଅମଳକ୍ଷମ ଓ ପୁଷ୍ଟିକର ବୋଲି ଦର୍ଶାଇଛନ୍ତି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ଡଃ ଦେବବ୍ରତ ପଣ୍ଡା। ସେ…

2 years ago
ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର ରାଜ ପରିବାରର ଶେଷ ରାଣୀଙ୍କ ପରଲୋକ

ଜୟପୁର,୨ା୧(ନି.ପ୍ର.): ଜୟପୁର ରାଜ ପରିବାରର ଶେଷରାଣୀ ରମା କୁମାରୀ ଦେବୀଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ଦୀର୍ଘବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ…

2 years ago